ଜାତୀୟ

ଭାରି ପଡୁଛନ୍ତି ଭାରତୀୟ ସେନା: ଏଲ୍‌ଏସିରେ ପାଟ୍ରୋଲିଂର ତରିକା ବଦଳାଇଲା ଚାଇନା

ନୂଆଦିଲ୍ଲୀ,୪ ।୧୦: ଚାଇନାର ଦୁଇ ପାଦ ଆଗକୁ ଦୁଇ ପାଦ ପଛକୁ ନୀତି ଯୋଗୁ ଭାରତ-ଚାଇନା ସୀମା ବିବାଦ ଶେଷ ହେଉନାହିଁ । ସେନା ତଥା କୁଟନୀତି ସ୍ତରରେ କଥାବାର୍ତ୍ତା ପରେ ବି ଚାଇନାର ଉସକାଉଥିବା ଗୁଣ ଯୋଗୁ ପରିସ୍ଥିତି...

ଲକ୍ଷ୍ମୀପୁର ଖେରି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ: ଯୋଗୀ

ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆଗମନକୁ ନେଇ କୃଷକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ଏଠାରେ ଉପୁଜିଥିବା ହିଂସାରେ ୪ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା...

ଏନ୍‌ସିବି କଷ୍ଟଡିରେ ରାତି କାଟିଲେ ଆର୍ଯ୍ୟନଙ୍କ ସମେତ ୩ ଅଭିଯୁକ୍ତ

ମୁ୍‌ମ୍ବାଇ,୪ ।୧୦: ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିପରେ ଏନ୍‌ସିବି ଅଧିକାରୀଙ୍କ ଚଢାଉ ପରେ ସେଥିରେ ଡ୍ରଗ୍ସ ପାର୍ଟି ଚାଲିଥିବା ଜଣାପଡିଥିଲା । ଡ୍ରଗ୍ସ ପାର୍ଟି କଥା ଜଣା ପଡିବା ପରେ ଏନ୍‌ସିବି ଅଧିକାରୀମାନେ ସାଦା ପୋଷାକରେ ସିପରେ...

ପ୍ରିୟଙ୍କା-ସତିଶ ମିଶ୍ରା ଗୃହବନ୍ଦୀ

ଲକ୍ଷ୍ନୌ,୪ ।୧୦: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ହୋଟେଲରେ କାନପୁରରର ବ୍ୟବସାୟୀ ମନିଷ ଗୁପ୍ତାଙ୍କୁ ପୋଲିସର ମାଡ ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଶେଷ ହୋଇ ନ ଥିବା ବେଳେ ଲକ୍ଷ୍ମୀପୁର ଖେରିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କାର୍ ମଡାଇ...

କୁକୁରକୁ ଛାଡ଼ିଲେ ନାହିଁ

ଗୁରୁଗ୍ରାମ, ୪ା୧୦: ହରିୟାଣାର ଗୁରୁଗ୍ରାମ ସୋହନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଜଣେ ୬୭ ବର୍ଷୀୟ ବ୍ୟକ୍ତି ତାଙ୍କ ପଡୋଶୀଙ୍କ କୁକୁରକୁ ବଳାତ୍କାର କରିଛନ୍ତି। ଗତ ୨୮ ତାରିଖରେ ଘରେ କୁକୁରକୁ ନ ପାଇ ଏହାର ମାଲିକ...

ଗୁଜରାଟ ଡ୍ରଗ୍ସ ଜବତ ଘଟଣାରୁ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛି ଭାଜପା

ପାଣଜୀ, ୪ା୧୦: ଗୁଜରାଟର ମୁନ୍ଦ୍ରା ପୋର୍ଟରୁ ଗତ ମାସରେ ପ୍ରାୟ ୩ ହଜାର କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିଲା। ଏହି ଘଟଣା ଉପରୁ ଧ୍ୟାନ ହଟାଇବା ପାଇଁ ଏନ୍‌ସିବି ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍‌ ଶିପ୍‌ରେ ଚଢ଼ାଉ କରିଛି।...

ରାତି ଅଧରେ ‘ମନତ୍‌’ରେ ପହଞ୍ଚିଲେ ସଲମାନ

ମୁମ୍ବାଇ ,୩।୧୦: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ ଗିରଫ ହେବା ଖବର ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଛି। ରବିବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ୟାଣ୍ଡଷ୍ଟାଣ୍ଡ ସ୍ଥିତ ଶାହରୁଖଙ୍କ ଘର ‘ମନତ୍‌’ରେ ପହଞ୍ଚି ଥିଲେ...

ଧର୍ମାନ୍ତରୀକରଣ ସନ୍ଦେହରେ ବୋମା ମାଡ଼

ନୀମୁଚ୍‌(ଏମ୍‌ପି), ୩।୧୦: ମଧ୍ୟପ୍ରଦେଶର ନୀମୁଚ୍‌ ଜିଲା ଅଧୀନ ଜଓ୍ବାଦ ତହସିଲ ଅଞ୍ଚଳରେ ଧର୍ମାନ୍ତରୀକରଣ ସନ୍ଦେହରେ କିଛି ମୁଖା ପିନ୍ଧା ବ୍ୟକ୍ତି ଭଙ୍ଗାରୁଜା କରିଛନ୍ତି। ଏପରି କି ସମ୍ପୃକ୍ତ ଧର୍ମସ୍ଥାନ ଉପରେ ବିସ୍ଫୋରଣ ଘଟାଇଛନ୍ତି। ବିସ୍ଫୋରଣ ଯୋଗୁ ଧର୍ମସ୍ଥାନ ଭାଙ୍ଗିରୁଜି ଯାଇଛି।...

୭ବର୍ଷୀୟା ଝିଅକୁୁ ଗ୍ଲୋବାଲ ଶାନ୍ତି ଫଟୋ ପୁରସ୍କାର

ବେଙ୍ଗାଲୁରୁ: କର୍ନାଟକର ରାଜଧାନୀରେ ଜଣେ ୭ ବର୍ଷୀୟା ଝିଅକୁ ଗ୍ଲୋବାଲ ଶାନ୍ତି ଫଟୋ ପୁରସ୍କାର (ବର୍ଷର ଶିଶୁ ଶାନ୍ତି ପ୍ରତିଛବି) ବିଜେତା ଭାବରେ ସମ୍ମାନିତ କରାଯାଇଛି। ପଦକ ସହ ତାଙ୍କୁ ଅଷ୍ଟ୍ରିଆର ସଂସଦ ପରିଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଇଛି।...

ଚାଷୀଙ୍କ ଉପରେ ମାଡ଼ିଗଲା କେନ୍ଦ୍ର ମନ୍ତ୍ରୀଙ୍କ ପୁଅର କାର; ୮ ମୃତ

ଲକ୍ଷ୍ନୌ, ୩।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାର ଟିକୁନିଆରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗସ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା। ଏହା ବିରୋଧରେ ସକାଳୁ ବିକ୍ଷୋଭ...

ଶାହାରୁଖଙ୍କ ପୁଅ ପାଖରୁ ମିଳିଥିବା ନିଶାଦ୍ରବ୍ୟର ତାଲିକା ଲମ୍ବା

ନୂଆଦିଲ୍ଲୀ,୩।୧୦: ହାଇ ପ୍ରୋଫାଇଲ ନିଶା କାରବାର ମାମଲାରେ ଗିରଫ ହୋଇଛନ୍ତି ବଲିଉଡ୍‌ର କିଙ୍ଗ୍‌ ଖାନ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ। ତାଙ୍କ ପାଖରୁ ଅନେକ ନିଶାଦ୍ରବ୍ୟ ମିଳିଛି। ଏହି ତାଲିକାରେ ୧୩ ଗ୍ରାମ କୋକେନ, ୨୧ ଗ୍ରାମ ଚରସ, ୨୨ଟି...

ଲକ୍ଷ୍ମୀପୁରରେ ଘଟିଛି ନରସଂହାର: ରାହୁଲ

ନୂଆଦିଲ୍ଲୀ,୩।୧୦: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ମନ୍ତ୍ରୀଙ୍କ କାର ଆନ୍ଦୋଳନ ଚାଷୀଙ୍କ ଉପରେ ଚଢିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଚାଷୀ ଆହତ ମଧ୍ୟ ହୋଇଛନ୍ତି। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ ନେତା ରାହୁଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri