ଜାତୀୟ

ଡରାଉଛି ଡେଙ୍ଗୁ: ଘର ଛାଡୁଛନ୍ତି ଲୋକେ!

ଫିରୋଜାବାଦ,୪ ।୯: କରୋନା ପରେ ଏବେ ଲୋକଙ୍କୁ ଡରାଉଛି ଡେଙ୍ଗୁ । ଉତ୍ତର ପ୍ରଦେଶର ଫିରୋଜାବାଦରେ ଡେଙ୍ଗୁ ଓ ଭାଇରାଲ ଫିବରରେ ପୀଡ଼ିତ ହୋଇ ଅଧିକାଂଶ ପିଲାଙ୍କ ମୃତ୍ୟୁ ଏବେ ସେଠାକାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି...

ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ବୟସର ପିଲାଙ୍କ ପାଇଁ ଆସିବ କରୋନା ଟିକା: ଦ୍ୱିତୀୟ-ତୃତୀୟ ଟ୍ରାଏଲ ପାଇଁ ମିଳିଲା ମଞ୍ଜୁରୀ!

ନୂଆଦିଲ୍ଲୀ,୪ ।୯: ଦେଶରେ ଖୁବ୍‌ଶୀଘ୍ର ୫ ବର୍ଷ ବୟସରୁ ଅଧିକ ବର୍ଷର ପିଲାଙ୍କ ପାଇଁ କରୋନା ଟିକା ମିଳିଯିବ । କୋର୍ବେଭାକ୍ସ ଟିକାକୁ ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ପାଇଁ ମଞ୍ଜୁରି ମିଳିଥିବା ଜଣାପଡିଛି । ଜୈବ ପ୍ରାଦ୍ଦ୍ୟୋଗିକି ବିଭାଗ(ଡିବିଟି)ଶୁକ୍ରବାର...

୧୨ ହାଇକୋର୍ଟ ପାଇଁ ୬୮ ବିଚାରପତିଙ୍କ ନାମ ସୁପାରିଶ…

ନୂଆଦିଲ୍ଲୀ,୪।୯: ଦେଶର ୧୨ଟି ହାଇକୋର୍ଟରେ ବିଚାରପତିଙ୍କୁ ନିଯୁକ୍ତ କରାଯିବାଲାଗି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ ହୋଇଥିବା ୩ ଜଣିଆ କଲେଜିୟମ୍‌ ୬୮ଜଣଙ୍କ ନାମ ସୁପାରିଶ କରିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ...

ଅତ୍ୟାବଶ୍ୟକ ତାଲିକାରେ ୩୯ ନୂଆ ଔଷଧ…

ନୂଆଦିଲ୍ଲୀ,୪।୯: ଅତ୍ୟାବଶ୍ୟକ ଔଷଧ ତାଲିକାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ପରିବର୍ତ୍ତନ ଆଣାଯାଇଛି। ଏହା ସହିତ ୩୯ ଟି ନୂଆ ଔଷଧକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ବହୁ ପରିମାଣରେ ବ୍ୟବହୃତ ହେଉଥିବା ଏହି ସମସ୍ତ ଔଷଧର ମୂଲ୍ୟ ହ୍ରାସ କରିବା...

ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ…

ନୂଆଦିଲ୍ଲୀ,୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ...

ଏକାଦଶ ପରୀକ୍ଷାରେ ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩।୯: କେରଳରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏକାଦଶ ଶ୍ରେଣୀ ପରୀକ୍ଷା ଗୋଟିଏ ସପ୍ତାହ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୫ରୁ ଏହି ପରୀକ୍ଷା ଆରମ୍ଭ ହେବାର ଥିଲା। ରାଜ୍ୟରେ କରୋନା ସ୍ଥିତି ଉଦ୍‌ବେଗଜନକ...

କିଛି ମିନିଟ୍‌ରେ କୋଭିଶିଲ୍ଡର ଦୁଇଟି ଡୋଜ

ମାଙ୍ଗାଲୁରୁ,୩।୯: ୧୯ ବର୍ଷୀୟ ଦିନ ମଜୁରିଆଙ୍କୁ କିଛି ମିନିଟ୍‌ ବ୍ୟବଧାନରେ କୋଭିଶିଲ୍ଡ ଟିକାର ଦୁଇଟି ଡୋଜ ଦିଆଯାଇଛି। ଏଭଳି ଘଟଣା ଘଟିଛି କର୍ନାଟକର ଦକ୍ଷିଣ କନ୍ନଡ ଜିଲାର ସୁଲିଆ ତାଲୁକ ଟିକାକରଣ କେନ୍ଦ୍ରରେ। ଟିକା କେନ୍ଦ୍ରରେ ଅତ୍ୟଧିକ ଭିଡ଼ ଯୋଗୁ...

କରୋନା ଟିକା ନ ନେଲେ ମିଳିବ ନାହିଁ ମଦ

ଚେନ୍ନାଇ,୩ ।୯: କରୋନା ମହାମାରୀକୁ ଦୂରେଇବା ପାଇଁ ପ୍ରାୟ ସମସ୍ତ ରାଜ୍ୟର ପ୍ରଶାସନ ଅଣ୍ଟା ଭିଡିଛନ୍ତି । ଏବେ ତାମିଲନାଡୁର ନୀଳଗୀରି ଜିଲାରେ ମଦ କିଣିବା ପାଇଁ କରୋନା ଟିକା ନେବା ଜରୁରୀ ହୋଇଛି । ଅର୍ଥାତ୍ ଏବେ ମଦ...

ଦିଦିରୁ ଦେବୀ ହେବାକୁ ଯାଉଛନ୍ତି ମମତା: ଭାଜପା କହିଲା ହିନ୍ଦୁଙ୍କ ଅପମାନ

କୋଲକାତା,୩ ।୯: ପାଖେଇ ଆସୁଛି ପାର୍ବଣ ଋତୁ । ଆଉ କେଇଟା ଦିନ ପରେ ସାରା ଦେଶରେ ପାଳନ କରାଯିବ ଦୁର୍ଗାପୂଜା । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇ ଗଲାଣି । ହେଲେ ଦୂର୍ଗାପୂଜା ପାଇଁ ପ୍ରସିଦ୍ଧ ପଶ୍ଚିମବଙ୍ଗରେ...

କରୋନା ମୃତ୍ୟୁର ଅନୁକମ୍ପା ରାଶିକୁ ନେଇ କେନ୍ଦ୍ର କିଛି କରିବା ପୂର୍ବରୁ ତୃତୀୟ ଲହର ବି ସରିଯାଇଥିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ ।୯: କରୋନା ମହାମାରୀରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନେଇ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ନିତି ସ୍ଥିର କରି ନାହାନ୍ତି । ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ...

ସର୍ବସାଧାରଣ ସ୍ଥାନରେ ଅଳିଆ ପକାଇଲେ ଦେବାକୁ ପଡିବ ଜରିମାନା

ଲକ୍ଷ୍ନୌ,୩ ।୯: ଉତ୍ତର ପ୍ରଦେଶରେ ଏବେ ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ପକାଇଲେ ଜରିମାନା ଦେବାକୁ ପଡିବ । ଯୋଗୀ ସରକାର ସହରକୁ ସଫା ସୁତୁରା ରଖିବାକୁ ନୂଆ ନିୟମକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନିୟମ ଆଧାରରେ...

ଦିଲ୍ଲୀ ବିଧାନସଭା ତଳୁ ମିଳିଲା ସୁଡ଼ଙ୍ଗ, ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଅଛି ଗୁପ୍ତ ରାସ୍ତା

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ବିଧାନସଭାରେ ଗୁରୁବାର ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ତଥା ବାଚସ୍ପତି ରାମ ନିବାସ ଗୋଏଲ କହିଛନ୍ତି, ଏହି ସୁଡ଼ଙ୍ଗ ବିଧାନସଭା ତଳୁ ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଯାଇଛି। ବ୍ରିଟିଶମାନେ ସ୍ବାଧୀନତା ସଂଗ୍ରାମୀଙ୍କ ଆନ୍ଦୋଳନ ସମୟରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri