ଜାତୀୟ

‘୨୮ ଦିନରେ କୋଭିଶିଲ୍ଡ ଦ୍ୱିତୀୟ ଡୋଜ୍‌ ଦିଅ’

ପୁଣେ, ୭।୯: କେରଳରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଥିବା ବେଳେ ୧୨ ସପ୍ତାହ ପରିବର୍ତ୍ତେ ୪ ସପ୍ତାହ ପରେ କୋଭିଶିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ଦେବା ପାଇଁ ହାଇକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଟିକା ନେବାକୁ ଚାହୁଁଛନ୍ତି,...

ସ୍ତ୍ରୀଙ୍କୁ ଗୁଳି କଲେ ଯବାନ

ପାଟନା, ୬।୯: ଭାରତୀୟ ସେନାର ଜଣେ ଯବାନ ତାଙ୍କ ସ୍ତ୍ରୀଙ୍କ ସମେତ ୩ ମହିଳାଙ୍କୁ ଗୁଳି କରିଛନ୍ତି। ବିହାର ଚମ୍ପାରନ୍‌ ଜିଲାରେ ଏହି ଘଟଣା ଘଟିଛି। ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ପୋଷ୍ଟିଂ ହୋଇଥିବା ଅଭିଯୁକ୍ତ ଯବାନ ନରେଶ ଶାହା ଛୁଟିରେ ବିହାର...

କର୍ନାଟକରେ ଗଣେଶ ପୂଜା ପାଇଁ ଆସିଲା ଗାଇଡ୍‌ଲାଇନ

ବେଙ୍ଗାଲୁରୁ,୬।୫: ଗଣେଶ ପୂଜା ପାଇଁ କର୍ନାଟକରେ ଜାରି ହେଲା ନୂଆ ଗାଇଡ୍‌ଲାଇନ । ଗାଇଡ୍‌ଲାଇନ ଅନୁସାରେ କୋଭିଡ ସଂକ୍ରମଣ ହାର ୨ ପ୍ରତିଶତରୁ କମ୍‌ ଥିବା ଜିଲାରେ ପୂଜା ହୋଇପାରିବ। କିନ୍ତୁ ଏହି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭଯାତ୍ରା ଉପରେ...

କନ୍ୟା ୭୫କୁ ବର ୯୦: ପରିବାରର ସହମତିରେ ହେଲା ବିବାହ

ଲକ୍ଷ୍ନୌ,୬ ।୯: ‘ଉମ୍ର ୫୫କି ଦିଲ ବଚପନ କା’ ହିନ୍ଦୀର ଏହି ପ୍ରୋଭର୍ବ ଏବେ ସତକୁ ସତ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ରାମପୁରରେ ଏମିତି ଏକ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ୯୦ ବର୍ଷର...

ଗୀତ ଗାଇଲେ କଂଗ୍ରେସ୍ ଏମ୍‌ପି ଶଶୀ ଥରୁର

ଶ୍ରୀନଗର,୬ ।୯: ଏଥର ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ଏମ୍‌ପି ଶଶୀ ଥରୁର । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଗୀତ ଗାଇବାର ଭିଡିଓ ଶେୟାର କରିଛନ୍ତି । ସେ ଗାଉଛନ୍ତି, ‘ଏକ ଅଜନବି...

ଗିରଫ ହେଲେ ଅଭିନେତ୍ରୀ ଲିନା ମାରିଆ ପଲ୍‌

ନୂଆଦିଲ୍ଲୀ,୬।୯: ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଗିରଫ ହେବା ପରେ, ଏବେ ତାଙ୍କ ପ୍ରେମିକା ଅଭିନେତ୍ରୀ ଲିନା ମାରିଆ ପଲ୍‌ଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ମାରିଆଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ...

ସ୍ତ୍ରୀଙ୍କ ମୁହଁରେ ଗ୍ୟାସ୍‌ ପାଇପ୍‌ ଭର୍ତ୍ତି କରିଦେଲେ ସ୍ବାମୀ: ଆଉ ତା’ପରେ..

ଭୋପାଳ,୬।୯: ମଧ୍ୟପ୍ରଦେଶର ଇଟାରସିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ଝଗଡା ଲାଗିବାରୁ ରାଗରେ ସ୍ବାମୀ ସ୍ତ୍ରୀଙ୍କ ପାଟିରେ ଗ୍ୟାସ୍‌ ପାଇପ୍‌ ଭର୍ତ୍ତି କରି ହତ୍ୟା କରିଛନ୍ତି। ହତ୍ୟା ଅଭିଯୋଗରେ ପୋଲିସ ରେଳ ଷ୍ଟେଶନରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।...

୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ିଲା ଆଂଶିକ ଲକ୍‌ଡାଉନ୍‌…

ଆଇଜଲ୍‌,୬।୯: ମିଜୋରାମ ସରକାର ଆଇଜଲ ମ୍ୟୁନିସିପାଲିଟି କର୍ପୋରେସନ ଅଞ୍ଚଳରେ ଆଂଶିକ ଲକ୍‌ଡାଉନ ଘୋଷଣା କରିବା ସହିତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କୋଭିଡ ସମ୍ବନ୍ଧୀୟ କଟକଣାକୁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ କଟକଣାକୁ କିଛିା ମାତ୍ରାରେ କୋହଳ କରାଯାଇଛି।...

ଝାଡ଼ଖଣ୍ଡ ବିଧାନସଭା ନମାଜ କୋଠରୀରେ ତାଣ୍ଡବ ‘ଭଜନ-କିର୍ତ୍ତନ’ କରିବାକୁ ବସିଲେ ଭାଜପା ବିଧାୟକ

ରାଞ୍ଚି,୬ ।୯: ଝାଡ଼ଖଣ୍ଡ ବିଧାନସଭାରେ ସୋମବାର ତାଣ୍ଡବ ହୋଇଛି । ବିଧାନସଭା ପରିସରରେ ନମାଜ ପାଇଁ ଭିନ୍ନ କୋଠରୀ ଆଲଟମେଣ୍ଟକୁ ନେଇ ଏହା ହୋଇଛି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକମାନେ ହଙ୍ଗାମା କରିଛନ୍ତି । ନମାଜ...

‘ଅନ୍ୟ କାନ୍ଧରେ ବନ୍ଧୁକ ରଖି ଚଲାଇବା ରାହୁଲଙ୍କ ଅଭ୍ୟାସ’

ନୂଆଦିଲ୍ଲୀ,୬।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟୁଇଟକୁ ନେଇ ରାଜନୀତି ସରଗରମ ହୋଇଛି। ସେ କୃଷକ ଆନ୍ଦୋଳନର ଏକ ପୁରୁଣା ଫଟୋ ଟୁଇଟ୍‌ କରିବା ପରେ ଭାଜପା ତାଙ୍କ ଉପରେ ବର୍ଷିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର ରାହୁଲଙ୍କୁ...

ଭିଡିଓ କଲ୍‌ରେ ସ୍ତ୍ରୀ ପୁଅର ଚେହେରା ନ ଦେଖାଇବାରୁ ସ୍ବାମୀ ନେଲେ ଚରମ ନିଷ୍ପତ୍ତି, ଜାଣିଲେ…

ଭୋପାଳ,୬ା୯: ମଧ୍ୟପ୍ରଦେଶର ଶିବାନୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାଗି କି ବାପଘର ଚାଲି ଯାଇଥିବା ଜଣେ ମହିଳା ଭିଡିଓ କଲ୍‌ରେ ପୁଅର ମୁହଁ ସ୍ବାମୀଙ୍କୁ ନ ଦେଖାଇବାରୁ ସ୍ବାମୀ ରଶି ଲଗାଇ ଆତ୍ମହତ୍ୟା କରିବା ଖବର ସମସ୍ତଙ୍କୁ...

ଶ୍ୱଶୁର ଘରେ ପହଞ୍ଚି ନବବିବାହିତା ସ୍ତ୍ରୀଙ୍କୁ ବେଲ୍ଟରେ ନିର୍ଧୂମ ପିଟିଲେ ସ୍ବାମୀ, ଆଉ ତା’ ପରେ…

ଭୋପାଳ,୬ା୯: ଗ୍ବାଲିଅରରେ ଜଣେ ନବବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ଘରୁ ତଡ଼ି ଦେଇଥିଲେ। ଫଳରେ ସେ ତାଙ୍କ ବାପଘରକୁ ଚାଲିଯାଇଥିଲେ। ଏଥିରେ କ୍ରୋଧାନ୍ବିତ ହୋଇ ଜ୍ୱାଇଁ ପହଞ୍ଚିଥିଲେ ଶ୍ୱଶୁର ଘରେ। ପରେ ମାର୍‌ପିଟ୍‌ ଆରମ୍ଭ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri