ଜାତୀୟ

ଅସ୍ତ୍ରବିରତି ବନ୍ଦ ହେଲେ ବି ଅନୁପ୍ରବେଶ ଜାରି…

ଶ୍ରୀନଗର,୨୬।୯: ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଛି। ତେବେ ପାକିସ୍ତାନ ଅନ୍ୟ ଉପାୟରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ଅସ୍ତ୍ରବିରତି ବନ୍ଦ ଥିଲେ ମଧ୍ୟ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ଭାରତରେ ଅନୁପ୍ରବେଶ ବୃଦ୍ଧି ପାଇବାରେ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୬।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଲଗାତାର ୨ ଦିନ ଧରି ୩୦ ହଜାର ତଳେ ରହିଛି। ସଂକ୍ରମଣ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ସୀମାରେ ଚାଇନା ନିର୍ମାଣ କଲାଣି ୬୮୦ ଗ୍ରାମ

ଗାନ୍ଧୀନଗର, ୨୬।୯: ଭାରତ ସୀମାରେ ଚାଇନା ୬୮୦ଟି ସମୃଦ୍ଧ ଓ ଅତ୍ୟାଧୁନିକ ଗ୍ରାମ ନିର୍ମାଣ କରିଛି, ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବେଜିଂର ଗ୍ରାମ ନିର୍ମାଣ ସମ୍ପର୍କରେ ବିଶ୍ୱ ଆତଙ୍କବାଦ ନିରୋଧୀ ପରିଷଦର ଉପଦେଷ୍ଟା ବୋର୍ଡ ସୂଚନା...

‘ପାକିସ୍ତାନକୁ କଡ଼ା ଚେତାବନୀ’

ଜାତିସଂଘ,୨୫।୯: ବିକାଶ ବିରୋଧୀ ଚିନ୍ତାଧାରାର କେତେକ ଦେଶ ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରିଛନ୍ତି। ଏହା ସେମାନଙ୍କ ପାଇଁ ସମାନ ବିପଦ, ଏକଥାକୁ ଉକ୍ତ ରାଷ୍ଟ୍ରଗୁଡ଼ିକ ହୃଦୟଙ୍ଗମ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତିସଂଘ ସାଧାରଣ ସଭାର...

ତାଲିବାନ ସହ କଥା ହେବାକୁ ଭାରତକୁ ଉପଦେଶ ଦେଲେ ଫାରୁକ

ଜମ୍ମୁ,୨୫ ।୯: ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଭାରତ ସରକାରଙ୍କୁ ତାଳିବାନ ସହ କଥା ହେବାକୁ ପରାମର୍ଶ ଦେଇଛନ୍ତି । ଏବେ ଫାରୁକଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫାରୁକ ଅବଦୁଲ୍ଲା କହିଛନ୍ତି ଆମେ...

ରୋମ ଯିବାକୁ ମମତାଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୨୫ ।୯: ଇଟାଲି(ରୋମ)ରେ ଆୟୋଜିତ ହେବାକୁ ଯାଉଥିବା ୱାର୍ଲଡ ‘ପିସ୍ କନଫରେନ୍ସ’ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଯୋଗ ଦେଇ ପାରିବେ ନାହିଁ । ଭାରତ ସରକାର ତାଙ୍କୁ ରୋମ ଯିବାକୁ ଅନୁମତି ପ୍ରଦାନ କଲେ ନାହିଁ । ବୈଦେଶିକ...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ଇଟାନଗର,୨୫ା୯: ଅରୁଣାଚଳ ପ୍ରଦେଶରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ପାଙ୍ଗିନ ସହରରେ ସକାଳ ୧୦ଟା ୧୧ରେ ଲୋକେ ଭୂକମ୍ପ ଝଟ୍‌କା ଅନୁଭବ କରିବା ସହ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା...

ଯୁବ ଚେହେରା ଉପରେ କଂଗ୍ରେସର ନଜର: କହ୍ନେୟା. ଜିଗନେସ୍ ହେବେ ଦଳରେ ସାମିଲ!

ନୂଆଦିଲ୍ଲୀ,୨୫ ।୯: ଜବାବାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ଖୁବଶୀଘ୍ର କଂଗ୍ରେସରେ ଯାଗ ଦେବେ । ଏହା ବ୍ୟତୀତ ଗୁଜରାଟର ନିର୍ଦ୍ଦଳିୟ ବିଧାୟକ ଜିଗ୍ନେସ ମେୱାନି ବି କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି ।...

ପଞ୍ଜାବ ପରେ ରାଜସ୍ଥାନ ରାଜନୀତି ସରଗରମ

ଜଇପୁର,୨୫ ।୯: ପଞ୍ଜାବ କଂଗ୍ରେସ ପରେ ଏବେ ପାଳି ପଡିଛି ରାଜସ୍ଥାନ କଂଗ୍ରେସର । ରାଜସ୍ତାନ କଂଗ୍ରେସର ପ୍ରଦେଶ ଉପାଧ୍ୟକ୍ଷ ରାଜେନ୍ଦ୍ର ଚୌଧୁରୀ ସଚ୍ଚିନ ପାଇଲଟଙ୍କ ସମର୍ଥନରେ ବାହାରି ପଡିଛନ୍ତି । ପୁଣିଥରେ ରାଜସ୍ଥାନର ଶାସନ ଡୋର ପାଇଲଟଙ୍କ ହାତରେ...

ବଂଶଧାରା ଜଳ ବିବାଦ: ଦୀପାବଳି ପରେ ଚୂଡ଼ାନ୍ତ ଶୁଣାଣି…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୯: ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜାରି ରହିଥିବା ବଂଶଧାରା ଜଳ ବିବାଦ ମାମଲାରେ ଶନିବାର ସୁପ୍ରିମ୍‌କୋର୍ଟ ସ୍ବତନ୍ତ୍ର ଲିଭ୍‌ ପିଟିଶନ ଜାରି କରିଛନ୍ତି। ୨୦୧୭ ସେପ୍ଟେମ୍ବର ୧୩ରେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ପକ୍ଷରୁ ପ୍ରଦାନ କରାଯାଇଥିବା ରାୟରେ...

ସବୁଠାରୁ ଅଧିକ ଶିକ୍ଷିତ ମୁଖ୍ୟମନ୍ତ୍ରୀ ଚନ୍ନୀ: ଖେଳି ପାରନ୍ତି ଲମ୍ବା ଇନିଂସ୍‌

ଚଣ୍ଡିଗଡ଼,୨୫ ।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ସବୁଠାରୁ ଅଧିକ ଶିକ୍ଷିତ ମୁଖ୍ୟମନ୍ତ୍ରୀ । ସେ ରାଜନୀତି ବିଜ୍ଞାନରେ ଏମ୍‌ଏ କରିଥିବା ବେଳେ ତାଙ୍କ ପାଖରେ ରହିଛି ଏମ୍‌ବିଏ ଡିଗ୍ରୀ । ସେ ଲ’ ଗ୍ରାଜୁଏଟ୍ ଆଉ...

ଟ୍ରିବ୍ୟୁନାଲ ଓ୍ବେବସାଇଟ୍‌ରୁ ହଟିବ ମୋଦିଙ୍କ ଫଟୋ-ସରକାରୀ ସ୍ଲୋଗାନ୍‌…

ନୂଆଦିଲ୍ଲୀ,୨୫।୯: ଟ୍ରିବ୍ୟୁନାଲ ଓ୍ବେବସାଇଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସରକାରୀ ସ୍ଲୋଗାନ୍‌ ହଟାଇବା ଲାଗି ସୁପ୍ରିମ୍‌କୋର୍ଟ ନ୍ୟାଶନାଲ୍‌ ଇନଫରମେଟିକ୍ସ୍‌ ସେଣ୍ଟର(ଏନ୍‌ଆଇସି)କୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଆଇସି ଶୀର୍ଷକୋର୍ଟଙ୍କ ଅଫିସିଆଲ୍‌ ଡୋମେନ୍‌ ପରିଚାଳିତ କରିଥାନ୍ତି। କୋର୍ଟଙ୍କ ଅଫିସିଆଲ ଇ-ମେଲ୍‌ ଫୁଟରରେ ମୋଦିଙ୍କ ଫଟୋ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri