ଜାତୀୟ

ଟିକା ନେଲେ ଉପହାର ମିଳିବ ମୋବାଇଲ-ଟିଭି…

ଇମ୍ଫାଲ୍‌,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସାର୍ବଜନୀକ ଟିକାକରଣ ଅଭିଯାନରେ ଲୋକଙ୍କୁ ଟିକାଦାନ କରାଯାଉଛି। ତେବେ ମଣିପୁରରେ ଟିକା ନେଲେ ମୋବାଇଲ୍‌ ଏବଂ ଟିଭି ଉପହାରରେ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସ୍ଥାନୀୟ ଅଧିକାରୀ...

ଦେଶରେ ବି ବିଦେଶ ପ୍ରେମ, ମାଇଲଖୁଣ୍ଟରେ ଲଣ୍ଡନ-ଦୁବାଇ ନାମ…

ଚଣ୍ଡିଗଡ଼,୧୭।୧୦: ପଞ୍ଜାବବାସୀଙ୍କର ବିଦେଶ ପ୍ରେମ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଜଲନ୍ଦର-ଦିଲ୍ଲୀ ଜାତୀୟ ରାଜପଥ ପାର୍ଶ୍ୱରେ ସିଡନୀ, ବ୍ୟାଙ୍କକ, ଦୁବାଇ ଏବଂ ଲଣ୍ଡନ ପର୍ଯ୍ୟନ୍ତ ଦୂରତା ଲେଖାଯାଇଥିବା ମାଇଲଖୁଣ୍ଟ ଦେଖିବାକୁ ମିଳିଥାଏ। ନ୍‌ଧନ୍ନୋୱାଲି ଗ୍ରାମ ନିକଟ ଜଲନ୍ଦର-ଫାଗୱାଡା ମଧ୍ୟରେ...

ପୂର୍ବତନ ମନ୍ତ୍ରୀ ମହିପାଲ ମଦେରଣାଙ୍କ ପରଲୋକ, ଭଂବରୀ ଦେବୀ ହତ୍ୟାକାଣ୍ଡର ଥିଲେ ମୁଖ୍ୟ ଅଭିଯୁକ୍ତ

ଜୟପୁର,୧୭ ।୧୦: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ମହିପାଳ ମଦେରଣାଙ୍କର ରବିବାର ପରଲୋକ ହୋଇଛି । ସେ ବେଶ୍ କିଛିଦିନ ହେବ କ୍ୟାନସରରେ ପୀଡ଼ିତ ଥିଲେ । ୬୯ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ...

ଆଇଏସ୍‌ଆଇ ନିର୍ଦ୍ଦେଶରେ ୨୦୦ ଲୋକଙ୍କ ହିଟ୍‌ ଲିଷ୍ଟ୍‌ ପ୍ରସ୍ତୁତ କରିଛନ୍ତି ଆତଙ୍କବାଦୀ…

ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷକରି ଅଣ-ମୁସଲମାନ ଏବଂ ଅଣ-କାଶ୍ମୀରବାସୀଙ୍କୁ ଟାର୍ଗେଟ କରାଯାଉଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ଏକ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା...

ଭାରତ ରଚିବ ଇତିହାସ, ଆସନ୍ତା ସପ୍ତାହକୁ ଅପେକ୍ଷା…

ନୂଆଦିଲ୍ଲୀ,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଆସନ୍ତା ସପ୍ତାହରେ କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନରେ ଭାରତ ଇତିହାସ ରଚିବା ସହିତ ୧୦୦ କୋଟି ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଯାଉଛି। ଭାରତ ୧୦ ମାସରେ...

ତାଲିବାନ ସଙ୍କଟକୁ ନେଇ ମନ୍ଥନ: ଆଫଗାନ ସମସ୍ୟାକୁ ନେଇ ଦିଲ୍ଲୀରେ ହେବ ଏନ୍‌ଏସ୍‌ଏର ବୈଠକ

ନୂଆଦିଲ୍ଲୀ,୧୭ ।୧୦: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ଆମେରିକା, ରୁଷିଆ, ଚାଇନା ଭଳି ବଡ ବଡ ଦେଶ ଏହାକୁ ନେଇ ଲାଗାତାର ବୈଠକ କରି ଆସୁଛନ୍ତି । ଏହି କ୍ରମରେ ଭାରତ ବି ଦିଲ୍ଲୀରେ ରାଷ୍ଟ୍ରୀୟ ସୁରକ୍ଷା...

ମୁଷଳଧାରା ବର୍ଷା, ୧୮ଜଣଙ୍କ ମୃତ୍ୟୁ…

ଥିରୁଭାନନ୍ତପୁରମ୍‌,୧୭।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ କେରଳରେ ସଙ୍କଟ ସୃଷ୍ଟି ହୋଇଥିଲା। ଏବେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ସ୍ଥିିତି ସୃଷ୍ଟି ହୋଇଛି। ମୁଷଳଧାରା ବର୍ଷାରେ ଭାସିଯାଇ ଇତିମଧ୍ୟରେ ରାଜ୍ୟରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧକାଳୀନ ଭିତ୍ତିରେ...

କେରଳରେ ବର୍ଷା ବିତ୍ପାତ,୮ମୃତ

ଥିରୁଭାନନ୍ତପୁରମ୍‌,୧୭।୧୦: କେରଳରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଖାପାଖି ଏହି ରାଜ୍ୟର ୫ଟି ଜିଲାକୁ ବୁଡ଼ାଇଛି ଲଗାଣ ବର୍ଷା। ବିଶେଷତଃ ଇଦୁକି, କୋଟ୍ଟାୟମ ଓ ପଥାନମଥିଟ୍ଟା ଜିଲାରେ ଅଧିକ ପ୍ରଭାବ ପଡ଼ିଛି। କେରଳର ଲଗାଣ ବର୍ଷା...

୧୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି ପାଉଥିବା ଭିଡ଼କୁ ନେଇ ସଂକ୍ରମଣ ବଢ଼ିବାର ଆଶଙ୍କା ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ...

ପାକିସ୍ତାନ ପଛରେ ଭାରତ

ନୂଆଦିଲ୍ଲୀ, ୧୭ା୧୦: ଭାରତରେ କ୍ଷୁଧାହାର ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ରହିଛି। ଏପରି କି ପଡ଼ୋଶୀ ପାକିସ୍ତାନ, ନେପାଳ, ବାଂଲାଦେଶ ଅପେକ୍ଷା ଭାରତର ସ୍ଥିତି ଖରାପ ରହିଥିବା ବିଶ୍ୱ କ୍ଷୁଧା ସୂଚକାଙ୍କ-୨୦୨୧(ଜିଏଚ୍‌ଆଇ)ରୁ ଜଣାପଡ଼ିଛି। ୧୧୬ ଦେଶକୁ ନେଇ ପ୍ରସ୍ତୁତ ତାଲିକାରେ ଭାରତର...

ବଳାତ୍କାର ମାମଲାରେ ଏସ୍‌ପି, ବିଏସ୍‌ପି ନେତା ଗିରଫ

ଲଳିତପୁର, ୧୬।୧୦: ଉତ୍ତରପ୍ରଦେଶରେ ନାବାଳିକା ବଳାତ୍କାର ମାମଲାରେ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଜିଲା ସଭାପତିଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ଗତ ୧୨ ତାରିଖରେ ସଦର କୋଟଓ୍ବାଲି ଥାନାରେ ୨୫ ଜଣଙ୍କ...

କେରଳରେ ବନ୍ୟା: ଗଲାଣି ୫ ଜୀବନ, ଅନେକ ନିଖୋଜ

ଥିରୁଭାନନ୍ତପୁରମ୍‌, ୧୬।୧୦: ଆରବ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ କେରଳରେ ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି। ଏନେଇ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। କୋଟାୟାମ ଜିଲାର କୂଟିକାଲ ପଞ୍ଚାୟତରେ ପ୍ରବଳ ବର୍ଷାରେ ଭୂସ୍ଖଳନ ଘଟି ୩...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri