ଜାତୀୟ

ଡେଙ୍ଗୁ ବିରୋଧରେ ଲଢ଼େଇ, ସରକାର ଜାରି କଲେ ୧୦ ସପ୍ତାହ-୧୦ଟା-୧୦ମିନିଟ ଅଭିଯାନ…

ନୂଆଦିଲ୍ଲୀ,୨୨।୯: ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଡେଙ୍ଗୁ ବିରୋଧୀ ଲଢେଇକୁ ଜୋରଦାର କରିବା ଲାଗି ନୂଆ ଅଭିଯାନ ଘୋଷଣା କରାଯାଇଛି। ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର...

ମୌଲାନା କଲିମ ସିଦ୍ଦିକି ଗିରଫ

ଲକ୍ଷ୍ନୌ,୨୨।୯: ଧର୍ମାନ୍ତରଣ ମାମଲାରେ ଉତ୍ତର ପ୍ରଦେଶ ଏଟିଏସ ମୌଲାନା କଲିମ ସିଦ୍ଦିକିଙ୍କୁ ମିରୁଟରୁ ଗିରଫ କରିଛି। ଧର୍ମାନ୍ତରଣ ମାମଲାରେ କଲିମଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା। ବିଦେଶରୁ କୋଟି କୋଟି ଟଙ୍କା କଲିମଙ୍କ ଆକାଉଣ୍ଟକୁ ଆସିଥିଲା। ଏହି ମାମଲାରେ ପୂର୍ବରୁ ମୁଫତି...

ଭାଜପା ଛାଡିବାର କାରଣ କହିଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ,୨୨।୯: ନିକଟରେ ଭାଜପାରୁ ତୃଣମୂଳ କଂଗ୍ରେସ (ଟିଏମସି) ଦଳରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଦଳ ଛାଡିବାର କାରଣ କହିଛନ୍ତି। ମହାନ ଫୁଟବଲର ଲିଓନାଲ ମେସି ବାର୍ସିଲୋନା କ୍ଲବ ଛାଡିବାକୁ ଚାହୁଁ ନ ଥିଲେ, କିନ୍ତୁ...

ଚଳିତ ନଭେମ୍ବରରେ ଏନ୍‌ଡିଏ ପରୀକ୍ଷା ଦେବେ ଝିଅ…

ନୂଆଦିଲ୍ଲୀ,୨୨।୯: ଚଳିତ ବର୍ଷ ନଭେମ୍ବରରେ ଝିଅମାନେ ଏନ୍‌ଡିଏ ପରୀକ୍ଷା ଦେଇପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ସୁପ୍ରିମ୍‌ କୋର୍ଟ ନା ପସନ୍ଦ କରିଛନ୍ତି। ନଭେମ୍ବର ୧୪ରେ ଏନ୍‌ଡିଏ ପ୍ରବେଶିକା ପରୀକ୍ଷା ହେବ। ଏଥିରେ ଝିଅଙ୍କୁ ପରୀକ୍ଷା ଦେବାକୁ କୋର୍ଟ...

ପୋଲିସଙ୍କୁ ଆତଙ୍କବାଦୀ ଭାବି ଗୁଳି…

ଜମ୍ମୁ,୨୨।୯: ଜମ୍ମୁ-କଶ୍ମୀରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କୁ ଆତଙ୍କବାଦୀ ଭାବି ମନ୍ଦିର ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଛି। କୁପଓ୍ବାରା ଜିଲାର ହନ୍ଦଓ୍ବାଡ଼ାରେ ଏଭଳି ଘଟିଛି। ପୋଲିସ କର୍ମଚାରୀ ଅଜୟ ଧର ଲଙ୍ଗେଟ୍‌ ହନ୍ଦଓ୍ବାଡ଼ାର...

ସ୍କୁଲରେ କରୋନା ଆତଙ୍କ, ୭୯ ଛାତ୍ରୀଛାତ୍ର-୩ କର୍ମଚାରୀ ପଜିଟିଭ୍‌…

ଶିମଲା,୨୨।୯: ହିମାଚଳ ପ୍ରଦେଶର ଏକ ସ୍କୁଲରେ କରୋନା ଆତଙ୍କ ଦେଖାଦେଇଛି। ସ୍କୁଲର ୭୯ ଛାତ୍ରୀଛାତ୍ର ଏବଂ ୩ ଜଣ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ମଣ୍ଡି ଅଞ୍ଚଳରେ ଥିବା ଧରମପୁରସ୍ଥିତ ଏକ ସ୍କୁଲରେ ଏଭଳି ଆତଙ୍କ ସୃଷ୍ଟି...

ଘରେ ଘରେ ନଳ ଜଳ ଯୋଜନା ଉପରେ ପ୍ରଶ୍ନ ଚିହ୍ନ, ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ୩୬ ଠିକା…

ପାଟନା,୨୨।୯: ବିହାରରେ ଘରେ ଘରେ ନଳ ଜଳ ଯୋଜନା ନେଇ ସାଧାରଣରେ ପ୍ରଶ୍ନ ଚିହ୍ନ ଉଠିଛି। ଏହି ଯୋଜନାରେ ଉପମୁଖ୍ୟନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ପରିବାର ଏବଂ ସମ୍ପର୍କୀୟଙ୍କକୁ ୩୬ ଠିକା ମିଳିଛି। ଏଥିରେ ଉପମୁଖ୍ୟନ୍ତ୍ରୀଙ୍କ ବୋହୂ ମଧ୍ୟ ଅଛନ୍ତି। ତେବେ...

ମନ୍ଦିରରେ ପ୍ରବେଶ କରିବାରୁ ୨ ବର୍ଷ ଶିଶୁଙ୍କ ମାତାପିତାଙ୍କୁ ଦଣ୍ଡ, ୨୩ ହଜାର ଜରିମାନା…

କୋପ୍ପଲ,୨୨।୯: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ନିଆରା। ଭଗବାନ ଭକ୍ତର ଭାବରେ ବନ୍ଧା। ଭଗବାନଙ୍କୁ ଦର୍ଶନ କରିବାରେ ଭକ୍ତଙ୍କ ଉପରେ ପହରା ଲଗାଇବା ଅନ୍ୟାୟ। ମାତ୍ର କର୍ନାଟକରେ ମନ୍ଦିରରେ ପ୍ରବେଶ କରିଥିବା ଜଣେ ୨ ବର୍ଷ...

ସାର୍କ ବୈଠକ ବାତିଲ

ନୂଆଦିଲ୍ଲୀ, ୨୨ା୯: ପାକିସ୍ତାନର ତାଲିବାନ୍‌ ପ୍ରେମ ଯୋଗୁ ଆସନ୍ତା ୨୫ରେ ହେବାକୁ ଥିବା ସାଉଥ୍‌ ଏସିଆନ ଆସୋସିଏଶନ ଫର୍‌ ରିଜିଓନାଲ କୋଅପରେଶନ(ସାର୍କ) ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକ ବାତିଲ ହୋଇଛି। ଏହି ବୈଠକରେ ତାଲିବାନ୍‌ ପ୍ରତିନିଧିଙ୍କୁ ସାମିଲ କରିବାକୁ ପାକିସ୍ତାନ ଜିଦ୍‌...

ଦୈନିକ ସଂକ୍ରମଣ କମିଲା, ମୃତ୍ୟୁ ସଂଖ୍ୟା ବଢ଼ିଲା…

ନୂଆଦିଲ୍ଲୀ,୨୨।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୩୦ ହଜାର ତଳେ ପହଞ୍ଚିଛି। ତେବେ ମୃତ୍ୟୁ...

୨୪ରେ ମୋଦି-ବାଇଡେନ ଆଲୋଚନା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ଆମେରିକା ଗସ୍ତରେ ଯାଉଥିବାବେଳେ ଶୁକ୍ରବାର (ସେପ୍ଟେମ୍ବର ୨୪ରେ) ସେ ଓ୍ବାଶିଂଟନରେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ବୈଠକରେ ଯୋଗଦେବେ। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା...

ଉପହାର ପାଖରେ ରଖିପାରିବେ ଆଇଏଏସ୍‌, ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ, ୨୨।୯(ପି.ଟି.): ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଫିସରମାନେ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ଗ୍ରହଣ କରିଥିବା ଉପହାର ପାଖରେ ରଖିପାରିବେ। ଏଥିପାଇଁ କେନ୍ଦ୍ର ସରକାର ୫୦ ବର୍ଷର ପୁରୁଣା ନିୟମାବଳୀରେ ସଂଶୋଧନ କରିଛନ୍ତି। ପ୍ରଚଳିତ ନିୟମାବଳୀରେ ବିବାହ, ବାର୍ଷିକୋତ୍ସବ ଏବଂ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri