ଜାତୀୟ

ମଦ ଦୋକାନୀଙ୍କୁ ପିଟି ପିଟି ମାରିଦେଲେ

ଗୋରଖପୁର(ୟୁପି), ୧।୧୦: ଉତ୍ତରପ୍ରଦେଶର ଗୋରଖପୁରରେ ୭୨ ଘଣ୍ଟା ବ୍ୟବଧାନରେ ଦୁଇଟି ହତ୍ୟାକାଣ୍ଡ ଘଟିଯାଇଛି। କାନପୁରର ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯିବାର ୭୨ ଘଣ୍ଟା ପରେ ଏକ ମଦ ଦୋକାନରେ କାମ କରୁଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କୁ ମଦ୍ୟପ ଗ୍ରାହକମାନେ...

‘ପଞ୍ଜାବ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି କେନ୍ଦ୍ର’

ଡେରାଡୁନ,୧।୧୦: ଅମିତ୍‌ ଶାହାଙ୍କ ଭଳି ଭାଜପା ନେତାଙ୍କ ସହ ଅମରିନ୍ଦର ସିଂଙ୍କ ଘନିଷ୍ଠତା ତାଙ୍କ ଧର୍ମନିରପେକ୍ଷ ବିଶ୍ୱସନୀୟତା ପ୍ରତି ପ୍ରଶ୍ନଚିହ୍ନ ଲଗାଇଛି ବୋଲି ଶୁକ୍ରବାର ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ବତ୍‌ ଶୁକ୍ରବାର କହିଛନ୍ତି। ଏହା ସହ ପଞ୍ଜାବର ସଂଖ୍ୟାଗରିଷ୍ଠ...

ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣବଳାତ୍କାର

ଶାହଡୋଲ, ୧।୧୦: ମଧ୍ୟପ୍ରଦେଶର ଶାହଡୋଲ ଜିଲାରେ ଜଣେ ମୂକ ବଧିର ନାବାଳିକାଙ୍କୁ ୬ ଜଣ ଗଣବଳାତ୍କାର କରିଛନ୍ତି। ବଳାତ୍କାରୀଙ୍କ ମଧ୍ୟରେ ରହିଛନ୍ତି ୪ ନାବାଳକ। ଅଭିଯୁକ୍ତମାନେ ଅପରାଧର ଫଟୋ ଉଠାଇ ସ୍ଥାନୀୟ ଅଞ୍ଚଳରେ ତାକୁ ପ୍ରସାରିତ କରିବା ପରେ ଘଟଣାଟି...

ବାଣ କାରଖାନାରେ ବିସ୍ଫୋରଣ; ୪ ମୃତ

ଲକ୍ଷ୍ନୌ,୧।୧୦ : ଉତ୍ତରପ୍ରଦେଶର ଶାମଲି ଜିଲାରେ ବେଆଇନ ବାଣ କାରଖାନାରେ ଶୁକ୍ରବାର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ।...

ବ୍ରିଟେନରୁ ଭାରତ ଆସୁଥିବା ନାଗରିକଙ୍କୁ ୧୦ ଦିନ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ଯୋଗୁଁ ବ୍ରିଟେନ ଭାରତୀୟ ନାଗରିକଙ୍କ ଉପରେ ଯେଉଁ ପ୍ରତିବନ୍ଧକ ଲଗାଇ ଥିଲା ଭାରତ ଏବେ ଏହାର ଜବାବ ଦେଉଛି । ଭାରତ ଏବେ ସ୍ଥିର କରିଛି ବ୍ରିଟନରୁ ଆସୁଥିବା ସମସ୍ତ ନାଗରିକ ଭାରତରେ ପହଞ୍ଚିବା...

ମୋଦିଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ

ନୂଆଦିଲ୍ଲୀ,୧ ।୧୦:ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି । ପ୍ରାୟ ୧ ଘଣ୍ଟା ଧରି ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଚନ୍ନୀ ଆଲୋଚନା କରିଥିଲେ ।...

ମୁଁ ଭାଜପାକୁ ଖଣ୍ଡ ଖଣ୍ଡ କରି ଦେବି

ନୂଆଦିଲ୍ଲୀ,୧।୧୦: “କଂଗ୍ରେସ ନେତୃତ୍ୱକୁ ସମାଲୋଚନା କରିବାର ଅର୍ଥ ଭାଜପାକୁ ସାହାଯ୍ୟ କରିବା। ଦେଶର ସବୁଠୁ ବଡ଼ ବିରୋଧୀ ଦଳ ହେଉଛି କଂଗ୍ରେସ। କଂଗ୍ରେସ ଯେତେ ମଜଭୁତ ହେବ ଭାଜପାକୁ ସେତିକି ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ”। ଏଭଳି କଡ଼ା...

କୃଷକମାନେ ସହରର ଶ୍ୱାସରୁଦ୍ଧ କରୁଛନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ ।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କୁ ଆଜି କିଛି କଟୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଏକ କୃଷକ ସଙ୍ଗଠନର ଓକିଲଙ୍କୁ କହିଛନ୍ତି, ‘ସମସ୍ତ ନାଗରିକଙ୍କର ରାସ୍ତା...

ପଞ୍ଜାବ ବିକାଶ ପାର୍ଟି ଗଠନ କରିବେ କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡିଗଡ଼,୧ ।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଖୁବଶୀଘ୍ର ନିଜର ନୂଆ ଦଳର ଘୋଷଣା କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କ୍ୟାପଟେନଙ୍କ ନୂଆ ଦଳର ନାମ ରହିବ ‘ପଞ୍ଜାବ ବିକାଶ ପାର୍ଟି’ । ଏହି...

ଗାନ୍ଧୀ ପରିବାର ନିଜକୁ ତିସମାର ଖାନ୍ ଭାବୁଛନ୍ତି: ନଟୱର ସିଂ

ନୂଆଦିଲ୍ଲୀ,୧ ।୧୦: କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ ସଦସ୍ୟଙ୍କ ମଧ୍ୟରୁ ମନିଷ ତିୱାରୀ ଓ କପିଲ ସିବଲଙ୍କ ପରେ ଏବେ ପୂର୍ବତନ ବୈଦେଶିକମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନଟୱର ସିଂ ବି ଗାନ୍ଧୀ ପରିବାର ଉପରେ ଖୁବ୍ ବର୍ଷିଛନ୍ତି ।...

ମାଉଣ୍ଟ ତ୍ରିଶୁଳ ଆରୋହଣ ସମୟରେ ହିମସ୍ଖଳନ ଯୋଗୁଁ ଫସିଗଲେ ନୌସେନା ଦଳ

ଉତ୍ତରକାଶୀ,୧ ।୧୦: ଉତ୍ତରାଖଣ୍ଡର ମାଉଣ୍ଟ ତ୍ରିଶୁଳ ଆରୋହଣ ପାଇଁ ଯାଇଥିବା ନୌସେନାର ଦଳ ହିମସ୍ଖଳକ ମଧ୍ୟରେ ଫସି ଯାଇଛନ୍ତି । ତେବେ ହିମସ୍ଖଳନ ଫଳରେ ୧୦ ଜଣ ପର୍ବାତାରୋହୀ ନିଖୋଜ ଥିବା କୁହାଯାଉଛି । ପ୍ରାଥମିକ ରିପୋର୍ଟ ମିଳିବା ପର୍ଯ୍ୟନ୍ତ...

ପଶ୍ଚିମବଙ୍ଗରେ ଭାଜପାକୁ ପୁଣି ଏକ ଝଟ୍‌କା

କୋଲକତା,୧।୧୦: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ଏବେ ରାଇଗଞ୍ଜ ଭାଜପା ବିଧାୟକ କୃଷ୍ଣ କଲ୍ୟାଣୀ ଦଳରୁ ଇସ୍ତଫା ଦେଇଛନ୍ତି। କୃଷ୍ଣ କଲ୍ୟାଣୀଙ୍କ ଇସ୍ତଫା ନେଇ ପୂର୍ବରୁ କଳ୍ପନାଜଳ୍ପନା ଚାଲିଥିଲା। ସେ ଭାଜପା ଜିଲା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri