ଜାତୀୟ

ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଆସିଛି ଜ୍ୱର, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୮।୯: ଦେଶରେ ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଜ୍ୱର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗୋଆର କରୋନା ଯୋଦ୍ଧାଙ୍କ ସହିତ ଆଲୋଚନା ସମୟରେ ଏଭଳି କହିଛନ୍ତି। ସେ କାହାର ନାମ ନେଇ କଂଗ୍ରେସ...

ଡ୍ରୋନ୍‌ ଆକ୍ରମଣର କଡ଼ା ଜବାବ ଦେବ ସେନା, ୪୬୦ ଯବାନଙ୍କୁ ତାଲିମ…

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଏଲ୍‌ଓସିରେ ଏବେ ଆଉ ସୀମା ପାର ଡ୍ରୋନ୍‌ ଆକ୍ରମଣର କଡ଼ା ଜବାବ ଦେବାକୁୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ସାରିଛି। ଶନିବାର ଡ୍ରୋନ୍‌ ଆକ୍ରମଣର ମୁକାବିଲା ପାଇଁ ଆବଶ୍ୟକ ତାଲିମ ନେବା...

୯ ମାସର ଶିଶୁ ସମେତ ଗୋଟିଏ ପରିବାରର ୫ ମୃତ, କାରଣ ଅସ୍ପଷ୍ଟ

ବେଙ୍ଗାଲୁରୁ,୧୮ ।୯: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଏକ ଘଟଣା ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ବ୍ୟାଦରହଲ୍ଲୀ ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଘର ଭିତରୁ ମିଳିବା ପରେ ଉକ୍ତ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ...

ବର୍ଷା ପାଣିରୁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ, ଆଇଆଇଟିର ସଫଳତା …

ନୂଆଦିଲ୍ଲୀ,୧୮।୯: ଏଣିକି ବର୍ଷା ପାଣିରୁ ମଧ୍ୟ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହୋଇପାରିବ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ପକ୍ଷରୁ ଦୀର୍ଘଦିନ ଗବେଷଣା କରାଯିବା ପରେ ଏନେଇ ଏକ ମେଶିନ୍‌ ବିକଶିତ କରାଯାଇଛି। ଏହି ମେଶିନ୍‌ ଜଳ ବୁନ୍ଦା,...

ଭବାନୀପୁରରେ ଭାଜପାର ଗୁପ୍ତ ପ୍ରଚାର, ବଡ଼ ରାଲିକୁ ମନା…

କୋଲକାତା,୧୮।୯: ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଗୁପ୍ତ ପ୍ରଚାର ଆରମ୍ଭ ହୋଇଛି। ବିଧାନସଭା ନିର୍ବାଚନ ସମୟରେ ଦେଖାଦେଇଥିବା ହିଂସାକୁ ଦୃଷ୍ଟିରେ ରଖି...

ବାଲ୍ୟ ବିବାହର ପଞ୍ଜିକରଣ ମାସେ ମଧ୍ୟରେ ଜରୁରୀ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିି ନେଇ ବିରୋଧୀଙ୍କ ପ୍ରତିବାଦ …

ଜୟପୁର,୧୮।୯: ଏଣିକି ରାଜ୍ୟରେ ବାଲ୍ୟ ବିବାହର ପଞ୍ଜିକରଣ ମାସେ ମଧ୍ୟରେ କରିବା ବାଧ୍ୟତାମୂଳକ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କପକ୍ଷରୁ ବିବାହ ପଞ୍ଜିକରଣ ଅନିବାର୍ଯ୍ୟ ଆଇନ-୨୦୨୧କୁ ସଂଶୋଧନ କରିଛନ୍ତି। ୧୮ ବର୍ଷରୁ...

ଦୈନିକ ସଂକ୍ରମଣ ପୁଣି ବଢୁଛି…

ନୂଆଦିଲ୍ଲୀ,୧୮।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ...

ଆସନ୍ତା ୩ ମାସ ସତର୍କ ନ ରହିଲେ ବିପଦ,ବିଶେଷଜ୍ଞଙ୍କ ଚେତାବନୀ…

ନୂଆଦିଲ୍ଲୀ,୧୮।୯: କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କରୋନାର ଦ୍ୱିତୀୟ ଲହର ଥମିବାରେ ଲାଗିଛି। କିନ୍ତୁ ଆସନ୍ତା ତିନି ମାସ ମଧ୍ୟରେ ଲୋକମାନେ ସତର୍କ ରହିବା ଆବଶ୍ୟକ। ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ତିନି ମାସ...

୮ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ନାମ ସୁପାରିସ

ନୂଆଦିଲ୍ଲୀ, ୧୮।୯: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ୟୁ.ୟୁ. ଲଲିତ ଏବଂ ଏ.ଏମ୍‌. ଖାନ୍‌ଓ୍ବିଲକରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ୍‌ ୮ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ନାମ ସୁପାରିସ କରିଛନ୍ତି। ଏକାଥରେ...

ବଢିପାରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅଡୁଆ

ଚଣ୍ଡିଗଡ଼,୧୮ ।୯: ପଞ୍ଜାବ କଂଗ୍ରେସ ପାଇଁ ଶନିବାର ବଡ ଦିନ ବୋଲି କୁହାଯାଉଛି । କାରଣ ଶନିବାର ଏଆଇସିସି ସନ୍ଧ୍ୟା ୫ଟାରେ ବିଧାୟକ ଦଳର ବୈଠକ ଡାକିଛି । ଏଥିରେ ସମସ୍ତ ବିଧାୟକ ଯୋଗ ଦେବାକୁ କୁହାଯାଇଛି । ଏବେ...

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି

ମୁମ୍ବାଇ,୧୮ ।୯: ନିକଟରେ ଦିଲ୍ଲୀ ସ୍ପେଶାଲ ସେଲ୍ ଦ୍ୱାରା ୬ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଦେଶରେ ହେବାକୁ ଯାଉଥିବା ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ଏଡାଇ ଦିଆଯାଇଥିଲା । ହେଲେ ଏମାନଙ୍କ ମଧ୍ୟରେ ମୁମ୍ବାଇ ଧରାବିର ଜଣେ...

ସୋସିଆଲ ମିଡିଆରେ ଯୁବକଙ୍କ ବ୍ରେନ୍ ୱାଶ କରୁଛି ଆଇଏସ୍‌, ଚେତାବନୀ ଦେଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୮ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରେ ଏବେ ଏହାର କିଛି ପାଶ୍ୱର୍ ପ୍ରତିକ୍ରିୟା ଭାରତ ଉପରେ ପଡିବାକୁ ଯାଉଥିବା କୁହାଗଲାଣି । ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ବି ତାଲିବାନକୁ ଦେଖି ପୁଣିଥରେ ସକ୍ରିୟ ହେବା ମୁଡରେ ରହିଲେଣି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri