ଜାତୀୟ

ପାରମ୍ପରିକ ମଦକୁ ମିଳିବ ଅନୁମତି

ଭୋପାଳ,୨୩।୧୧: ଭାଜପା ଶାସିତ ମଧ୍ୟପ୍ରଦେଶରେ ମହୁଲରୁ ପ୍ରସ୍ତୁତ ହେଉଥିବା ମଦକୁ ଅନୁମତି ମିଳିବ। ରାଜ୍ୟରେ ଏକ ନୂଆ ଅବକାରୀ ନିୟମ ଆଣିବାକୁ ଯାଉଛନ୍ତି। ଏହା ଅନୁଯାୟୀ, ମହୁଲରୁ ତିଆରି ମଦକୁ ‘ପାରମ୍ପରିକ ମଦ’ ଭାବେ ବିକ୍ରି କରାଯାଇପାରିବ। ମୁଖ୍ୟମନ୍ତ୍ରୀ ଶିବରାଜ...

ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ ସଭିଙ୍କୁ ବାଧିବ

ନୂଆଦିଲ୍ଲୀ,୨୩।୧୧: କୃଷିଜାତ ଶଷ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଗ୍ୟାରେଣ୍ଟି ଆଇନ ଆସିଲେ ଭାରତୀୟ ଅର୍ଥନୀତି ନିଶ୍ଚିତ ଭାବେ ପ୍ରଭାବିତ ହେବ। ଏଭଳି କହିଛନ୍ତି କୃଷି ଆଇନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ସଦସ୍ୟ ଅନିଲ ଘାନଓ୍ବତ।...

ସୁଧୁରୁଛି ଦିଲ୍ଲୀ

ନୂଆଦିଲ୍ଲୀ,୨୨।୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଆସିବା ସହ ଶ୍ରମିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ଲଗାଇଥିବା ନିଷେଧାଦେଶକୁ ସୋମବାର ଉଠାଇ ଦେଇଛନ୍ତି। ସ୍କୁଲ୍‌, କଲେଜ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ...

ଅଟୋ ଡ୍ରାଇଭରଙ୍କୁ ଘରକୁ ଡାକିଲେ କେଜରିଓ୍ବାଲ

ଚଣ୍ଡିଗଡ଼,୨୨।୧୧: ପଞ୍ଜାବର ଲୁଧିଆନାରେ ଅଟୋ ଓ କ୍ୟାବ ଡ୍ରାଇଭରଙ୍କ ସହ ସୋମବାର ଡିନର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ଏଏପି ମୁଖ୍ୟ ଏବେ ଲୁଧିଆନାରେ ଅଛନ୍ତି। ଏଠାରେ ସୋମବାର ଆୟୋଜିତ ଏକ...

‘ତ୍ରିପୁରା ସରକାରଙ୍କ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହେବି’

କୋଲକାତା,୨୨।୧୧: ନୂଆଦିଲ୍ଲୀ ଗସ୍ତରେ ଯାଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଏସ୍‌ଏଫ୍‌ର କାର୍ଯ୍ୟ ପରିସର ବୃଦ୍ଧି ପ୍ରସଙ୍ଗରେ ତାଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୋମବାର କହିଛନ୍ତି। ଏଥିସହିତ ସେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ...

୩ କୃଷି ଆଇନ ଖାରଜ ପାଇଁ ଅଣାଯିବ ବିଲ୍‌

ନୂଆଦିଲ୍ଲୀ,୨୨।୧୧: ୩ ବିବାଦୀୟ କୃଷି ଆଇନକୁ ଖାରଜ କରିବା ପାଇଁ ଏକ ବିସ୍ତୃତ ବିଲ ଅଣାଯିବ। କେନ୍ଦ୍ର ସରକାର ଏହି ବଲ୍‌କୁ ପ୍ରସ୍ତୁତ ହେବା ପରେ ସଂସଦରେ ପାରିତ ହେବ ବୋଲି ସୂତ୍ରରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩...

ଶେଷ ହୋଇନି ମହାମାରୀ: କମଲ ହାସନ

ମୁମ୍ବାଇ,୨୨ ।୧୧: ବଲିଉଡ ଅଭିନେତା କମଲ ହାସନଙ୍କ ପ୍ରଶଂସକଙ୍କ ପାଇଁ ଏକ ଚମକାଇବା ଭଳି ଖବର ଆସିଛି । ଅଭିନେତା ନିକଟରେ ଆମେରିକାରୁ ଫେରିଥିବା ବେଳେ ସାମାନ୍ୟ ଥଣ୍ଡା ସର୍ଦ୍ଦିର ଶିକାର ହୋଇଥିଲେ । ଆଉ ଏବେ ପରୀକ୍ଷା ପରେ...

ସ୍ତ୍ରୀଙ୍କ ପାଇଁ ତାଜମହଲ ଭଳି ଘର

ଭୋପାଳ,୨୨।୧୧: ମଧ୍ୟପ୍ରଦେଶର ବୁର୍ହାନପୁରର ଜଣେ ବସିନ୍ଦା ଆନନ୍ଦ ପ୍ରକାଶ ଚୋକସି ତାଙ୍କ ସ୍ତ୍ରୀ ମଞ୍ଜୁଶା ଚୋକସିଙ୍କୁ ଉପହାର ଆକାରରେ ଦେଇଛନ୍ତି ତାଜମହଲ ଭଳି ଘର। ୪ ବେଡ୍‌ରୁମ୍‌ ବିଶିଷ୍ଟ ଘର ନିର୍ମାଣ ପୂର୍ବରୁ ଏହି ଦମ୍ପତି ତାଜମହଲ ଦେଖିବା ଲାଗି...

ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ କମ୍‌ ନମ୍ବର ଅବା ଫେଲ୍‌ ହେଲେ ପୂର୍ବ ମାର୍କ ବଜାୟ ରଖୁ ସିବିଏସ୍‌ଇ, ଡିସେମ୍ବରରେ ଶୁଣାଣି …

ନୂଆଦିଲ୍ଲୀ,୨୨।୧୧: ସିବିଏସ୍‌ଇ ଦ୍ୱାଦଶ ବୋର୍ଡରେ ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ ଦେଇ କମ୍‌ ନମ୍ବର ଅବା ଫେଲ୍‌ ହୋଇଥିବା ଶିକ୍ଷାର୍ଥୀଙ୍କର ପୂର୍ବ ମାର୍କ ବଜାୟ ରହିବା ଲାଗି ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣିକୁ ଡିସେମ୍ବର ୬ କୁ ଘୁଞ୍ଚାଇ ଦିଆଯାଇଛି। ସିବିଏସ୍‌ଇକୁ...

ମୁଖ୍ୟମନ୍ତ୍ରୀଙ୍କୁ କିଛି ଜଣାନାହିଁ, କରୋନା ମୃତ୍ୟୁ କ୍ଷତିପୂରଣ ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୨୨।୧୧: କରୋନା ମୃତ୍ୟୁ କ୍ଷତିପୂରଣ ପ୍ରଦାନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁଜରାଟ ରାଜ୍ୟ ସରକାରଙ୍କୁ ଭର୍ସନା କରାଯାଇଛି। ବିଚାରପତି ଏମ୍‌.ଆର୍‌.ଶାହା ଏବଂ ବି.ଭି. ନାଗରଥ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏଭଳି କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ...

‘ଓୱାଇସି-ଭାଜପା ସମ୍ପର୍କ ମାମୁ-ଭଣଜା ଭଳି’

ଲକ୍ଷ୍ନୌ,୨୨।୧୧: କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାଏଟ କୃଷକ ମହାପଞ୍ଚାୟତରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସୋମବାର କୃଷକ ମହାପଞ୍ଚାୟତ ପୂର୍ବରୁ ସିଏଏ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ରାକେଶ ଟିକାଏତ କହିଛନ୍ତି ଯେ, ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ମହିଳା

ମୁମ୍ବାଇ,୨୨ା୧୧: ସ୍ଥାନୀୟ ବାଇକୁଲା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନ ଧରିବାବେଳେ ଜଣେ ମହିଳା ହଠାତ୍‌ ଖସିପଡ଼ିଥିଲେ। ସୌଭାଗ୍ୟ ବଶତଃ ଜଣେ ଆରପିଏଫ ମହିଳା କର୍ମଚାରୀ ତାଙ୍କ ଜୀବନ ରକ୍ଷା କରିଛନ୍ତି। ରେଳବାଇ ପକ୍ଷରୁ ଏହି ଘଟଣାର ଭିଡିଓ ଟୁଇଟର ପେଜ୍‌ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri