ଜାତୀୟ

କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ତୃତୀୟ ଲହରର ଲକ୍ଷଣ: ଆଇସିଏମଆର୍‌

ନୂଆଦିଲ୍ଲୀ,୩୧।୮: ଦେଶରେ କରୋନା ଭାଇରସ ସଂକ୍ରମଣର ପ୍ରତିଦିନ କ୍ରମାଗତ ଭାବରେ ଉତ୍‌ଥାନ-ପତନ ଦେଇ ଗତି କରୁଛି। ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୯୪୧ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ସହିତ...

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ: ୯ ବିଚାରପତି ନେଲେ ଶପଥ

ନୂଆଦିଲ୍ଲୀ,୩୧।୮: ମଙ୍ଗଳବାର ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ ଏକ ଘଟଣା ଘଟିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମଣ ସୁପ୍ରିମକୋର୍ଟର ବିଚାରପତି ଭାବରେ ତିନିଜଣ ମହିଳା ବିଚାରପତିଙ୍କ ସମେତ ନଅ ଜଣ ନୂତନ ବିଚାରପତିଙ୍କୁ ଶପଥ ଗ୍ରହଣ କରିଛନ୍ତି।...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବିଧାୟକଙ୍କ ପୁଅ, ବୋହୂଙ୍କ ସମେତ ଚାଲିଗଲା ୭ ଜୀବନ

ବେଙ୍ଗାଲୁରୁ,୩୧।୮: କର୍ନାଟକର ବେଙ୍ଗାଲୁରୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତାମିଲନାଡୁର ହୋସୁରର ବିଧାୟକ ଓ୍ବାଇ. ପ୍ରକାଶଙ୍କ ପୁଅ ଏବଂ ବୋହୂଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସର ସୂଚନାନୁସାରେ, କୋରାମଙ୍ଗାଲା ନିକଟ ଦ୍ରୁତ ଗତିରେ...

ଶେୟାର ବଜାରରେ ରେକର୍ଡ, ପ୍ରଥମ ଥର ପାଇଁ ସେନସେକ୍ସ୍‌ ଟପିଲା ୫୭ ହଜାର ଅଙ୍କ…

ମୁମ୍ବାଇ,୩୧।୮: ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ସେନସେକ୍ସ୍‌ ୫୭ ହଜାର ଅଙ୍କ ଟପିଛି। ପୂର୍ବାହ୍ନ ୯ଟା ୨୪ରେ ସେନସେକ୍ସ୍‌ରେ ୨୩୫ ଅଙ୍କ ବୃଦ୍ଧି ଘଟି ଏହା ୫୭,୧୨୪.୭୮ ଛୁଇଁଛି। ଯାହା ଏପର୍ଯ୍ୟନ୍ତ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪...

ଆସିବ ଗତି ଶକ୍ତି ମାଷ୍ଟର ପ୍ଲାନ୍‌

ନୂଆଦିଲ୍ଲୀ,୩୧।୮: ଭିତ୍ତିଭୂମି ଦୃଢ଼ୀକରଣ ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏଥିଲାଗି ଗତି ଶକ୍ତି ମାଷ୍ଟର ପ୍ଲାନ ସେପ୍ଟେମ୍ବରରେ ଶୁଭାରମ୍ଭ ହେବ। ଏଥିରେ ୧୦୦ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି।...

ମୃତ୍ୟୁ କ୍ଷେତ୍ର ପାଲଟିଛି ଏଲ୍‌ଓସି

ପୁଣେ, ୩୧।୮: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମା ଯବାନ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ କ୍ଷେତ୍ରରେ ପରିଣତ ହୋଇଛି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସମୟରେ ସୀମାପାର ଗୁଳିମାଡ଼ରେ ଉଭୟ...

ଉତ୍ତରାଖଣ୍ଡରେ ଭୂସ୍ଖଳନ: ୭ ମୃତ

ଡେରାଡୁନ, ୩୧।୮: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଶିଳାଖଣ୍ଡ ଖସି ସେମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଜୁମ୍ମା ଗ୍ରାମର ଜାମ୍ରି ଏବଂ ତାର୍‌କୋଟଠାରେ ଏହି...

କର୍ନଲ ଏସ୍‌ଡିଏମ୍‌ଙ୍କୁ ସମର୍ଥନ କଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼, ୩୧।୮: ହରିୟାଣାର କର୍ନଲ ଜିଲାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ମୁଣ୍ଡ ଫଟାଇବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇ ସ୍ଥାନୀୟ ଏସ୍‌ଡିଏମ୍‌ ଆୟୁଷ ସିହ୍ନା ବିବାଦ ଘେରକୁ ଆସିଛନ୍ତି। ଏସ୍‌ଡିଏମ୍‌ ଆୟୁଷଙ୍କ କଠୋରତାକୁ ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର ସମର୍ଥନ...

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା

ଡେରାଡୁନ, ୩୦।୮: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ପଥରଖଣ୍ଡ ଖସି ଲୋକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଜୁମ୍ମା ଗ୍ରାମର ଜାମ୍ରି ଏବଂ ତାର୍‌କୋଟଠାରେ...

କରୋନାର ଆଉ ଏକ ମାରାତ୍ମକ ଭାରିଏଣ୍ଟ କାମ ନ କରିପାରେ ଭ୍ୟାକ୍ସିନ!

ନୂଆଦିଲ୍ଲୀ,୩୦ ।୮: ବିଶ୍ୱର ପ୍ରାୟ ସମସ୍ତ ଦେଶ ଏବେ କରୋନା ମହାମାରୀ ସହ ଲଢି ଚାଲିଛନ୍ତି । ଏପଟେ ଦେଶରେ କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବି ବଢି ଯାଇଛି । ଏବେ କିଛି ଦେଶରେ କରୋନାର ଏକ...

କଂଗ୍ରେସକୁ ପତନ ଆଡକୁ ନେଇ ଯାଉଛନ୍ତି ବେଣୁଗୋପାଳ!

ନୂଆଦିଲ୍ଲୀ,୩୦ ।୮: କେରଳ କଂଗ୍ରେସର ସଚିବ ପିଏସ୍ ପ୍ରଶାନ୍ତ ସୋମବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି । ଉକ୍ତ ପତ୍ରରେ ସେ ଅଲ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି)ର ମହାସଚିବ କେସି ବେଣୁଗୋପାଳଙ୍କୁ ନେଇ ଅଭିଯୋଗ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri