ଜାତୀୟ

ଜିଏସ୍‌ଟିରେ ସାମିଲ କରିବାକୁ ବିଚାର କରିବେ

ନୂଆଦିଲ୍ଲୀ,୧୪।୯: ସାରା ଦେଶରେ ବର୍ତ୍ତମାନ ତୈଳ ଦର ରେକର୍ଡ ଉଚ୍ଚତାରେ ରହିଛି। ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା...

ପୁଣି ଥରେ ଭାଜପା ଏମ୍‌ପିଙ୍କ ଘରେ ଫୁଟିଲା ବୋମା

କୋଲକାତା, ୧୪।୯: ଭାଜପାର ପଶ୍ଚିମବଙ୍ଗ ଏମ୍‌ପି ଅର୍ଜୁନ ସିଂଙ୍କ ଘର ଆଗରେ ମଙ୍ଗଳବାର ସକାଳ ୯ଟାରେ ବୋମା ମାଡ଼ କରାଯାଇଛି। ତେବେ ଭାଜପା ଏମ୍‌ପିଙ୍କ ଘର ଆଗରେ ବୋମା ମାଡ଼ କରାଯିବାର ଏହା ପ୍ରଥମ ଘଟଣା ନୁହେଁ। ଗତ ୮...

ଚାନ୍ଦିପୁର ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍‌

ବାଲେଶ୍ୱର ଅଫିସ, ୧୪।୯: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା(ଆଇଏସ୍‌ଆଇ)କୁ ଯୋଗାଇ ଦେଉଥିଲେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ। ମୁଖ୍ୟତଃ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର ବିଭିନ୍ନ ତଥ୍ୟ ପ୍ରଘଟ କରୁଥିଲେ ଡିଆର୍‌ଡିଓର କିଛି କର୍ମଚାରୀ...

ପାର୍ବଣରେ ରକ୍ତପାତ ଚକ୍ରାନ୍ତରେ ଥିଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୪।୯: ଆଗକୁ ଆସୁଥିବା ପାର୍ବଣରେ ବିଭିନ୍ନ ରାଜ୍ୟରେ ବଡ଼ ଧରଣର ବିସ୍ଫୋରଣ ଯୋଜନା କରିଥିଲେ ଆତଙ୍କବାଦୀ। ତେବେ ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଇଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ। ବିଭିନ୍ନ ରାଜ୍ୟରୁ ୬ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି, ସେମାନଙ୍କ...

ଦେଶର ବିକାଶରେ ଉତ୍ତରପ୍ରଦେଶ ଆଗୁଆ: ମୋଦି

ଆଲିଗଡ଼,୧୪।୯: ଡବଲ ଇଞ୍ଜିନ ସରକାରଙ୍କ ଡବଲ ଫାଇଦା ପାଇବାରେ ଉତ୍ତରପ୍ରଦେଶ ଏକ ଜ୍ୱଳନ୍ତ ଉଦାହରଣ। ଦିନେ ଦେଶର ଉନ୍ନତିରେ ବାଧା ଦେଉଥିଲା ଉତ୍ତରପ୍ରଦେଶ। ଆଉ ଏବେ ଦେଶର ଉନ୍ନତିରେ ଏହି ରାଜ୍ୟ ନେତୃତ୍ୱ ନେଉଛି। ଆଲିଗଡ଼ରେ ରାଜା ମହେନ୍ଦ୍ର ପ୍ରତାପ...

ବଳାତ୍କାର ମାମଲାରେ ଏଲଜେପିର ପ୍ରିନ୍ସ ପାଶ୍ୱାନ

ନୂଆଦିଲ୍ଲୀ,୧୪।୯: ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଏମ୍‌ପି ଚିରାଗ ପାଶ୍ୱାନଙ୍କ ସମ୍ପର୍କୀୟ ଭାଇଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଏହି ମାମଲାରେ ଚିରାଗଙ୍କ ନାମ ମଧ୍ୟ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମହିଳା ଜଣକ ଏଲଜେପିିର ଜଣେ...

କଂଗ୍ରେସ ଛାଡି ଟିଏମ୍‌ସିରେ ଯୋଗ ଦେଇଥିବା ସୁସ୍ମିତା ଦେବଙ୍କୁ ରାଜ୍ୟ ସଭା ପଠାଇବେ ମମତା

କୋଲକାତା,୧୪ ।୯: ଗତ ମାସରେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗ ଦେଇଥିବା ସୁସ୍ମିତା ଦେବଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସଭା ପ୍ରାର୍ଥୀ କରିଛନ୍ତି । ତୃଣମୂଳ କଂଗ୍ରେସର ଟୁଇଟରରେ ଉଲ୍ଲେଖ କରାଯାଇଛି କି...

ପିଲାଦିନ କଥା ମନେପକାଇଲେ ମୋଦି

ଆଲିଗଡ.୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରପ୍ରଦେଶର ଆଲିଗଡରେ ପହଞ୍ଚି ରାଜ ମହେନ୍ଦ୍ର ପ୍ରତାପ ସିଂ ଯୁନିଭରସିଟିର ଶିଳାନ୍ୟାସ କରିଛନ୍ତି। ଏଠାରେ ସେ ତାଙ୍କ ଭାଷଣ ସମୟରେ ୟୁପିର ନିର୍ବାଚନୀ ବିଗୁଲକୁ ବଜାଇଛନ୍ତି। ବିରୋଧୀଙ୍କୁ ଟାର୍ଗେଟ କରି ମୋଦି ସେମାନଙ୍କୁ...

ଦିଦିଙ୍କ ଉପରେ ସଙ୍କଟ, ପ୍ରାର୍ଥୀପତ୍ର ନାକଚ ହେବା ଆଶଙ୍କା…

କୋଲକାତା,୧୪।୯: ପଶ୍ଚିମବଙ୍ଗ ଭବାନୀପୁର ବିଧାନସଭା ଆସନରେ ସେପ୍ଟେମ୍ବର ୩୦ରେ ଉପ ନିର୍ବାଚନ ହେବ। ଏହି ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ଏବେ ଦିଦିଙ୍କ ଉପରେ ସଙ୍କଟ ଦେଖାଦେଇଛି। ତାଙ୍କ ପ୍ରାର୍ଥୀପତ୍ର ନାକଚ ହେବାର...

ଅମରାବତିରେ ଡଙ୍ଗାବୁଡି: ୧୧ ମୃତ, ୮ ନିଖୋଜ

ୱାର୍ଧା,୧୪ ।୯: ମହାରାଷ୍ଟ୍ରର ଅମରାବତିରେ ଡଙ୍ଗା ଓଲଟି ଯିବାରୁ ୧୧ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୮ ଜଣ ନିଖୋଜ ଥିବା ଜଣାପଡିଛି । ୱାର୍ଧା ନଦୀରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ...

କଳାକୋଟ ପିନ୍ଧିଛନ୍ତି ବୋଲି ଆପଣଙ୍କ ଜୀବନ ନୁହେଁ ଅଧିକ ମୂଲ୍ୟବାନ, ଏସ୍‌ସି…

ନୂଆଦିଲ୍ଲୀ,୧୪।୯: ଆଇନଜୀବୀଙ୍କ ଉଦ୍ଦେଶ୍ୟରେ ସୁପ୍ରିମ୍‌କୋର୍ଟ (ଏସ୍‌ସି) କଠୋର ମନ୍ତବ୍ୟ ପ୍ରୟୋଗ କରିଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯେ, କଳାକୋଟ ପିନ୍ଧିଛନ୍ତି ବୋଲି ଆପଣଙ୍କ ଜୀବନ ଅଧିକ ମୂଲ୍ୟବାନ ନୁହେଁ। ସାଧାରଣ ଲୋକଙ୍କ ପାଇଁ ଜାରି ହୋଇଥିବା ନିୟମ ଆଇନଜୀବୀଙ୍କ ଲାଗି ବି...

କୃଷକ ଆନ୍ଦୋଳନ ଯୋଗୁ ୯,୦୦୦ କମ୍ପାନୀଙ୍କ କ୍ଷତି, କେନ୍ଦ୍ର ସହିତ ୪ ରାଜ୍ୟକୁ ଏନ୍‌ଏଚ୍‌ଆର୍‌ସି ନୋଟିସ୍‌…

ନୂଆଦିଲ୍ଲୀ,୧୪।୯: କୃଷକଙ୍କ ଆନ୍ଦୋଳନ ଦ୍ୱାରା ୯,୦୦୦ରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ କମ୍ପାନୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ସମେତ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନ ଆଦି ୪ ରାଜ୍ୟକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି )...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri