ଜାତୀୟ

ଫେରିଯିବ ମୌସୁମୀ

ନୂଆଦିଲ୍ଲୀ,୧୫ ।୧୦: ଦେଶର ପ୍ରାୟ ସମସ୍ତ ଭାଗରୁ ମୌସୁମୀ ଫେରି ଯାଇଛି କହିଲେ ଚଳେ । ଓଡ଼ିଶାର କିଛି ଭାଗରେ ଓ ପୂର୍ବ ଭାରତର କିଛି ଅଂଶ ସହ ଦକ୍ଷିଣ ଭାରତରେ ବି ମୌସୁମୀ ଏପଯ୍ୟନ୍ତ ସାମାନ୍ୟ ରହିଛି ।...

ଭାରତକୁ ଦୋହଲାଇ ଦେବାର ଷଡଯନ୍ତ୍ର! ପିଓକେରେ ଆତଙ୍କବାଦୀ ସଙ୍ଗଠନ ସହ ବୈଠକ କଲା ଆଇଏସ୍‌ଆଇ

ନୂଆଦିଲ୍ଲୀ,୧୫ ।୧୦: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ବିସେସ ଇଣ୍ଟଲିଜେନ୍ସ (ଆଇଏସ୍‌ଆଇ) ଓ କିଛି ଆତଙ୍କବାଦୀ ସଙ୍ଗଠନର ମୁଖ୍ୟଙ୍କ ମଧ୍ୟରେ ନିକଟରେ ବୈଠକ ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ଏହି ବୈଠକ ପିଓକେର ମୁଜାଫରାବାଦରେ ହୋଇଛି ।...

ଘରକୁ ଫେରିଲେ ସିଦ୍ଧୁ!

ନୂଆଦିଲ୍ଲୀ,୧୫ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହ ଭିତରେ ନବଜୋତ ସିଂ ସିଦ୍ଧୁଙ୍କ ରାଗରେ କିଛିଟା ଥଣ୍ଡା ପବନ ଲାଗୁଥିବା ଅନୁମାନ କରାଯାଉଛି । କଂଗ୍ରେସ ନେତୃତ୍ୱ ବି କିଛିଟା ନରମ ହୋଇଥିବା ଲକ୍ଷ୍ୟ କରାଯାଉଛି । ଏହାସହ...

ସମ୍ବର ପାଇଁ ମା’, ଭଉଣୀଙ୍କୁ ହତ୍ୟା

ବେଙ୍ଗାଲୁରୁ,୧୫।୧୦: ଘରେ ତିଆରି ସମ୍ବର ସୁଆଦିଆ ନ ଲାଗିବାରୁ ଜଣେ ଯୁବକ ତାଙ୍କ ମା’ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏଭଳି ଲୋମ ହର୍ଷଣକାରୀ ଘଟଣା ଘଟିଛି କର୍ନାଟକର ଉତ୍ତାରା କନ୍ନଡ ଜିଲାରେ। ହତ୍ୟାକାଣ୍ଡ ବୁଧବାର ଘଟିଥିବା...

କଏଦୀ ନଂ ଏନ୍‌୯୫୬

ମୁମ୍ବାଇ,୧୫।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ୱାରେଣ୍ଟିନରୁ ବାହାରି କରି କଏଦୀଙ୍କ ଭଳି ଆର୍ଥର ରୋଡ୍‌ ଜେଲ ପଠାଇ ଦିଆଯାଇଛି। କଏଦୀ ନଂ ଏନ୍‌୯୫୭। ତାଙ୍କୁ ଯେଉଁମାନଙ୍କ ସହ ରଖାଯାଇଛି, ସେମାନେ ମଧ୍ୟ ସମାନ ମାମଲାରେ ଜଡ଼ିତ।...

ସ୍କୁଲର ପ୍ରଧାନଶିକ୍ଷକ ହେବା ପାଇଁ ଦଙ୍ଗଲ

ପାଟନା,୧୫।୧୦: ସ୍କୁଲର ପ୍ରଧାନଶିକ୍ଷକ ପଦବୀ ପାଇଁ ହାତାହାତି ହୋଇଛନ୍ତି ଦୁଇ ଶିକ୍ଷକ। ତାହା ପୁଣି ରାଜ୍ୟର ଶିକ୍ଷା ବିଭାଗ କାର୍ଯ୍ୟାଳୟରେ। ବିହାରର ମୋତିହାରି ଅଞ୍ଚଳରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ହୋଇଥିବା...

କୋଇଲା ଅଭାବ ପାଇଁ ମୌସୁମୀ ଦାୟୀ

ଛାତ୍ରା(ଝାଡ଼ଖଣ୍ଡ),୧୪।୧୦: ଦେଶରେ କୋଇଲା ଅଭାବ କାରଣରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବହୁ ସଂଖ୍ୟାରେ ପାଓ୍ବର ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଫଳରେ ପୂରା ଦେଶରେ ଦେଖା ଦେଇଛି ବିଦ୍ୟୁତ ସଙ୍କଟ। ତେବେ ପାଓ୍ବର ପ୍ଲାଣ୍ଟକୁ ଦରକାର ଥିବା ପରିମାଣର କୋଇଲା...

କ୍ଲାସ ମିସ୍‌ କରିବାରୁ ଲଦି ଦେଇଗଲେ

ଚେନ୍ନାଇ,୧୪।୧୦: କ୍ଲାସରୁମ୍‌ରେ ଜଣେ ଶିକ୍ଷକ ଛାତ୍ରଙ୍କୁ ବିଧା, ଗୋଇଠା ନଦି ଚାଲିଥିବାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଏହି ଘଟଣା ତାମିଲନାଡୁର କୁଡାଲୋର ଜିଲାର ସରକାରୀ ନନ୍ଦାନର ବାଳକ ହାଇ ସେକେଣ୍ଡାରି ସ୍କୁଲରେ ଘଟିଥିବା ଜଣାପଡ଼ିଛି। ଛାତ୍ରଙ୍କୁ...

ଡ୍ରଗ୍ସ ମାମଲା: ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟନ

ମମ୍ବାଇ,୧୪ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ । ଗୁରୁବାର ସେସନ୍ସ କୋର୍ଟ ଜାମିନ ଆବେଦନର ଳମ୍ବା ଶୁଣାଣି ପରେ...

ଲଖିମପୁର ଖେରି ହିଂସା ଘଟଣାର ସିନ୍ ରିକ୍ରିଏଶନ

ଲକ୍ଷ୍ନୌ,୧୪ ।୧୦: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାକୁ ନେଇ ଗୁରୁବାର ଏସ୍‌ଆଇଟି ଟିମ୍ ଯାଞ୍ଚ ଆରମ୍ଭ କରିଛନ୍ତି । ଗୁରୁବାର ଏହି ଟିମ୍ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା,...

ରୋଗୀଙ୍କ ସମ୍ପର୍କୀୟ ଧମକଚମକ ଦେଲେ ଡାକ୍ତରଙ୍କ ପାଇଁ କାମ କରିବା କଷ୍ଟକର ହେବ: କୋର୍ଟ…

ଚଣ୍ଡିଗଡ଼,୧୪।୧୦: ଯଦି ଡାକ୍ତରମାନେ ସବୁବେଳେ ରୋଗୀଙ୍କୁ ସମ୍ପର୍କୀୟଙ୍କ ଦ୍ୱାରା ମାଡ ମାରାଯିବା, ନିର୍ଯାତନା ଦିଆଯିବା ସହ ଧମକ ଚମକ ଦିଆଯାଏ, ତେବେ ସେମାନଙ୍କ କାମ କରିବା କଷ୍ଟକର ହେବ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି। ବିଚାରପତି ବିକାଶ...

ଅଖିଳେଶଙ୍କ ଦୃଢ଼ୋକ୍ତି, ସାଇକେଲ ବୋହି ନେବ ୪୦୦ ଆସନ…

ଲକ୍ଷ୍ନୌ,୧୪।୧୦: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସମାଜବାଦୀ ପାର୍ଟି (ଏସ୍‌ପି) ପକ୍ଷରୁ ଅଖିଳେଶ ଯାଦବ କହିଛନ୍ତି ଯେ, ରାଜ୍ୟର ଭାଜପା ନେତୃତ୍ୱାଧୀନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଚାଷୀଙ୍କ ପ୍ରତି ତାଙ୍କର ଦରଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri