ଜାତୀୟ

ବିଦେଶରେ ହିନ୍ଦୀ ସିନେମା ସଙ୍ଗିତରେ ଝୁମିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୯ ।୧୦: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ଇସ୍ରାଏଲ ଗସ୍ତରେ ଅଛନ୍ତି । ଜୟଶଙ୍କର ଓ ତାଙ୍କ ପ୍ରତିନିଧି ମଣ୍ଡଳଙ୍କୁ ଇସ୍ରାଏଲରେ ଯେଉଁଭଳି ଭାବରେ ସ୍ୱାଗତ କରାଯାଇଥିଲା ତାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଇସ୍ରାଏଲର ସେଣ୍ଟର...

ଜିମ୍‌ରେ ପ୍ରେମିକାଙ୍କ ସହ ଧରାପଡିଲେ ସ୍ବାମୀ: ସ୍ତ୍ରୀ କଲେ ଏମିତି କାମ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ଭୋପାଳରେ ଏକ ରୋଚକ ଘଟଣା ଘଟିଛି। ଏଠାରେସ୍ବାମୀ, ତାଙ୍କ ଗର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି କୋହେଫିଜା ଅଞ୍ଚଳର ଏକ ଫିଟନେସ ସେଣ୍ଟର ବିଷୟରେ କୁହାଯାଉଛି। ଭିଡିଓରେ...

ଭାଜପା ନେତାଙ୍କୁ ଗୁଳିକରି ହତ୍ୟା

କୋଲକାତା,୧୯।୧୦: ପଶ୍ଚିମବଙ୍ଗ ଉତ୍ତର ଦିନାଜପୁର ଜିଲା ଅଧୀନ ଇଟାହାରରେ ଭାଜପା ଯୁବନେତା ମିଥୁନ ଘୋଷଙ୍କୁ କିଛି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପଛରେ ତୃଣମୂଳ କଂଗ୍ରେସର ଅସାମାଜିକ ବ୍ୟକ୍ତି ସମ୍ପୃକ୍ତ ଥିବା ଭାଜପା ଅଭିଯୋଗ କରିଛି। ଅନ୍ୟପକ୍ଷେ ଟିଏମ୍‌ସି...

ରାଜଧାନୀରେ ୬୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୧୯ ।୧୦ ରାଜଧାନୀ ଦିଲ୍ଲୀରେ ରବିବାର ରାତିରୁ ସୋମବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ଏହା ଦୀର୍ଘ ୬୧ ବର୍ଷର ଦୁଇଟି ରେକର୍ଡକୁ ଭାଙ୍ଗିଥିବା କୁହାଯାଉଛି । ୨୪ ଘଣ୍ଟା ମଧ୍ୟରେ ଅକ୍ଟୋବରରେ ହୋଇଥିବା ବର୍ଷା ୬୧ ବର୍ଷର...

ଚାଷୀଙ୍କୁ ଦଳି ଦେଇଥିବା ଏସ୍‌ୟୁଭିରେ ଥିଲେ ଭାଜପା ନେତା

ଲକ୍ଷ୍ନୌ,୧୯।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ଚଳିତ ମାସ ୩ ତାରିଖରେ ଆନ୍ଦୋଳନରତ କୃଷକଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ଏସ୍‌ୟୁଭି ମାଡ଼ି ଯାଇଥିଲା। ଏଥିରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣା ବେଳେ ଏସ୍‌ୟୁଭି ଭିତରେ...

୨ ଯୁବତୀଙ୍କ ଉପରେ ମାଡ଼ିଗଲା ପୋଲିସ ଭ୍ୟାନ୍‌

ଜଳନ୍ଧର, ୧୮।୧୦: ପଞ୍ଜାବର ଜଳନ୍ଧର ସହରରେ ସୋମବାର ପୋଲିସ ଭ୍ୟାନ୍‌ ମାଡ଼ିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ଜଳନ୍ଧର-ଫଗଓ୍ବାରା ଜାତୀୟ...

ବନ୍ୟା ଜଳରେ ବିବାହ

ଥିରୁଭାନନ୍ତପୁରମ,୧୮।୧୦: କେରଳର ବନ୍ୟା ଏଯାଏ ୨୬ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଲାଣି। ଲଗାଣ ବର୍ଷା ଯୋଗୁ ଲୋକଙ୍କ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଭଳି ସ୍ଥତିରେ ଯୁବତୀ, ଯୁବକ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି। ସୂଚନାନୁସାରେ, କେରଳର ଆଲାପୁଝା ଜିଲା ଥାଲଭାଡ଼ି...

ଫାବ୍‌ଇଣ୍ଡିଆର ବିଜ୍ଞାପନକୁ ନେଇ ବିବାଦ

ନୂଆଦିଲ୍ଲୀ, ୧୮ା୧୦: ପୋଷାକ, ଘର ସାଜସଜ୍ଜା ଏବଂ ଲାଇଫଷ୍ଟାଇଲ ଉତ୍ପାଦ କମ୍ପାନୀ ଫାବ୍‌ଇଣ୍ଡିଆ ପାର୍ବଣ ଋତୁ ଉପଲକ୍ଷେ ପ୍ରସ୍ତୁତ କରିଥିବା ଏକ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ନୂଆ ଦୀପାବଳି କଲେକ୍ସନକୁ ନେଇ ଫାବ୍‌ଇଣ୍ଡିଆ ‘ଜଶ୍ନ-ଇ-ରିଓ୍ବାଜ୍‌’ ନାମରେ କରିଥିବା...

କଶ୍ମୀରରେ ବଡ଼ ଧରଣର ଇନ୍‌ଭେଷ୍ଟ କରିବ ଦୁବାଇ

ନୂଆଦିଲ୍ଲୀ,୧୮।୧୦: ଜମ୍ମୁ-କଶ୍ମୀରରେ ଭିତ୍ତିଭୂମି ନିର୍ମାଣ ପାଇଁ ନୂଆଦିଲ୍ଲୀ ସହ ଚୁକ୍ତି କରିଛି ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)। ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ତ୍ତମାନ ହିଂସା ବୃଦ୍ଧି ପାଉଥିବା ବେଳେ ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ବଡ଼ ଘୋଷଣା...

କୋର୍ଟ ଭିତରେ ଓକିଲଙ୍କୁ ହତ୍ୟା

ଶାହଜାନପୁର, ୧୮।୧୦: ଉତ୍ତରପ୍ରଦେଶର ଶହଜାନପୁର ଜିଲା କୋର୍ଟ ଭିତରେ ସୋମବାର ଜଣେ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। କେତେକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଲାଲାବାଦ ତହସିଲ୍‌ର ଆଇନଜୀବୀ ଭୂପେନ୍ଦ୍ର ସିଂ (୩୮) ଜିଲା କୋର୍ଟର ତୃତୀୟ ମହଲାରେ ଥିବା...

ରାମ ରହିମ୍‌ଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ,୧୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ସୋମବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ରାମ ରହୀମଙ୍କ ଉପରେ ୩୧...

‘ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ଜରୁରୀ’

ଶ୍ରୀନଗର,୧୮।୧୦: କଶ୍ମୀରରେ ଚାଲିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଜମ୍ମୁ କଶ୍ମୀରର ରାଜ୍ୟପାଳ ଭାବରେ କାର୍ଯ୍ୟ କରିବା ସମୟରେ ଶ୍ରୀନଗରର ୫୦-୧୦୦ କିଲୋମିଟର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri