ଜାତୀୟ

ସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ମୁହଁ ଖୋଲିଲେ ଅମରିନ୍ଦରଙ୍କ ସ୍ତ୍ରୀ

ଚଣ୍ଡିଗଡ଼,୪।୧୦: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇଯିବା ପରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ଏଭଳି ପରିସ୍ଥିତିରେ କ୍ୟାପଟେନଙ୍କ ସ୍ତ୍ରୀ ତଥା ଏମ୍‌ପି ପ୍ରିନୀତି କୌର କଂଗ୍ରେସ ହାଇକମାଣ୍ଡ ଉପରେ ରାଗିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ,...

ଆଇନ ଲାଗୁ ନେଇ କୋର୍ଟରେ ବିଚାର ଜାରି ରହିଥିବାବେଳେ ବିରୋଧ ପ୍ରଦର୍ଶନ କାହିଁକି, ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୪।୧୦: କୃଷି ଆଇନ ଲାଗୁ ହୋଇ ନାହିଁ। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଏପରିସ୍ଥଳେ ଏହାର ବିରୋଓରେ ପ୍ରଦର୍ଶନ କାହିଁକି କରାଯାଉଛି ବୋଲି ସୁପ୍ରିମ୍‌କୋର୍ଟ କଡ଼ା ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ...

କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶିକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ, ଆବେଦନର ୩୦ ଦିନ ମଧ୍ୟରେ ମିଳିବ ଟଙ୍କା

ନୂଆଦିଲ୍ଲୀ,୪ ।୧୦: କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିଜନଙ୍କୁ ୫୦ ହଜାର ଟଙ୍କାର କ୍ଷତି ପୂରଣ ରାଶି ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅନ୍ୟ ଅନୁକମ୍ପା ରାଶିଠାରୁ...

ଲକ୍ଷ୍ମୀପୁର ହିଂସା, ୪୫ ଲକ୍ଷ କ୍ଷତି ପୂରଣରେ ପ୍ରଶାସନ-କୃଷକଙ୍କ ମଧ୍ୟରେ ସହମତି…

ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାରେ ପ୍ରଶାସନ ଏବଂ କୃଷକଙ୍କ ମଧ୍ୟରେ ସହମତି ହୋଇଛି। ୪ ମୃତକଙ୍କ ପରିବାରଙ୍କୁ ୪୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ସେହିପରି ଆହତଙ୍କୁ ୧୦...

ପ୍ରିୟଙ୍କା ଅଟକ, ଲଗାଇଲେ ଝାଡୁ…

ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାରେ ପୀଡ଼ିତଙ୍କୁ ଭେଟିବାକୁ ଯାଉଥିବା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୋଲିସ ପକ୍ଷରୁ ଅଟକ ରଖାଯାଇଛି। ପ୍ରିୟଙ୍କା ଅଟକ ରହିଥିବା ଗେଷ୍ଟ ହାଉସରେ ଝାଡୁ ଲଗାଉଥିବାର ୪୫ ସକେଣ୍ଡର ଭିଡ଼ିଓ ଏବଂ...

ଆବେଦନର ୩୦ ଦିନ ମଧ୍ୟରେ ୫୦ ହଜାର ଟଙ୍କା କରୋନା ମୃତ୍ୟୁ ସହାୟତାକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୧୦: କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରୀ ମିଳିଛି। କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାର...

ଡ୍ରଗ୍ସ୍‌ ଚୋରା ଚାଲାଣକୁ ରୋକିବ ସିମ୍ସ୍‌, ୨୬ ଦେଶ ସହିତ ବୁଝାମଣା…

ନୂଆଦିଲ୍ଲୀ,୪।୧୦: ଆଫଗାନିସ୍ତାନରେ ତାଲିବାନ୍‌ର କ୍ଷମତା ଦଖଲ ପରେ ଭାରତ ସରକାରଙ୍କ ପକ୍ଷରୁ ସୀମା ପାର୍‌ ଡ୍ରଗ୍ସ୍‌ ଚୋରା ଚାଲାଣ ପାଇଁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଫଗାନିସ୍ତାନକୁ ପାକିସ୍ତାନ ଏହି କାର୍ଯ୍ୟରେ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଆଦାନୀ...

୭୫ ଯୁବତୀଙ୍କୁ ବିବାହ ପରେ କଲଗର୍ଲ କରି ଥିବା ଅଭିଯୁକ୍ତ ଗିରଫ…

ଭୋପାଳ,୪।୧୦: ବାଂଲାଦେଶୀ ଯୁବତୀଙ୍କୁ ଚୋରା ଚାଲାଣ କରି ସେମାନଙ୍କୁ ବିବାହ ପରେ କଲଗର୍ଲ କରୁଥିବା ଅଭିଯୋଗରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଯାଇଛି। ଅଭିଯୁକ୍ତ ୨୦୦ରୁ ଅଧିକ ବାଂଲାଦେଶୀ ଯୁବତୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିବା ପୋଲିସ ପକ୍ଷରୁ ସୂଚନା...

୪ ବର୍ଷ ଧରି ଡ୍ରଗ୍ସ୍‌ ନେଉଛନ୍ତି ଆର୍ୟନ…

ମୁମ୍ବାଇ,୪।୧୦: କ୍ରୁଏଜ୍‌ ଡ୍ରଗ୍ସ୍‌ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କୁ ପଚରା ଉଚରା ସମୟରେ ନୂଆ କଥା ପଦାକୁ ଆସିଛି। ନାର୍କୋଟିକ୍‌ କଣ୍ଟ୍ରୋଲ ବୋର୍ଡ (ଏନ୍‌ସିବି) ପକ୍ଷରୁ ପଚରା ଉଚରା ସମୟରେ ଆର୍ୟନ ଗତ...

ଏକାଠି ନ ରହି ପାରିଲେ, ଅଲଗା ହେବା ଶ୍ରେୟସ୍କର…

ନୂଆଦିଲ୍ଲୀ,୪।୧୦: ଦାମ୍ପତ୍ୟ ଜୀବନ ଉପରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ସ୍ତ୍ରୀ-ସ୍ବାମୀ ଏକାଠି ରହିବାରେ ସମସ୍ୟା ଉପୁଜୁଛି ତେବେ ପରସ୍ପର ଛାଡିବା ଶ୍ରେୟସ୍କର। ଦାମ୍ପତ୍ୟ ଜୀବନରେ ଉଠିଥିବା...

ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ,୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ...

ଡେରାଡୁନ୍‌ବାସୀଙ୍କ ଅସହଯୋଗ ଆନ୍ଦୋଳନ

ଡେରାଡୁନ୍‌, ୪ା୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରୁ ଅନୁପ୍ରାଣିତ ହୋଇ ଅନୁରୂପ ଭାବେ ରାସ୍ତା କାମ ପାଇଁ ଗଛକଟା କାମକୁ ବିରୋଧ କରିଛନ୍ତି ଡେରାଡୁନ୍‌ବାସୀ। ଉତ୍ତରପ୍ରଦେଶର ଗଣେଶପୁରଠାରୁ ଉତ୍ତରାଖଣ୍ଡର ଆଶାରୋରି ପର୍ଯ୍ୟନ୍ତ ୧୯.୫ କିମିର ୪ ଲେନ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri