ଜାତୀୟ

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ବିଗୁଲ…

ଲକ୍ଷ୍ନୌ,୨୦।୧୦: ଆସନ୍ତା ୨୦୨୨ର ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି। ବୁଧବାର ରାଜ୍ୟର କୁଶୀନଗରଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପ୍ରଧାନନ୍ତ୍ରୀ ଲୋକାର୍ପିତ କରିଛନ୍ତି। ସେହିପରି ୧୮୦.୬୬...

ମନ୍ଦିରର ୨,୧୩୮କିଲୋଗ୍ରାମ୍‌ ସୁନା ତରଳାଇବା ଯୋଜନା, ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ…

ଚେନ୍ନାଇ,୨୦।୧୦: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ସରକାର ରାଜ୍ୟର ବିଭିନ୍ନ ମନ୍ଦିରରୁ ପ୍ରାୟ ୨,୧୩୮ କିଲୋଗ୍ରାମ ସୁନା ତରଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାର ଦେଇଥିବା ଆଦେଶକୁ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରୀ ଏହାକୁ...

ହାରୁଛି କରୋନା, ସୁସ୍ଥତା ହାର ୯୮.୧୫ ପ୍ରତିଶତ…

ନୂଆଦିଲ୍ଲୀ,୨୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୪ ହଜାର ୬୨୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧୯୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ...

ବର୍ଷା ବିତ୍ପାତ: ୩୪ ମୃତ

ଡେରାଡୁନ/ନୈନିତାଲ, ୨୦ା୧୦: ଦେବଭୂମି ଉତ୍ତରାଖଣ୍ଡକୁ ବିପତ୍ତିକୁ ଡାକି ଆଣିଛି ଲଗାଣ ବର୍ଷା। ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ମଙ୍ଗଳବାର ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ମୃତକଙ୍କ ସଂଖ୍ୟା ୩୪କୁ ବଢ଼ିଛି। ରେସ୍କ୍ୟୁ ଅପରେଶନରେ ନିୟୋଜିତ ଏନ୍‌ଡିଆର୍‌ଏଫ୍‌ ଅଦ୍ୟାବଧି...

‘ଚାଷୀ ଆନ୍ଦୋଳନ ଶେଷ ହେଲେ ଭାଜପା ସହ ମେଣ୍ଟ’

ନୂଆଦିଲ୍ଲୀ,୨୦।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ନୂଆ ରାଜନୈତିକ ଦଳ ଗଠନ କରିବେ। ଯଦି ଚାଷୀ ଆନ୍ଦୋଳନର ସମାଧାନ ହୋଇଯାଏ, ତେବେ ସେ ଭାଜପା ଓ ଅକାଳି ଦଳ ସହ ମେଣ୍ଟ କରି ଆସନ୍ତା ବର୍ଷ ହେବାକୁ...

‘ଫିଲ୍ମ ଇଣ୍ଡଷ୍ଟ୍ରିକୁ ଭୋଗିବାକୁ ପଡ଼ିବ’

ମୁମ୍ବାଇ,୨୦।୧୦: ହାଇ ପ୍ରୋଫାଇଲ ପ୍ରକୃତି କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରାଯାଉଛି। ଏଥିଲାଗି ବଲିଉଡ୍‌କୁ ପାଉଣା ଦେବାକୁ ପଡ଼ିବ। ଏଭଳି କହିଛନ୍ତି ଜଣାଶୁଣା ଲିରିସିଷ୍ଟ ଜାଭେଦ ଆଖତର। ବଲିଉଡ୍‌ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଡ୍ରଗ୍ସ ଜବତ ମାମଲାରେ ଗିରଫ...

ଷ୍ଟୋନ ଅପରେଶନକୁ ଆସି ହରାଇଲେ କିଡ୍‌ନୀ

ଅହମ୍ମଦାବାଦ,୧୯।୧୦: ଗୁଜରାଟର ଏକ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଷ୍ଟୋନ ଅପରେଶନ କରିବା ବଦଳରେ କିଡ୍‌ନୀ କାଢ଼ିନେବା ଘଟଣାରେ ସମ୍ପୃକ୍ତ ହସ୍ପିଟାଲକୁ ୧୧ ଲକ୍ଷ ଜରିମାନା ହୋଇଛି। ୨୦୧୧ରେ ଦେବେନ୍ଦ୍ରଭାଇ ରାଭାଲଙ୍କ କିଡ୍‌ନୀରେ ଷ୍ଟୋନ୍‌ ହେବାରୁ ସେ ବାଲାସିନୋରରେ ଥିବା କେଏମ୍‌ଜି...

ଟୁଇଟରରେ ଟ୍ରେଣ୍ଡ କରୁଛି #ରିଜେକ୍ଟ_ଜମାଟୋ

ନୂଆଦିଲ୍ଲୀ,୧୯।୧୦: ରିଫଣ୍ଡ ଦାବି କରିବାରୁ ତାମିଲନାଡୁର ଜଣେ ଗ୍ରାହକଙ୍କୁ ହିନ୍ଦୀ ଶିଖିବାକୁ ପରାମର୍ଶ ଦେଇଛନ୍ତି ଜମାଟୋର କଷ୍ଟମର କେୟାର ଅଧିକାରୀ। ସୋସିଆଲ ମିଡିଆରେ ଏହି ଘଟଣା ପ୍ରଚାରିତ ହେବା ପରେ ଉକ୍ତ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଖାଦ୍ୟ...

ଭାଜପା ଏମ୍‌ପି ପଦ ଛାଡ଼ିଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ,୧୯।୧୦: ଗାୟକରୁ ରାଜନେତା ପାଲଟିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଭାଜପା ଟିକେଟରେ ପଶ୍ଚିମବଙ୍ଗର ଆସନସୋଲ ଆସନରୁ ଜିତି ଲୋକ ସଭାକୁ ଯାଇଥିଲେ। ଦଳ ତ୍ୟାଗ କରି ଟିଏମ୍‌ସିରେ ମିଶିଥିବାରୁ...

ଉତ୍ତରାଖଣ୍ଡରେ ମୃତ୍ୟୁର ତାଣ୍ଡବ ଜାରି

ନୂଆଦିଲ୍ଲୀ,୧୯।୧୦: ଲଗାଣ ବର୍ଷା କାରଣରୁ ଉତ୍ତରାଖଣ୍ଡର ବିଭିନ୍ନ ଜିଲାରେ ଦେଖିବାକୁ ମିଳିଛି ମୃତ୍ୟୁର ତାଣ୍ଡବ। ପର୍ଯ୍ୟଟନ ସ୍ଥଳ ଭାବେ ଜଣାଶୁଣା ନେନିତାଲ ସମ୍ପୂର୍ଣ୍ଣ ରୂପେ ବାହ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଇଛି। ସୋମବାର ମୁକ୍ତେଶ୍ୱର ଓ ଖାଇର୍ନା ଅଞ୍ଚଳରେ ଘର ଭୁଷୁଡି...

‘ଆମ ଯବାନମାନେ ଶହୀଦ ହେଉଛନ୍ତି, ତୁମେ ଟି୨୦ ଖେଳିବ’

ହାଇଦ୍ରାବାଦ୍‌,୧୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ବିଷୟରେ ମୁହଁ ଖୋଲୁ ନାହାନ୍ତି। ପ୍ରଥମତଃ ବଢ଼ୁଥିବା ତୈଳ ଦର ଓ ଦ୍ୱିତୀୟଟି ହେଲା ଲଦାଖରେ ଆମ ସୀମା ମଧ୍ୟକୁ ମାଡ଼ି ଆସିଥିବା ଚାଇନା ଉପରେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଚୁପ ବଶିଛନ୍ତି।...

ଚାର୍ଜ ଲାଇଟ୍‌ରେ ଲୁଚାଇଥିଲେ ୬ କେଜି ସୁନା

ହାଇଦ୍ରାବାଦ୍‌,୧୯।୧୦: ଦୁବାଇରୁ ବିମାନ ଯୋଗେ ମଙ୍ଗଳବାର ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ଚାର୍ଜ ଲାଇଟ୍‌ରୁ ୬.୦୬ କେଜି ସୁନା ପେଷ୍ଟ ଜବତ ହୋଇଛି। ଏହାର ମୂଲ୍ୟ ୨.୯୬ କୋଟି ଟଙ୍କା। ଦୁବାଇରୁ ଇକେ ୫୨୪ ଫ୍ଲାଇଟ୍‌ ଜରିଆରେ ପହଞ୍ଚିଥିବା ଯାତ୍ରୀଙ୍କ ବିରୋଧରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri