ଜାତୀୟ

ଦିଲ୍ଲୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ଅଭାବ ପଡିଲାଣି ବେଡ୍‌

ନୂଆଦିଲ୍ଲୀ,୧୪ ।୧୦: ରାଜଧାନୀ ଦିଲ୍ଲୀରେ କରୋନା ନିୟନ୍ତ୍ରଣକୁ ଆସିଥିବା ବେଳେ ଏବେବି ହସ୍ପିଟାଲରେ ବେଡର ଅଭାବ ଦେଖାଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ, ରାଜଧାନୀରେ ଏବେ ଅଧିକାଂଶ ହସ୍ପିଟାଲରେ ବେଡର ଅଭାବ...

କରୋନା ମୃତକ ବିପିଏଲ୍ ପରିବାରକୁ ମାସକୁ ୫ ହଜାର ଟଙ୍କା ସହାୟତା

ଥିରୁଭାନନ୍ତପୁରମ,୧୪ ।୧୦: କରୋନା ମହାମାରୀ ଅନେକ ପରିବାରରେ ଲୁହ ଭରିଦେଇଛି । ଏସବୁ କ୍ଷତକୁ ପୂରଣ କରିବାକୁ ଏବେ ସରକାର ସାମାନ୍ୟ ପ୍ରୟାସ କରିଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି କି କରୋନାରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଥିବା ବିପିଏଲ୍...

ଇସ୍ତଫା ଫେରାଇ ନେଇପାରନ୍ତି ସିଦ୍ଧୁ

ଚଣ୍ଡିଗଡ଼,୧୪ ।୧୦: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ତାଙ୍କର ଇସ୍ତଫା ଫେରାଇ ନେଇ ପାରନ୍ତି ବୋଲି କୁହାଯାଉଛି । ଗୁରୁବାର ସେ ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ...

କବାଡି ଖେଳିଳେ ପ୍ରଜ୍ଞା ସିଂ ଠାକୁର

ଭୋପାଳ,୧୪ ।୧୦: ମଧ୍ୟପ୍ରଦେଶ ଭୋପାଳର ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ସେ ମହିଳା କବାଡି ଖେଳାଳିଙ୍କ ସହ କବାଡି ଖେଳିଥିବା ନଜର ଆସିଛି । ବୁଧବାର ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଭୋପାଳର...

ମୁଖ୍ୟମନ୍ତ୍ରୀଙ୍କ ପୁଅ ବାହାଘର: ସୁରକ୍ଷାରେ ଅବହେଳା ଯୋଗୁ ୪ ପୋଲିସ ନିଲମ୍ବିତ

ଚଣ୍ଡିଗଡ଼,୧୪ ।୧୦: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପୁଅ ବାହାଘର ସରିଛି । ହେଲେ ଏଥିରେ ସୁରକ୍ଷାରେ ଅବହେଳା ଯୋଗୁ ୪ ଜଣ ପୋଲିସଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ବାହାଘର ପୂର୍ବରୁ ମହିଳା ସଙ୍ଗିତ କାର୍ଯ୍ୟକ୍ରମର...

ଚିନ୍ତା କରିବାର କିଛି ନାହିଁ

ନୂଆଦିଲ୍ଲୀ,୧୩।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ବୁଧବାର ସନ୍ଧ୍ୟାରେ ଏମ୍ସରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରସାରିତ ହେବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି, ପୂର୍ବତନ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ ଭଳି ବରିଷ୍ଠ କଂଗ୍ରେସ ନେତାମାନେ...

ଏମ୍ସରେ ଭର୍ତ୍ତି ହେଲେ ମନମୋହନ ସିଂହ

ନୂଆଦିଲ୍ଲୀ,୧୩।୧୦: ପୁଣି ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ବୁଧବାର ଏମ୍ସରେ ଭର୍ତ୍ତି କରାଯାଇଛି। ଡା. ନୀତୀଶ ନାୟକଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି। ତେବେ ସେ ନିଶ୍ୱାସ ନେବାରେ ଅସୁବିଧାର...

ଲଖିମପୁର ଖେରି ହିଂସା: ଆଶିଷଙ୍କୁ ମିଳିଲା ନାହିଁ ଜାମିନ

ଲକ୍ଷ୍ନୌ,୧୩ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ସିଜେଏମ୍ କୋର୍ଟ ଖାରଜ କରି ଦେଇଛନ୍ତି । ଆଶିଷଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ ।...

ମିଳିଲାନି ଜାମିନ: ଆଉ ଗୋଟିଏ ରାତି ଜେଲରେ କାଟିବେ ଆର୍ଯ୍ୟନ

ମୁମ୍ବାଇ,୧୩ ।୧୦: ବଲିଉଡ୍ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଏଥର ବି ଜାମିନ ମିଳିଲାନି । ବୁଧବାର ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ସେଶଂସ କୋର୍ଟ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି । ଫଳରେ...

ବ୍ରିଟେନରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ବଦଳାଇ ଦେଲେ ଟ୍ରାଭେଲ ଆଡଭାଇଜରୀ

ନୂଆଦିଲ୍ଲୀ,୧୩ ।୧୦: ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ଲଗାଇଥିବା ଅତିରିକ୍ତ ଯାଞ୍ଚ ଓ ଅନ୍ୟ କରୋନା ସମ୍ବନ୍ଧିୟ କଟକଣାକୁ ନେଇ ଜାରି କରାଯାଇଥିବା ଆଡଭାଇଜରିକୁ ଫେରାଇ ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।...

ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ସଫା

ଶ୍ରୀନଗର,୧୩।୧୦: ଜମ୍ମୁ-କଶ୍ମୀରର ଅବନ୍ତିପୋରାର ଟ୍ରାଲ ଅଞ୍ଚଳରେ ଅବସ୍ଥିତ ତିଲୱାନି ମୋହଲ୍ଲା ୱାଗ୍ଗଡରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏହି...

ପୁଣି ଭାଜପା ସରକାରଙ୍କୁ ଟାର୍ଗେଟ୍‌ କଲେ ପାଓ୍ବାର

ନୂଆଦିଲ୍ଲୀ,୧୩।୧୦: ଏନସିପି ନେତା ଶରଦ ପାୱାର ପୁଣି ଥରେ ଲଖିମ୍‌ପୁର ହିଂସା ମାମଲାରେ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପାୱାର କହିଛନ୍ତି, ଲଖିମ୍‌ପୁରରେ ଚାଷୀଙ୍କ ଉପରେ କାର୍‌ ଚଢାଇ ଦିଆଯାଇଥିଲା। କେନ୍ଦ୍ର ରାଜ୍ୟ ମନ୍ତ୍ରୀଙ୍କ ପୁଅ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri