ଜାତୀୟ

କଂଗ୍ରେସର ମାଷ୍ଟର ଷ୍ଟ୍ରୋକ୍‌, ଅମରିନ୍ଦରଙ୍କ ସ୍ତ୍ରୀ ପରନୀତ୍‌ ଅଧ୍ୟକ୍ଷ ଡୋର ଧରିବା ନେଇ ଚର୍ଚ୍ଚା…

ଚଣ୍ଡିଗଡ଼,୩୦।୯: ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଅଧ୍ୟକ୍ଷ ପଦରୁ ନଭଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ହାଇକମାଣ୍ଡ ମନାଇବା ସ୍ଥିତିରେ ନାହାନ୍ତିି। ଏବେ ପ୍ଲାନ୍‌-ବି ଉପରେ ଚିନ୍ତା କରାଯାଉଛି। ତେବେ କଂଗ୍ରେସ ହାଇକମାଣ୍ଡ ଗୋଟିଏ ତୀରରେ ଦୁଇଟି ଶିକାର...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୩୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର...

ଘାତକ ହେବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ

ନୂଆଦିଲ୍ଲୀ, ୩୦ା୯: ପରିବେଶ ପ୍ରଦୂଷଣ ସମସ୍ୟାକୁ ବହୁଗୁଣିତ କରି ଅକାଳ ମୃତ୍ୟୁକୁ ଡାକି ଆଣିବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ। ଭାରତୀୟ ମେଟ୍ରୋଗୁଡ଼ିକ ଏହା ଦ୍ୱାରା ସର୍ବାଧିକ ପ୍ରଭାବିତ ହେବା ଯୋଗୁ ସମୟ ପୂର୍ବରୁ ମୃତ୍ୟୁ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି...

ବଦଳାଇ ଦେଲେ ମଧ୍ୟାହ୍ନଭୋଜନର ନାଁ

ନୂଆଦିଲ୍ଲୀ,୨୯।୯: କେନ୍ଦ୍ର ସରକାର ଜାତୀୟ ମଧ୍ୟାହ୍ନଭୋଜନ ଯୋଜନାର ନାମକୁ ବଦଳାଇ ପିଏମ୍‌ ପୋଷଣ ଯୋଜନା କରିଛନ୍ତି। ଏହି ଯୋଜନାରେ ଏଣିକି ସ୍କୁଲଗୁଡ଼ିକରେ ବାଳ ବିକାଶ ଓ ପ୍ରି-ପ୍ରାାଇମେରି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବ। ଏହି ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟର...

ମହିଳାଙ୍କୁ ପ୍ରେମିକଙ୍କ ସହ ଉଲଗ୍ନ କରି ଗାଁରେ ବୁଲାଇଲେ

ରାଞ୍ଚି,୨୯।୯: ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହ ଉଲଗ୍ନ କରି ଗାଁ ବୁଲାଇଛନ୍ତି ଗ୍ରାମବାସି। ଝାଡ଼ଖଣ୍ଡର ଡୁମକା ଜିଲାର ବଦତାଲି ପଞ୍ଚାୟତର ଏକ ଗ୍ରାମରେ ଘଟିଛି ଏଭଳି ଘଟଣା। ଅଭିଯୋଗ ପରେ ଘଟଣାରେ...

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ସହ ବୈଠକ ପରେ ଏମିତି ଟୁଇଟ୍‌ କଲେ କ୍ୟାପଟେନ୍‌

ନୂଆଦିଲ୍ଲୀ,୨୯।୯: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ବୁଧବାର ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଥିଲେ। ତେବେ ଏହି ବୈଠକରେ କ’ଣ ସବୁ ଆଲୋଚନା ହୋଇଥିଲା, ତାହା ଉପରେ ପ୍ରଥମ ଥର ପାଇଁ ସୂଚନା ଦେଇଛନ୍ତି କଂଗ୍ରେସର...

ଗାନ୍ଧୀ ପରିବାରକୁ ସମାଲୋଚନା କରିବାରୁ କଂଗ୍ରେସ ନେତାଙ୍କ ଘର ଉପରେ ଟମାଟର ମାଡ଼

ନୂଆଦିଲ୍ଲୀ,୨୯।୯: ଜି-୨୩ ଗ୍ରୁପ୍‌, ଜି ହଜୁର-୨୩ ନୁହେଁ। ଏଭଳି ମନ୍ତବ୍ୟ ଦେଇଥିଲେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ। ଏହାପରେ ଦଳୀୟକର୍ମୀମାନେ ସିବଲଙ୍କ ଘର ଉପରେ ଟମାଟର ମାଡ଼ କରିବା ସହ କାର ଭାଙ୍ଗାରୁଜା କରିଛନ୍ତି। ଯୁବ କଂଗ୍ରେସକର୍ମୀମାନେ ‘ଦଳ...

ପୋଲିସ ଚଢ଼ାଉ ବେଳେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ଲକ୍ଷ୍ନୌ,୨୯।୯: ଉତ୍ତର ପ୍ରଦେଶର ଗୋରଖପୁରର ଏକ ହୋଟେଲରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ ବେଳେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ଏଥିଯୋଗୁ ବୁଧବାର ୬ ପୋଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି। ବୁଧବାର ସକାଳେ ମୃତ ବ୍ୟବସାୟୀଙ୍କ ସ୍ତ୍ରୀ ଅଭିଯୋଗ କରିବା...

ଉପନିର୍ବାଚନ ପୂର୍ବରୁ ପ୍ରବଳ ବର୍ଷା

କୋଲକାତା,୨୯।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ବିଧାନସଭା ଆସନରେ ଗୁରୁବାର ଉପନିର୍ବାଚନ ହେବ। ଏଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତାଙ୍କ ବିରୋଧରେ ଭାଜପା ପ୍ରିୟଙ୍କା ତିବ୍ରଓ୍ବୋଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌)ର ଶ୍ରୀଜୀବ...

ଶାହଙ୍କ ଘରେ କ୍ୟାପଟେନ

ନୂଆଦିଲ୍ଲୀ,୨୯।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଅମରିନ୍ଦର ସିଂ ବୁଧବାର ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ବାସଭବନରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସେ ଭାଜପାରେ ଯୋଗ ଦେବା ନେଇ ଆକଳନ କରାଯାଉଥିଲା।...

ବକେୟା ବିଦ୍ୟୁତ୍‌ ବିଲ୍‌ ଭରଣା କରିବେ ସରକାର

ଚଣ୍ଡିଗଡ଼,୨୯।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନିଙ୍କ ନେତୃତ୍ୱରେ ବୁଧବାର କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ୨ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ବିଲ୍‌ ଛାଡ କରିବାକୁ କ୍ୟାବିନେଟ ମୋହର ଲଗାଇଛି। ଏହି କ୍ରମରେ ୨ କିଲୋୱାଟ ଯାଏଁ...

ଛୁଟିରୁ ଫେରିବା ପରେ ଡ୍ୟୁଟି ଉପରେ ପୋଲିସକର୍ମୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀ ହାଇକୋର୍ଟରେ ମୁତୟନ ଥିବା ଜଣେ ୩୦ ବର୍ଷୀୟ ରାଜସ୍ଥାନ ପୋଲିସ କନଷ୍ଟେବଳ ବୁଧବାର ସକାଳେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ତାହା ପୁଣି କୋର୍ଟ ପରିସରରେ। ଏ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି। ନିକଟରେ ଦିଲ୍ଲୀର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri