ଜାତୀୟ

ବାଲ୍ୟ ବିବାହ ମାମଲା କର୍ନାଟକରେ ସର୍ବାଧିକ

ନୂଆଦିଲ୍ଲୀ,୧୯।୯: ଗତବର୍ଷ ଅପେକ୍ଷା ଦେଶରେ ଖୁବ୍‌ ବୃଦ୍ଧି ପାଇଛି ବାଲ୍ୟ ବିବାହ ମାମଲା। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ୨୦୨୦ ରିପୋର୍ଟ। ବାଲ୍ୟ ବିବାହ ଆଇନ ଅନୁସାରେ, ବିବାହ ଲାଗି ଜଣେ ଯୁବକଙ୍କ ବୟସ ୨୧ ବର୍ଷ...

ଚରଣଜିତ୍ ସିଂ ଚାନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୯ ।୯: ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କ ଟୁଇଟର ସୂଚନା ଅନୁଯାୟୀ ଚରଣଜିତ୍ ସିଂ ଚାନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ । ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଏହାସହ ଚରଣଜିତ୍ ସର୍ବସମ୍ମତି କ୍ରମେ...

‘ସିଦ୍ଧୁଙ୍କ ନାଁରେ ଆସିଥିବା ଅଭିଯୋଗ ଉପରେ ଗାନ୍ଧୀ ପରିବାର ଚୁପ୍‌ କାହିଁକି’

ନୂଆଦିଲ୍ଲୀ,୧୯।୯: ପଞ୍ଜାବରେ ଚାଲିଥିବା ରାଜନୈତିକ ଲଢେଇ ଶେଷରେ ସମାଧାନ ହୋଇଛି। ସୁଖଜିନ୍ଦର ସିଂ ରାନ୍ଧଓ୍ବାଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାଜପା ପଞ୍ଜାବ କଂଗ୍ରେସକୁ ଟାର୍ଗେଟ କରିଛି। ଭାଜପା ଏମ୍‌ପି ତଥା...

ବିନା ବିରୋଧୀ ଦଳରେ ରାଜ୍ୟରେ ଚାଲିବ ସରକାର, ଏକଜୁଟ ହେଲେ ସଭିଏଁ…

କୋହିମା,୧୯।୯: ନାଗାଲାଣ୍ଡରେ ବିରୋଧ ଦଳ ବିନା ସରକାର ଚାଲିବ। ସମସ୍ତ ରାଜନୈତିକଦଳ ଏହି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି। ବିରୋଧୀ ବିନା ସରକାର ଚଳାଇବାରେ ନାଗାଲାଣ୍ଡ ଦେଶର ଏକମାତ୍ର ରାଜ୍ୟ ହେବ। ସରକାର ଏବଂ ବିରୋଧୀ ଦଳର ନେତାଙ୍କ ପରାମର୍ଶ...

ଉତ୍ତରାଖଣ୍ଡ ବେକାରି ଯୁବକଙ୍କ ପାଇଁ କେଜରିୱାଲଙ୍କ ବଡ ଘୋଷଣା

ଡେରାଡୁନ,୧୯ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଦିବସୀୟ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । କୁହାଯାଉଥିଲା କି ତୃତୀୟ ଥର ଲାଗି ଉତ୍ତରାଖଣ୍ଡ ଆସୁଥିବା ମୁଖ୍ୟମନ୍ତ୍ରୀ କେଜରିୱାଲ ବେକାରୀ ସମସ୍ୟାକୁ...

ପ୍ରାୟ ୧୨ ସପ୍ତାହ ପାଇଁ କାର୍ଯ୍ୟ କରିବେ ନୂଆ ମୁଖ୍ୟମନ୍ତ୍ରୀ …

ଚଣ୍ଡିଗଡ଼,୧୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ହାଇକମାଣ୍ଡ ଅଡୁଆରେ ପଡ଼ିଛନ୍ତି। ହାଇକମାଣ୍ଡ ଏନେଇ ଅମ୍ବିକା ସୋନୀଙ୍କୁ କହିଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖାନ କରିଥିବା...

ସାଢ଼ ୪ ବର୍ଷର ହିସାବ ଦେଲେ ମୁଖ୍ୟମନ୍ତ୍ରୀ …

ଲକ୍ଷ୍ନୌ,୧୯।୯: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ତାଙ୍କ ଶାସନ ସମୟରେ ହୋଇଥିବା ସାଢ଼େ ୪ ବର୍ଷର ହିସାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡରେ ସଫଳତାର ବାର୍ତ୍ତା ପ୍ରଦାନ କରାଯାଇଛି। କେନ୍ଦ୍ର...

ରାଜସ୍ଥାନ-ଛତିଶଗଡ଼କୁ ନେଇ ଚର୍ଚ୍ଚା ଆରମ୍ଭ, ଚିନ୍ତାରେ ଗେହଲଟ-ବ।ଘେଲା …

ଜୟପୁର/ରାୟପୁର,୧୯।୯: କଂଗ୍ରେସ ହାଇକମାଣ୍ଡ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛନ୍ତି। ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ଅଙ୍କକଷା ଜାରି ରହିଛି। ଏବେ ସମସ୍ତଙ୍କ ଆଖି ରାଜସ୍ଥାନ ଏବଂ ଛତିଶଗଡ ଉପରେ ରହିଛି। ଏହି ୨ ରାଜ୍ୟରେ ମଧ୍ୟ ପଞ୍ଜାବ ଭଳି...

୨୪ ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ବିମାନ କିଣିବା ପାଇଁ ଭାରତ-ଫ୍ରାନ୍ସ୍‌ ଚୁକ୍ତି…

ନୂଆଦିଲ୍ଲୀ,୧୯।୯: ଭାରତୀୟ ବାୟୁସେନାର ଶକ୍ତି ପୁଣି ବୃଦ୍ଧି ପାଇବାକୁ ଯାଉଛି। ଭାରତ ଫ୍ରାନ୍ସ୍‌ଠାରୁ ୨୪ଟି ସେକେଣ୍ଡ ହ୍ୟାଣ୍ଡ ମିରାଜ-୨୦୦୦ ଯୁଦ୍ଧ ବିମାନ କିଣିବାକୁ ଯାଉଛି। ଏନେଇ ଭାରତ ଫ୍ରାନ୍ସ୍‌ ମଧ୍ୟରେ ଚୁକ୍ତି ହୋଇଛି। ଭାରତୀୟ ବାୟୁସେନା ଏହାର ଚତୁର୍ଥ ପିଢ଼ିର...

ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ, ଭାଜପା ପାଇଁ ମାଷ୍ଟରଷ୍ଟ୍ରୋକ୍‌-କଂଗ୍ରେସ ଲାଗି ହିଟ୍‌ ଓ୍ବିକେଟ୍‌..

ନୂଆଦିଲ୍ଲୀ/ଚଣ୍ଡିଗଡ଼,୧୯।୯: ଏବେ ଦେଶର କେତେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଜାରି ରହିଛି। ଭାଜପା ପକ୍ଷରୁ କର୍ନାଟକ, ଉତ୍ତରାଖଣ୍ଡ ଏବଂ ଗୁଜରାଟରେ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯାଇଛି। ଭାଜପା ପାଇଁ ଏହା ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହୋଇଛି। କଂଗ୍ରେସ ହାଇ କମାଣ୍ଡ ଏବେ...

ସିବିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା ନଭେମ୍ବରରେ, ଅକ୍ଟୋବର ଦ୍ୱିତୀୟାର୍ଦ୍ଧରେ ଟାଇମ୍‌ ଟେବୁଲ ଘୋଷଣା …

ନୂଆଦିଲ୍ଲୀ,୧୯।୯: ଦୁଇ ଭାଗରେ ଅନୁଷ୍ଠିତ ହେବାକୁ ଥିବା ସିବିଏସଇ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ନଭେମ୍ବର ମଧ୍ୟଭାଗରୁ ଆରମ୍ଭ ହେବ। ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯିବ। ସିବିଏସଇ ଅଧିକାରୀଙ୍କ ଅନୁଯାୟୀ,...

୮୫ ପ୍ରତିଶତ ଯାତ୍ରୀ କରିପାରିବେ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୯ ।୯: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମି ଆସୁଥିବା ବେଳେ ଜୀବନଯାତ୍ରା ସାଧାରଣ ହେବାକୁ ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ଏବେ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି କରିବାକୁ ଯାଉଛି ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri