ଜାତୀୟ

ରୋଷେଇ ପୁଣି ଘରେ ମହଙ୍ଗା ମାଡ଼…

ନୂଆଦିଲ୍ଲୀ,୬।୧୦: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼ ହୋଇଛି। ଘରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସିଲିଣ୍ଡର ଦାମ୍‌ ପୁଣି ବଢ଼ିଛି। ୧୪.୨ କିଲୋଗ୍ରାମ୍‌ ସିଲଣ୍ଡର ଦାମ୍‌ ୧୫ ଟଙ୍କା ବଢ଼ିଛି। ଫଳରେ ଏବେ ଏହାର ଦାମ୍‌ ଦିଲ୍ଲୀ-ମୁମ୍ବାଇରେ ୮୯୯.୫୦...

ଜେଲ୍‌ରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଆତ୍ମହତ୍ୟା

ଗୁରୁଗ୍ରାମ, ୫ା୧୦: ନିଜ ବୋହୁ ଏବଂ ଜଣେ ଶିଶୁଙ୍କ ସମେତ ଭଡ଼ା ଘରେ ରହୁଥିବା ୩ ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଅବସରପ୍ରାପ୍ତ ସେନା ଅଧିକାରୀ ରାଓ ରାଏ ସିଂ(୬୭) ମଙ୍ଗଳବାର ସକାଳେ ଜେଲରେ ଆତ୍ମହତ୍ୟା କରିଛନ୍ତି। ଗତ...

ବର୍ଗର ଧରି ପହଞ୍ଚିଲେ ମା’ ଗୌରୀ

ମୁମ୍ବାଇ, ୫ା୧୦: ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଗରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଏନ୍‌ସିବି ଆର୍ୟନଙ୍କୁ ୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ମଙ୍ଗଳବାର...

ପ୍ରିୟଙ୍କାଙ୍କ ସପକ୍ଷରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି

ନୂଆଦିଲ୍ଲୀ,୫।୧୦: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ବିନା କୌଣସି ନିର୍ଦ୍ଦେଶରେ ଗିରଫ କରାଯିବା ଅସମ୍ବିଧାନିକ। ଏଭଳି କହି ଉତ୍ତରପ୍ରଦେଶରେ ରାଜନେତାଙ୍କୁ ଅଟକ ରଖାଯିବାକୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମଦନ ଲୋକୁର। ”ପ୍ରିୟଙ୍କାଙ୍କୁ ଗିରଫ କରାଯାଇ ଘରେ...

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା: ଓଡ଼ିଶା ଲିଙ୍କ୍‌

ମୁମ୍ବାଇ, ୫ା୧୦: କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କ ସହ ୧୬ଜଣଙ୍କୁ ଏନ୍‌ସିବି ଗିରଫ କରିଛି। ରବିବାର ଏନ୍‌ସିବି ୮ ଜଣଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଆଉ ୮ ଜଣଙ୍କୁ ଗିରଫ...

ବାପାଙ୍କୁ ଭେଟିବାକୁ ବି ଆପଏଣ୍ଟମେଣ୍ଟ ନେଉଥିଲେ ଆର୍ୟନ

ମୁମ୍ବାଇ, ୫ା୧୦: ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କ ଗିରଫଦାରୀ ପରେ ଦିନକୁ ଦିନ ନୂଆ କଥା ସାମ୍‌ନାକୁ ଆସୁଛି। ଆମେରିକୀୟ କମିକ୍‌ ଷ୍ଟୋରୀ ‘ରିଚି ରିଚ୍‌’ ଭଳି...

ମୋ ଘରକୁ କେହି ଆସନି

ମୁମ୍ବାଇ,୫।୧୦: ଡ୍ରଗ୍ସ ପାର୍ଟି ମାମଲାରେ ୨୩ ବର୍ଷୀୟ ଆର୍ୟନ ଖାନ ଗିରଫ ହେବା ପରଠାରୁ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ଘର ‘ମନତ’କୁ ଛୁଟିଛି ଫିଲ୍ମ ଇଣ୍ଟଷ୍ଟ୍ରି ସହ ଜଡ଼ିତ କଳାକାରଙ୍କ ସୁଅ। କିନ୍ତୁ ବଲିଉଡ୍‌ର ବନ୍ଧୁମାନଙ୍କୁ ଘରକୁ ଆସିବାକୁ...

ହର୍ନ ବଦଳରେ ଲଗାଇ ହେବ ମ୍ୟୁଜିକାଲ ଟ୍ୟୁନ

ନୂଆଦିଲ୍ଲୀ,୫।୧୦: ନିକଟ ଭବିଷ୍ୟତରେ ଟ୍ରାଫିକ୍‌ ଜାମରେ ଗାଡ଼ିର ହର୍ନ ବଦଳରେ ଶୁଣିବାକୁ ମିଳିପାରେ ସୁମଧୁର ଭାରତୀୟ ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟର ଟ୍ୟୁନ। ଏ ନେଇ ସଙ୍କେତ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ହାଇଓ୍ବେ ମନ୍ତ୍ରୀ ନୀତିନ ଗଡକରି। ନିକଟରେ ନାଶିକଠାରେ...

ଏହି ଦେଶର ମିସ୍‌ ୱାର୍ଲଡ ମୁକୁଟ ପିନ୍ଧିଲେ…

ନୂଆଦିଲ୍ଲୀ: ମିସ୍‌ ୱାର୍ଲଡ ଆମେରିକା -୨୦୨୧ର ମୁକୁଟ ପାଇଁ ଜଣେ ଭାରତୀୟ-ଆମେରିକୀୟ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ହେଲେ  ଶ୍ରୀସାଇନି।  ଭାରତରେ ଜନ୍ମ ହୋଇଥିଲେ ମଧ୍ୟ  ସେ ଆମେରିକାରେ ରହିଆସୁଛନ୍ତି।  ଲସ୍‌ ଆଞ୍ଜେଲସ୍‌ସ୍ଥିତ ମିସ୍‌ ୱାର୍ଲଡ ଆମେରିକା ମୁଖ୍ୟାଳୟଠାରେ  ଡାଏନା...

କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କରିବା ପାଇଁ ଆମ ପାଖରେ ସମୟ ନାହିଁ: ପୋଲିସ

ଲଖିମପୁର ଖେରି (ୟୁପି),୫।୧୦: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ବିରୋଧରେ ଲଖିମପୁର ଖେରି ଜିଲାରେ ହତ୍ୟା ମାମଲା ରୁଜୁ ହୋଇଛି। ଏଫ୍‌ଆଇଆରରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ନାମ ଉଲ୍ଲେଖ କରାଯିବାର ୨୪ ଘଣ୍ଟା ପରେ ମଧ୍ୟ ତାଙ୍କୁ ଗିରଫ କରାଯାଇନାହିଁ। କାର୍ଯ୍ୟବ୍ୟସ୍ତତା...

ଚାଷୀଙ୍କୁ ପଛପଟୁ ଦଳି ଦେଇଥିଲା ଏସ୍‌ୟୁଭି; ସାମ୍ନାକୁ ଆସିଲା ଭିଡିଓ

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର କାର ମାଡ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ପୂରା ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଭାଜପା ଏମ୍‌ପି ବରୁଣ ଗାନ୍ଧୀ। ଭିଡିଓରେ...

‘ବିରୋଧୀ ଏକଜୁଟ ହେବା ଆବଶ୍ୟକ’

ମୁମ୍ବାଇ,୫।୧୦: ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ମଙ୍ଗଳବାର ବିରୋଧୀଙ୍କୁ ଏକଜୁଟ୍‌ ହେବାକୁ ଆହ୍ବାନ ଦେଇଛନ୍ତି। ଲଖିମ୍‌ପୁର ଖେରି ଘଟଣା ପରେ ବିରୋଧୀ ଦଳ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଆଜି ସାରେ କଂଗ୍ରେସର ପୂର୍ବତନ ସଭାପତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri