ଜାତୀୟ

‘ଉଡାଣ’ ଯୋଜନାରେ ଉତ୍ତର ପ୍ରଦେଶ କୁଶିନଗର ସମେତ ୪ ସହରରେ ହେବ ବିମାନ ବନ୍ଦର: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯ ।୯: କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ତାଙ୍କ ମନ୍ତ୍ରଣ।।ଳୟର ଯୋଜନା ଓ କାର୍ଯ୍ୟକୁ ନେଇ ବଡ ଘୋଷଣା କରିଛନ୍ତି । ଦେଶରେ ୪ଟି ନୂଆ ବିମାନ ବନ୍ଦର ନିର୍ମାଣ ଓ ‘ଉଡାଣ’ ଯୋଜନାର...

ଆଇଆଇଏସ୍‌ସି ଦେଶର ସର୍ବଶ୍ରେଷ୍ଠ ଗବେଷଣା ପ୍ରତିଷ୍ଠାନ: ଶିକ୍ଷାମନ୍ତ୍ରୀ

ବେଙ୍ଗାଲୁରୁ,୯ା୯: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ବେଙ୍ଗାଲୁରୁ ହେଉଛି ଦେଶର ସର୍ବୋତ୍ତମ ଗବେଷଣା ପ୍ରତିଷ୍ଠାନ। ସେହିପରି ଆଇଆଇଟି ମାଡ୍ରାସ ଦ୍ୱିତୀୟ ଶ୍ରେଷ୍ଠ ଏବଂ ଆଇଆଇଟି ବମ୍ବେ ଗବେଷଣା କ୍ଷେତ୍ରରେ ତୃତୀୟ ଶ୍ରେଷ୍ଠ ଅନୁଷ୍ଠାନ ଭାବରେ ତାଲିକାରେ ସ୍ଥାନ ପାଇଛି। ଶିକ୍ଷାମନ୍ତ୍ରୀଙ୍କ...

ଫ୍ଲାଟରୁ ମିଳିଲା କଶ୍ମୀର ନେତାଙ୍କ ମୃତଦେହ

ନୂଆଦିଲ୍ଲୀ,୯।୯: ରାଜଧାନୀସ୍ଥିତ ମୋତି ନଗର ଅଞ୍ଚଳର ଏକ ଫ୍ଲାଟରୁ ଗୁରବାର ମିଳିଛି ଜମ୍ମୁ କଶ୍ମୀରର ନେତା ୱାଜିରଙ୍କ ମୃତଦେହ । ରହସ୍ୟମୟ ପରିସ୍ଥିତିରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାରୁ ହତ୍ୟା କରାଯାଇଥିବା କିଛି ରିପୋର୍ଟରେ ଦାବି କରାଯାଇଛି। ତେବେ ଏ...

ଅନୀଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୯।୯: ରୁଣରେ ବୁଡିଥିବା ପ୍ରଖ୍ୟାତ ବ୍ୟବସାୟ ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ମେଟ୍ରୋ (ଡିଏମଆରସି) ବିରୋଧରେ ହୋଇଥିବା ମାମଲାରେ ଏକ ବଡ଼ ବିଜୟ ହାସଲ କରିଛି ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର। ଫଳରେ ଦିଲ୍ଲୀ ମେଟ୍ରୋରୁ ରିଲାଏନ୍ସ...

ରାହୁଲ ଗାନ୍ଧୀଙ୍କୁ ଭେଟିଲେ କହ୍ନେୟା କୁମାର: କଂଗ୍ରେସକୁ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୯।୯:କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିପିଆଇ ନେତା କହ୍ନେୟା କୁମାରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ହେବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ହେଉଛି କହ୍ନେୟା କୁମାର ସିପିଆଇ ଛାଡି କଂଗ୍ରେସରେ ଯୋଗ ଦେବେ। ଅବଶ୍ୟ ଏନେଇ...

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

ଡେରାଡୁନ,୯ ।୯: ଇସ୍ତଫା ଦେଇଛନ୍ତି ଉତ୍ତରାଖଣ୍ଡର ରାଜ୍ୟପାଳ ବେବି ରାଣି ମୌର୍ଯ୍ୟ । ତିନି ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ସେ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମ ସହ କଥା ହୋଇ ସେ କହିଛନ୍ତି ଆଗକୁ ବି ସେ...

ଝାଡ଼ଖଣ୍ଡ ବିଧାନସଭାରେ ନମାଜ ପାଠ ପାଇଁ କୋଠରୀ ଯୋଗାଇ ଦେବାକୁ ନେଇ ଭାଜପାର ବିରୋଧ ପ୍ରଦର୍ଶନ

ରାଞ୍ଚି,୯ ।୯: ଝାଡ଼ଖଣ୍ଡ ବିଧାନସଭାରେ ନମାଜ ପାଠ କରିବାକୁ କୋଠରୀ ଯୋଗାଇ ଦେବାକୁ ବିରୋଧ କରି ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଶହ ଶହ କର୍ମୀ ବିଧାନସଭା ଘେରାଉ ପାଇଁ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ଝାଡ଼ଖଣ୍ଡ ମୁକ୍ତି...

କରୋନା ରୋଗୀଙ୍କ ହସ୍ପିଟାଲ ବିଲ୍ ଦେଢ କୋଟି ଟଙ୍କା!

ନୂଆଦିଲ୍ଲୀ,୯ ।୯: ରାଜଧାନୀ ଦିଲ୍ଲୀରେ ପ୍ରାଇଭେଟ ହସ୍ପିଟାଲଙ୍କ ମନମାନି ପୁଣିଥରେ ସାମ୍ନାକୁ ଆସିଛି । ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲ ଦ୍ୱାରା ଜଣେ କରୋନା ରୋଗୀଙ୍କ ଚିକିତ୍ସା ବିଲ ୧ କୋଟି ୬୦ ଲକ୍ଷ ହୋଇଥିବା ଜଣାପଡିଛି ।...

୬ ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ…

ନୂଆଦିଲ୍ଲୀ,୯।୯: ରାଜ୍ୟ ସଭାର ୬ ଆସନ ପାଇଁ ଅକ୍ଟୋବର ୪ରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ ଗୁଡ଼ିକ ତାମିଲନାଡୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଆସାମ ପାଇଁ ଉଦ୍ଦିଷ୍ଟ। ଏହା ସହିତ...

ହାଇକୋର୍ଟରେ କଙ୍ଗନାଙ୍କୁ ଝଟ୍‌କା, ମାନହାନି ମାମଲା ରଦ୍ଦ ଆବେଦନ ଖାରଜ…

ମୁମ୍ବାଇ,୯।୯: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିଛି। ତଙ୍କେ ବିରୋଧରେ ଜାଭେଦ ଅଖତର ମାନହାନି ମକଦ୍ଦମା ଦାଏର କରିଥିଲେ। ଏହି ମାମଲାକୁ ରଦ୍ଦ କରିବା ପାଇଁ କଙ୍ଗନାଙ୍କ ଦ୍ୱାରା ବମ୍ବେ ହାଇକୋର୍ଟରେ ଏକ ଆବେଦନ...

ଏମ୍ସରେ ଖୁବଶୀଘ୍ର ଆରମ୍ଭ ହେବ ନାଜାଲ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ,୯ ।୯: କରୋନା ମହାମାରୀର ତୃତୀୟ ଲହରକୁ ଦେଖି ଏବେ ସମସ୍ତେ ଭୟଭୀତ । କେଉଁଠି କେଉଁଠି ତୃତୀୟ ଲହର ଆସିଯାଇଥିବା କୁହାଯାଉଥିବା ବେଳେ ଏହା ଶିଶୁମାନଙ୍କ ଉପରେ ବିଶେଷ ପ୍ରଭାବ ପକାଉଥିବା କୁହାଯାଉଛି । ତେବେ କରୋନାକୁ ଦୂରେଇବା...

ମଧ୍ୟ ଏସିଆ ସୁରକ୍ଷା ପାଇଁ ଭାରତ-ରୁଷିଆ ଏକଜୁଟ…

ନୂଆଦିଲ୍ଲୀ/ମସ୍କୋ,୯।୯: ଆଫଗାନିସ୍ତାନରେ ତାଲିବାନ ଦଖଲ କରିବା ପରଠାରୁ ମଧ୍ୟ ଏସିଆ ପ୍ରତି ବିପଦ ଦେଖାଦେଇଛି। ତାଲିବାନକୁ ହାତ ବାରିସି କରି ପାକିସ୍ତାନ ଏବଂ ତୁର୍କୀ ନିଜ ସ୍ବାର୍ଥ ହାସଲ ପାଇଁ ମଧ୍ୟ ଏସିଆରେ ଅଶାନ୍ତି ସୃଷ୍ଟି କରିବାର ଷଡ଼ଯନ୍ତ୍ର କରୁଛନ୍ତି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri