ଜାତୀୟ

ମୋଦି ନୀରବ କାହିଁକି

ନୂଆଦିଲ୍ଲୀ,୧୦।୧୦: ଦେଶରେ କୃଷକମାନଙ୍କୁ ହତ୍ୟା କରାଯାଉଛି। ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ ବଢ଼ିବାରେ ଲାଗିଛି। ଏସବୁକୁ ନେଇ ପ୍ରଧାନମନ୍ତ୍ରୀ ନୀବର କାହିଁକି ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟରରେ ପ୍ରଶ୍ନ କରିଛନ୍ତି। ସେହିପରି ପୂର୍ବ ଲଦାଖରେ ମୁହାଁମୁହିଁ ସ୍ଥିତି...

ଜେଲରେ ୮୫ ଏଚ୍‌ଆଇଭି ପଜିଟିଭ୍‌

ଗୁଆହାଟୀ, ୧୦ା୧୦: ଆସାମର ୨ଟି ଜେଲରେ ମାସକରେ ୮୫ ଜଣ ଏଚ୍‌ଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଡ୍ରଗ୍ସ ଦ୍ୱାରା ସର୍ବାଧିକ ପ୍ରଭାବିତ ନଗାଓଁ ଜିଲାରେ ଥିବା ସେଣ୍ଟ୍ରାଲ ଜେଲ ଏବଂ ସ୍ପେଶାଲ ଜେଲରେ ଏତେ ସଂଖ୍ୟାରେ କଏଦୀ ଏଚ୍‌ଆଇଭି ଭୂତାଣୁର...

ଦିନକ ପାଇଁ ହାଇକମିଶନର…

ରାଜସ୍ଥାନ, ୧୦।୧୦: ରାଜସ୍ଥାନର ଝିଅ ଆଦିତି ମାହେଶ୍ୱରୀ ଗୋଟିଏ ଦିନ ପାଇଁ ଭାରତରେ ବ୍ରିଟିଶ ହାଇ କମିଶନର ହୋଇଛନ୍ତି। ୨୦ ବର୍ଷୀୟା ମାହେଶ୍ୱର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରଣ୍ଡା ହାଉସ୍‌ କଲେଜରେ ଫିଜିକାଲ ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଅକ୍ଟୋବର...

ବିଏସ୍‌ଏନଏଲ୍‌ ୪ଜି ନେଟଓ୍ବାର୍କରୁ ପ୍ରଥମ କଲ୍‌ କଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଏସ୍‌ଏନଏଲ୍‌ ୪ଜି ନେଟଓ୍ବାର୍କରୁ ପ୍ରଥମ ଫୋନ କଲ କରିଛନ୍ତି। ଏନେଇ ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ବିଏସ୍‌ଏନଏଲ୍‌ ୪ଜି ନେଟଓ୍ବାର୍କରୁ ପ୍ରଥମ...

‘ନେତାଗିରି କରିବା ଅର୍ଥ କାହା ଉପରେ ଗାଡ଼ି ଚଢ଼ାଇ ଦେବା ନୁହେଁ’

ଲକ୍ଷ୍ନୌ,୧୦।୧୦: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ହୋଇଥିବା ହିଂସା ପରେ ରାଜ୍ୟ ଭାଜପା ସଭାପତି ସ୍ବତନ୍ତ୍ର ଦେବ ସିଂ ରବିବାର ଦଳୀୟ କର୍ମୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ...

ମାଙ୍କଡ ଉପଦ୍ରବ: ଖାଇ ଯାଉଛନ୍ତି ଶିଶୁଙ୍କ କାନ

ଆଲିଗଡ,୧୦।୧୦: ଉତ୍ତର ପ୍ରଦେଶର ଆଲିଡର ନଗଲା ମାନସିଂହ ଅଞ୍ଚଳରେ ମାଙ୍କଡ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମାଙ୍କଡମାନେ ଛୋଟ ପିଲାଙ୍କୁ ଏକୁଟିଆ ଦେଖି ଆକ୍ରମଣ କରୁଛନ୍ତି। ଗତ ୩ ମାସ ହେବ ଏହି ଅଞ୍ଚଳର ୬୦ରୁ ଅଧିକ ପିଲାଙ୍କ ଉପରେ...

ପୁଅ ବାହାଘରକୁ ନିଜେ ଗାଡ଼ି ଚଲାଇ ଆସିଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୦।୧୦: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ବଡ ପୁଅ ନବଜିତ୍‌ ସିଂ ଚାନ୍ନିଙ୍କ ରବିବାର ନିରାଡମ୍ବର ଭାବରେ ବିବାହ ସମ୍ପନ୍ନ ହୋଇଛି। ଡେରାବସ୍ତିର ଅମଲାଲା ଗାଁର ସିମରନଧୀର କୌରଙ୍କ ସହ ତାଙ୍କ ବିବାହ ଫେଜ୍‌-୩ବି ୧ ସ୍ଥିତି ଗୁରୁଦ୍ୱାର...

‘ଦେଶରେ କେବଳ ପ୍ରଧାନମନ୍ତ୍ରୀ, ଅରବପତି ବ୍ୟବସାୟୀଙ୍କୁ ଛାଡି କେହି ସୁରକ୍ଷିତ ନାହାନ୍ତି’

ବାରାଣସୀ,୧୦।୧୦: ଉତ୍ତର ପ୍ରଦେଶର ବାରାଣସୀରେ ଆୟୋଜିତ କିସାନ ନ୍ୟାୟ ସମାବେଶରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ତଥା ରାଜ୍ୟରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦୁର୍ଗା ମନ୍ତ୍ର ସହିତ ଭାଷଣ ଆରମ୍ଭ କରି ପ୍ରିୟଙ୍କା ଲଖିମପୁର ଘଟଣା,...

ଷ୍ଟକ୍‌ ଅଛି କୋଇଲା, ଚିନ୍ତା କରିବାର ଆବଶ୍ୟକତା ନାହିଁ: ଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ,୧୦।୧୦: ଦେଶର ଅନେକ ରାଜ୍ୟରେ କୋଇଲା ଅଭାବ ଦେଖଦେଇଛି। ଏହି କାରଣରୁ ବିଦ୍ୟୁତ ସଙ୍କଟ ଗଭୀର ହୋଇଥିବାରୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ଆଜି ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ କୋଇଲା ଅଭାବର ମୁକାବିଲା...

ବରୁଣଙ୍କ ଅଭିଯୋଗ: ଲଖିମପୁର ଘଟଣାକୁ ହିନ୍ଦୁ-ଶିଖ ହିଂସା ରୂପ ଦେବାକୁ ପ୍ରୟାସ…

ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ପୁଣି ଥରେ ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ରବିବାର ଦିନ ବରୁଣ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଅଭିଯୋଗ କରିଛନ୍ତି ଯେ ଲଖିମପୁର ଘଟଣାକୁ ହିନ୍ଦୁ-ଶିଖ...

ଅଭିଯୁକ୍ତଙ୍କ ମୃତ୍ୟୁର ୨୧ ମାସ ପରେ କୋର୍ଟ ରାୟ ଦେଲେ ନିର୍ଦ୍ଦୋଷ…

ରାୟପୁର,୧୦।୧୦: ମୃତ୍ୟୁର ୨୧ ମାସ ପରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗତ ୧୮ ବର୍ଷ ଧରି ଏହି ମାମଲାର ଶୁଣାଣି ଜାରି ରହିଥିଲା। ଜୀବନ ସାରା ତାଙ୍କ ବିରୋଧରେ ଅଣାଯାଇଥିବା ଦୁର୍ନୀତି ଅଭିଯୋଗରୁ ମୁକ୍ତି ପାଇବା...

୬୩୨ ଗଛକୁ କରାଯିବ ସ୍ଥାନାନ୍ତରଣ…

ନୂଆଦିଲ୍ଲୀ,୧୦।୧୦: ସରକାରୀ ଆବାସିକ କଲୋନୀର ନବୀକରଣ ପାଇଁ ଦିଲ୍ଲୀରେୀ ୬୩୨ ଗଛକୁ ସ୍ଥାନାନ୍ତର କରାଯିବ। ଦକ୍ଷିଣ ଦିଲ୍ଲୀର କସ୍ତୁରବା ନଗରରେ ଥିବା ସରକାରୀ ଆବାସିକ କଲୋନୀର କେତେକ ଅଂଶ ଭାଙ୍ଗିରୁଜି ଯାଇଥିବାରୁ ଏହାର ମରାମତି ହେବ। ସେଥିପାଇଁ ୩୨ଟି ଗଛକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri