ଜାତୀୟ

ଦେଶରେ ୪୦ ଓମିକ୍ରନ୍ ସନ୍ଦିଗ୍ଧଙ୍କର ମିଳୁନି ପତ୍ତା

ନୂଆଦିଲ୍ଲୀ,୪ ।୧୨: କରୋନା ମହାମାରୀର ସବୁଠାରୁ ମାରାତ୍ମକ ରୂପ ଓମିକ୍ରନ୍ ଏବେ ବିଶ୍ୱର ଅଧିକାଂଶ ଦେଶରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଆମ ଦେଶରେ ବି ୨ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଲୋକେ ଭୟଭୀତ...

ଓମିକ୍ରନକୁ ନେଇ କଡା ହେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୪ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହା ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଦେଶରେ ପହଞ୍ଚି ସାରିଲାଣି । ଭାରତ ବି ଏଥିରୁ ବାଦ୍ ଯାଇନାହଁ । କର୍ନାଟକରେ ପ୍ରଥମେ...

ବିମାନସେବା ବନ୍ଦ କରି ଦେଇଥିଲେ ହୁଏତ ଦେଶରେ ପ୍ରବେଶ କରିପାରି ନ ଥାଆନ୍ତା ଓମିକ୍ରନ୍‌: କେଜରିୱାଲ

ନୂଆଦିଲ୍ଲୀ,୪ ।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ସରକାର...

ମା’ବାପା ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇ ନ ଥିଲେ ପିଲାଙ୍କୁ ସ୍କୁଲ ମନା

ବେଙ୍ଗାଲୁରୁ,୩।୧୨: କର୍ନାଟକରେ ପ୍ରଥମ ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସଂକ୍ରମଣ ରୋକିବା ଲାଗି ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି...

୧୦ ଦକ୍ଷିଣ ଆଫ୍ରିକୀୟଙ୍କ ମିଳୁନି ପତ୍ତା

ବେଙ୍ଗାଲୁରୁ,୩।୧୨: କର୍ନାଟକରେ ଦେଶର ପ୍ରଥମ ୨ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ବେଙ୍ଗାଲୁରୁ ଆସିଥିବା ୧୦ ଜଣ ଦକ୍ଷିଣ ଆଫ୍ରିକା ନାଗରିକଙ୍କ ପତ୍ତା ମିଳୁନାହିଁ। ଏହାକୁ ନେଇ କର୍ନାଟକ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଯାଇଛି। ନଭେମ୍ବର ୧୨ରୁ ୨୨...

ଚାଷୀଙ୍କ ହାବୁଡ଼ରେ ପଡିଲେ କଙ୍ଗନା

ଅମୃତସର,୩।୧୨: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ପଞ୍ଜାବର ଚାଷୀମାନେ ଶୁକ୍ରବାର ଘେରିଯାଇଥିଲେ। କଙ୍ଗନା କାର୍‌ରେ ଯାଉଥିବା ବେଳେ କୃଷକମାନେ କିରଟପୁର ସାହିବରେ କଳାପତାକା ଦେଖାଇ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏପରି କି...

ଆନ୍ଦୋଳନରେ ମୃତ କୃଷକଙ୍କୁ ଦିଆଯାଉ ଅନୁକମ୍ପା ରାଶି, ତାଲିକା ନ ଥିଲେ ଆମଠାରୁ ନିଅ: ରାହୁଲ

ନୂଆଦିଲ୍ଲୀ,୩ ।୧୨: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । କୃଷି ଆଇନକୁ ବିରୋଧ କରିବା ସମୟରେ ଯେଉଁ କୃଷକମାନଙ୍କର ମୃତ୍ୟୁ ହୋଇଥିଲା ସେମାନଙ୍କୁ କ୍ଷତି ପୂରଣ ଦିଆଯାଉ ବୋଲି ଦାବି...

ରାମବାଗ ଏନକାଉଣ୍ଟରରେ ଆହତ ଆତଙ୍କବାଦୀ ବସିତ ଅହମ୍ମଦ ଡାରଙ୍କର ହୋଇସାରିଛି ମୃତ୍ୟୁ: ସ୍ପଷ୍ଟ କଲା ଟିଆର୍‌ଏଫ୍‌

ଶ୍ରୀନଗର,୩ ।୧୨: ଆତଙ୍କବାଦୀ ସଙ୍ଗଠନ ଲସ୍କର ଇ ତୋଏବାର ସହଯୋଗୀ ସଙ୍ଗଠନ ଟିଆର୍‌ଏଫ୍ କହିଛି ରାମବାଗରେ ନଭେମ୍ବର ୨୪ରେ ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଆତଙ୍କବାଦୀ ବାସିର ଅହମ୍ମଦ ଡାରଙ୍କର ମୃତ୍ୟୁ ହୋଇସାରିଛି । ସେ କୁଖ୍ୟାତ ଆତଙ୍କବାଦୀ ମେହରାନର...

ପଞ୍ଜାବ ନିର୍ବାଚନ ପୂର୍ବରୁ ଏଏପିକୁ ବଡ ଝଟକା

ଚଣ୍ଡିଗଡ଼,୩ ।୧୨: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏହାକୁ ଦେଖି ସବୁ ରାଜନୈତିକ ପାର୍ଟି ସଜବାଜ ହେଉଥିବା ବେଳେ ଆମ ଆଦମୀ ପାର୍ଟି(ଏଏପି)କୁ ବଡ ଝଟକା ଲାଗିଛି । ପଞ୍ଜାବରେ ଥିବା ଏଏପିର ଅସନ୍ତୁଷ୍ଟ ବିଧାୟକ କୱର...

ମହଙ୍ଗା ହେବ ଏଟିଏମ୍‌ ବ୍ୟବହାର, ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୩ା୧୨: ନୂଆବର୍ଷରୁ ଏଟିଏମ୍‌ ବ୍ୟବହାର ମହଙ୍ଗା ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨୦୨୨ ଜାନୁୟାରୀ ୧ରୁ ଏଟିଏମ୍‌ କାରବାରର ଚାର୍ଜ ବଢ଼ାଇବା ପାଇଁ ଅନୁମତି ଦେଇଛି। ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା କାରବାର ବ୍ୟବହାର ପରେ ଆଉ...

ଓମିକ୍ରନ ବିରୋଧରେ ପ୍ରଭାବଶାଳୀ କୋଭାକ୍ସିନ୍‌: ଆଇସିଏମ୍‌ଆର

ନୂଆଦିଲ୍ଲୀ,୩।୧୨: ସାରା ବିଶ୍ୱରେ କରୋନା ଭାଇରସର ଏକ ନୂଆ ରୂପ ଓମିକ୍ରନର ପ୍ରଭାବ ବୃଦ୍ଧି ପାଉଛି। ଏହି ସମୟରେ, ଅନେକ ଟିକା କମ୍ପାନୀ ଏହି ଭାରିଆଣ୍ଟ ବିରୋଧରେ ସେମାନଙ୍କ ଟିକାକରଣର ଫଳପ୍ରଦତା ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି । ତଥାପି,...

ୟୁପିର ଅଜବ ଯୁକ୍ତି: ପାକିସ୍ତାନରୁ ଆସୁଥିବା ବାୟୁ, ଦିଲ୍ଲୀକୁ ପ୍ରଦୂଷିତ କରୁଛି

ନୂଆଦିଲ୍ଲୀ,୩।୧୨: ଦିଲ୍ଲୀ-ଏନସିଆରରେ ବିପଜ୍ଜନକ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଦୂଷଣ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ୨୪ ଘଣ୍ଟା ମଧ୍ୟରେ ଏହି ଯୋଜନା ଜଣାଇବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri