ଜାତୀୟ

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ପାଳିଲା କଳା ଦିବସ

ଶ୍ରୀନଗର,୫ା୮: ଧାରା ୩୭୦ ଉଚ୍ଛେଦ ହେବାର ୫ ବର୍ଷ ଅବସରରେ ଭାଜପା ଜମ୍ମୁ-କଶ୍ମୀର’ଏକତା ମହୋତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି। ଜମ୍ମୁ-କଶ୍ମୀର କଂଗ୍ରେସ ସୋମବାର ଅର୍ଥାତ୍‌ ଅଗଷ୍ଟ ୫କୁ କଳା ଦିବସ ଭାବରେ ପାଳନ କରିଛି।...

ସମ୍ପୂର୍ଣ୍ଣ ଭାବେ ବଦଳିଯିବ ଆୟୁଷ୍ମାନ ଯୋଜନା! ‘ମିଡଲ କ୍ଲାସ’ଙ୍କୁ ମିଳିବ ମାଗଣା ଚିକିତ୍ସା

ନୂଆଦିଲ୍ଲୀ,୫।୮: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ଆୟୁଷ୍ମାନ) ଯୋଜନା କାର୍ଯ୍ୟକାରୀ ହେବାର ପାଞ୍ଚ ବର୍ଷ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରାୟ ୧୦କୋଟି ଲୋକ ଏହାର ଲାଭ ପାଇଛନ୍ତି। ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଉଥିବା...

ଭାଜପା ନେତାଙ୍କ ବିବାଦୀୟ ବୟାନ, ଗୋ’ ହତ୍ୟା କରିବାରୁ ଓ୍ବାୟନାଡରେ ଚାଲିଗଲା ୩୦୦ ଜୀବନ

ନୂଆଦିଲ୍ଲୀ,୫।୮: କେରଳର ୱାୟାନାଡରେ ଗୋଟିଏ ପରେ ଗୋଟିଏ ଭୂସ୍ଖଳନ ହେଉଛି। ଜୁଲାଇ ୩୦ରୁ ଜିଲାର ଅନେକ ସ୍ଥାନରେ ହଜାର ହଜାର ଘର ମାଟିରେ ଧସି ହୋଇଯାଇଛି। ଏପର୍ଯ୍ୟନ୍ତ ୩୮୭ଜଣ ଲୋକ ପ୍ରାଣ ହରାଇଛନ୍ତି। ସେପଟେ ରାଜସ୍ଥାନ ପୂର୍ବତନ ଭାଜପା ବିଧାୟକ...

ଆଉ ମାତ୍ର କିଛି ବର୍ଷ ରାଜ କରିବେ ଗୌତମ ଆଦାନୀ, ଜାଣନ୍ତୁ କିଏ ସମ୍ଭାଳିବ ତାଙ୍କ କମ୍ପାନୀ

ନୂଆଦିଲ୍ଲୀ,୫।୮: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ସେ ଆଉ ୮ବର୍ଷ ପର୍ଯ୍ୟନ୍ତ ତାଙ୍କ ପଦରେ ରହିବେ ଏବଂ ଏହା ପରେ ଅବସର ଗ୍ରହଣ କରିବେ। ବର୍ତ୍ତମାନ ତାଙ୍କର ବୟସ...

ଭାଜପାକୁ କାଉଣ୍ଟର ପାଇଁ ରାହୁଲ ଗାନ୍ଧୀଙ୍କୁ ଭାଷଣ ଲେଖିକରି ପଠାଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ, ସାଂଘାତିକ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୫।୮: ଆଜିକାଲି ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ବେଳେବେଳେ ସେ ଗୃହରେ ନିଜର ମତକୁ ଆକ୍ରମଣାତ୍ମକ ଓ ପ୍ରଭାବୀ ଢଙ୍ଗରେ ପ୍ରକାଶ କରୁଛନ୍ତି। ପୁଣି ବେଳେବେଳେ ସେ ନିଜର ସଂଳାପକୁ ବ୍ୟଙ୍ଗାତ୍ମକ ଭାବରେ ମଧ୍ୟ କହି...

ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍‌କା, ସୁପ୍ରିମକୋର୍ଟ ଶୁଣାଇଲେ ଏହି ବଡ଼ ରାୟ

ନୂଆଦିଲ୍ଲୀ,୫ା୮: ସୁପ୍ରିମକୋର୍ଟ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି)ଙ୍କ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି)ରେ ୧୦ ଜଣ ‘ଆଲର୍ଡମ୍ୟାନ’ ବା ମନୋନୀତ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏମ୍‌ସିଡିରେ କାଉନସିଲରଙ୍କୁ ମନୋନୀତ କରିବାର...

ଖରାପ କ୍ୱାଲିଟିର ହେଲମେଟ୍‌ ବିକୁଥିଲେ ସାବଧାନ, ସରକାର ନେବେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୫।୮:ହେଲମେଟ୍‌ ନ ପିନ୍ଧିବା ଏବଂ ଦ୍ରୁତ ଗତିରେ ଗାଡି ଗଳାଇବା ଦ୍ୱାରା ବିଭିନ୍ନ ସଡକ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ଗାଡି ଚଳାଇବାବେଳେ ହେଲମେଟ ପିନ୍ଧିବା ଏବଂ ସିଟ୍‌ ବେଲ୍ଟ ଲଗାଇବା ପାଇଁ...

ନିର୍ବାଚନ ଫଳାଫଳର ଦୁଇମାସ ପରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ: ଭାଜପା ମାତ୍ର…

ନୂଆଦିଲ୍ଲୀ,୫।୮: ଲୋକ ସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ମାସ ବିତିଗଲାଣି। ନିର୍ବାଚନ ଫଳାଫଳରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି, କିନ୍ତୁ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରାଯାଇଥିଲା। ଏନଡିଏରେ ଅନ୍ତର୍ଭୁକ୍ତ ଦଳଗୁଡିକ ଜିତିଥିବା ଆସନ ସଂଖ୍ୟାଗରିଷ୍ଠତାଠାରୁ...

ଏସପି-କଂଗ୍ରେସକୁ ଭାଙ୍ଗି ଦିଅ, ୟୁପିରେ ରାହୁଲଙ୍କ କେତେ ଦମ୍‌ ଜଣାପଡିଯିବ: ବ୍ରିଜଭୂଷଣ

ନୂଆଦିଲ୍ଲୀ,୫।୮: ରାହୁଲ ଗାନ୍ଧୀଙ୍କ ‘ଚକ୍ରବ୍ୟୁହ’ ବୟାନରେ ରାଜନୀତି ଥମିବାର ନାଁ ନେଉନାହିଁ। ଏହାରି ଭିତରେ ଭାଜପା ନେତା ତଥା ପୂର୍ବତନ ଏମପି ବ୍ରିଜଭୂଷଣ ଶରଣ ସିଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶର ଲୋକମାନେ...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଟାର୍ଗେଟ କଲେ ବ୍ରିଜଭୂଷଣ, କହିଲେ ୟୁପିରେ ହେବ ବଡ଼ ଭୂକମ୍ପ…

ନୂଆଦିଲ୍ଲୀ,୮।୫: କୁସ୍ତିଯୋଦ୍ଧାଙ୍କୁ ର୍ଦୁବ୍ୟବହାର କରିବା ମାମଲାରେ ଭାଜପା ନେତା ବ୍ରିଜଭୂଷଣ ଶରଣ ସିଂ ଅଡୁଆରେ ରହି ଆସିଛନ୍ତି। ଯାହାକୁ ନେଇ ଚଳିତ ନିର୍ବାଚନରେ ଭାଜପା ତାଙ୍କୁ ଟିକେଟ୍‌ ଦେଇ ନ ଥିଲା। ତେବେ ଏହାରି ଭିତରେ ବ୍ରିଜଭୂଷଣ ନିଜ ଦଳର...

ମୋଦିଙ୍କୁ ନେଇ କହୁ କହୁ ଏମିତି କହିଦେଲେ ଅମିତ ଶାହା

ନୂଆଦିଲ୍ଲୀ,୫।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ବିରୋଧୀଦଳ ଯେଉଁମାନେ କହୁଛନ୍ତି ଯେ ସରକାର ୫ ବର୍ଷ ପର୍ଯ୍ୟନ୍ତ ରହିବେ ନାହିଁ, ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ମୋଦି ସରକାର କେବଳ ୫...

ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ

ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ ମୁମ୍ବାଇ,୮।୫: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଅଣ୍ଟା କଷି ସାରିଲେଣି ସବୁ ଦଳ। ଶାସକ ଦଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri