ଜାତୀୟ

କରୋନାରେ ଚାଲିଗଲା ବାପାଙ୍କ ଜୀବନ, ମନେ ପକାଇବା ପାଇଁ ସିଲିକନ୍‌ରେ ପ୍ରତିମୂର୍ତ୍ତି ନିର୍ମାଣ କଲେ ପୁଅ

ମୁମ୍ବାଇ,୨୫ା୯: କରୋନାରେ ବାପାଙ୍କ ଦେହାନ୍ତ ହେବା ପରେ ଜଣେ ପୁଅ ତାଙ୍କୁ ମନେ ପକାଇବା ପାଇଁ ବାପାଙ୍କ ଅବିକଳ ପ୍ରତିମୂର୍ତ୍ତି ତିଆରି କରି ଘରେ ପୂଜାର୍ଚ୍ଚନା କରୁଛନ୍ତି। ଏପରିକି ଏହି ପ୍ରତିମୂର୍ତ୍ତିରେ ସବୁବେଳେ ପୋଷାକ ପରିବର୍ତ୍ତନ ବି କରାଯାଉଛି। ୨୦୨୦ରେ...

ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ତିହାର ସମେତ ଦିଲ୍ଲୀର ସମସ୍ତ ଜେଲ୍‌ରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୨୫ ।୯: ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ଗ୍ୟାଙ୍ଗୱାର ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରୋହିଣି ଜେଲ ସମେତ ଅନ୍ୟ କିଛି ଜେଲ୍‌କୁ ସତର୍କ କରି ଦିଆଯାଇଛି ।...

୧୨ବର୍ଷ ବୟସ ବାଳକଙ୍କୁ ମିଳିଥିଲା ପ୍ରଥମ ‘ପରିଚୟ’, ଆସାମ ହିଂସା ଛଡାଇ ନେଲା ଜୀବନ

ଗୁଆହାଟି,୨୫ ।୯: ଆସାମରେ ହୋଇଥିବା ହିଂସାରେ ଜଣେ ୧୨ ବର୍ଷ ବୟସ ପିଲାର ଜୀବନ ଯିବା ଘଟଣା ଏବେ ଆଲୋଚନାର ପରିସରକୁ ଚାଲି ଅସିଛି । ପିଲାଟିକୁ ତା’ର ପ୍ରଥମ ପରିଚୟ ମିଳିଥିଲା, ଯାହାକୁ ନେଇ ସେ ଖୁବ୍ ଖୁସିଥିବା...

ଜୀବନ ନେଲା ଶେଷ ପରୀକ୍ଷା,ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରୀକ୍ଷା ଦେବାକୁ ଯାଉଥିବା ୫ ଛାତ୍ରଙ୍କ ମୃତ୍ୟୁ…

ଜୟପୁର,୨୫।୯: ଆର୍‌ଇଇଟି ପରୀକ୍ଷା ଦେବାକୁ ଯାଉଥିବା ୫ ଛାତ୍ରଙ୍କ ସମତେ ୬ ମୃତ୍ୟୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟିଛି। ରାଜସ୍ଥାନର ଚାକସୁରସ୍ଥିତ ନିମୋଡ଼ିଆ ରୋଡ଼ରେ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଛାତ୍ରମାନଙ୍କ ଜୀବନର ଏହା ଶେଷ...

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବର୍ଷରେ ବଢ଼ିଛି ୨୨ ଲକ୍ଷ…

ନୂଆଦିଲ୍ଲୀ,୨୫।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜର ବାର୍ଷିକ ଆୟ, ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା ହୋଇଛି ଏନେଇ ତଥ୍ୟ ସାର୍ବଜନୀନ କରିଛନ୍ତି। ସରକାରୀ...

୩୦ ହଜାର ତଳେ ଦୈନିକ ସଂକ୍ରମଣ, ସୁଧୁରୁନି କେରଳ ସ୍ଥିତି…

ନୂଆଦିଲ୍ଲୀ,୨୫।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେଲାଗିଛନ୍ତି। ଦୈନିକ ସଂକ୍ରମଣ ୩୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୨୯୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯...

ଓ୍ବାରାଓ୍ବାରା ରାଓଙ୍କ ଜାମିନ ଶୁଣାଣି ସ୍ଥଗିତ

ମୁମ୍ବାଇ, ୨୫।୯(ପି.ଟି.): ଏଲ୍‌ଗାର ପରିଷଦ ମାମଲାରେ ଅଭିଯୁକ୍ତ ଥିବା କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରା ରାଓଙ୍କ ଜାମିନ ମିଆଦ ବୃଦ୍ଧି ଆବେଦନର ଶୁଣାଣିକୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଅକ୍ଟୋବର ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅକ୍ଟୋବର ୧୪ ପର୍ଯ୍ୟନ୍ତ...

ଅଳିଆ ପକାଇବାକୁ ଯାଉଥିବା ନାବାଳିକାଙ୍କୁ ଗଣବଳାତ୍କାର

ମୁଜାଫରନଗର,୨୫।୯: ବନ୍ଧୁକ ଦେଖାଇ ୧୭ ବର୍ଷୀୟା ନାବାଳିକାଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ। ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ଏହି ଗଣବଳାତ୍କାର ଘଟଣା।...

ଏନ୍‌ଡିଏ ପରୀକ୍ଷା ପାଇଁ ଆବେଦନ କରିପାରିବେ ଅବିବାହିତ ମହିଳା

ନୂଆଦିଲ୍ଲୀ, ୨୪।୯: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ନଭେମ୍ବରରେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍‌ଡିଏ) ଏବଂ ନାଭାଲ ଏକାଡେମୀ ପରୀକ୍ଷା ଦେବାକୁ ଚାହୁଁଥିବା ଅବିବାହିତା ମହିଳା ଆବେଦନ କରିବାକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଅନୁମତି ଦେଇଛି। ସର୍ବୋଚ୍ଚ ଅଦାଲତଙ୍କ ଅନ୍ତରୀଣ...

ପ୍ରେମୀ ଯୁଗଳଙ୍କୁ ହତ୍ୟା: ଭାଇଙ୍କୁ ଫାଶୀ, ୨ ପୋଲିସ ସମେତ ୧୨ ଜଣଙ୍କୁ ଆଜୀବନ

ଚେନ୍ନାଇ,୨୪।୯: ୨୦୦୩ରେ ଅନ୍ୟ ଜାତିରେ ବିବାହ କରିବାରୁ ଦମ୍ପତିଙ୍କୁ ହତ୍ୟା କରିଥିଲେ ଯୁବତୀଙ୍କ ପରିବାର ଲୋକେ। ଏହି ଅନର କିଲିଂ ମାମଲାର ଶୁଣାଣି କରି ତାମିଲନାଡୁର କୁଡାଲୋର ଜିଲାର ଏକ କୋର୍ଟ ଶୁକ୍ରବାର ଜଣଙ୍କୁ ଫଶି ଦଣ୍ଡାଦେଶ ଦେଇଛନ୍ତି। ମାମଲାରେ...

ସିଭିଲ ସର୍ଭିସ ପରୀକ୍ଷାରେ ଶୁଭମ୍‌ କୁମାର ଟପ୍ପର

ନୂଆଦିଲ୍ଲୀ,୨୪।୯: ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ୨୦୨୦ ମେନ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ଟପ୍ପର ହୋଇଛନ୍ତି ଶୁଭମ୍‌ କୁମାର। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜାଗୃତି ଆସ୍ବସ୍ଥି ଅଛନ୍ତି। ଶୁଭମ୍‌ କୁମାର ଆଇଆଇଟି ବମ୍ବେର ସିଭିଲ...

ଭାଜପା ଉପରେ ଆକ୍ରମଣ ତ ଦୂରର କଥା ତାକୁ ଛୁଇଁଲେ ଲଜ୍ୟା ଲାଗିବ: ମମତା

କୋଲକାତା,୨୪ ।୯: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତାମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଘର ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ମୃତ ଶରୀରକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ଆଉ ଏହାପରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri