ଜାତୀୟ

‘ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା’

ନୂଆଦିଲ୍ଲୀ,୨୬।୮: ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା। କଂଗ୍ରେସ ନେତାମାନେ ପ୍ରଥମେ ଆର୍‌ଏସ୍‌ଏସ୍‌ ଓ ଭାଜପା ସହ ଲଢ଼ିବା ଉଚିତ୍‌। ସେମାନଙ୍କ ମଧ୍ୟରେ ଥିବା ମତଭେଦକୁ ପରେ ଦୂର କରିବା। କଂଗ୍ରେସର...

‘ବୟଫ୍ରେଣ୍ଡ୍‌ ସହ ପୀଡ଼ିତାଙ୍କୁ ଜଙ୍ଗଲ ଯିବାର ନ ଥିଲା’

ନୂଆଦିଲ୍ଲୀ,୨୬।୮: କର୍ନାଟକର ମାହୀଶୂରରେ ମଙ୍ଗଳବାର ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ବୟଫ୍ରେଣ୍ଡ୍‌ଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ ହେବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ବସଭରାଜ ଏସ୍‌ ବୋମାଇ...

ସତରେ କ’ଣ ପରିବା ବିକୁଥିଲେ ଆଇଏଏସ୍‌: ଦେଲେ ସଫେଇ

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଆଇଏଏସ ଅଧିକାରୀ ଅଖିଳେଶ ମିଶ୍ର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଅଖିଳେଶ ମିଶ୍ର ପନିପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏକ...

ବିମାନ ବନ୍ଦରରୁ ୨୫୦ କିଲୋଗ୍ରାମ୍‌ କାଲିଫୋର୍ନିୟମ୍‌ ଜବତ, ଦାମ ୪,୨୫୦ କୋଟି…

କୋଲକାତା,୨୬।୮: ପଶ୍ଚିମବଙ୍ଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୨୫୦ କିଲୋଗ୍ରାମ୍‌ ରେଡ଼ିଓ ଆକ୍ଟିଭ୍‌ ଧାତୁ କାଲିଫୋର୍ନିୟମ୍‌ ଜବତ ହୋଇଛି। ସିଆଇଡି ପକ୍ଷରୁ ଚଢାଉ କରାଯାଇ ଦୁଇ ଅଭିଯୁକ୍ତଙ୍କ ଠାରୁ ଏହା ଜବତ ହୋଇଛି। ଅନ୍ତର୍ଜାତୀୟ ବଜାରରେ...

ରେଳଲାଇନ୍‌ରେ ବିଡ଼ା ବିଡ଼ା ଟଙ୍କା…

ଚେନ୍ନାଇ,୨୬।୮: ରେଳଲାଇନ୍‌ରେ ବିଡ଼ା ବିଡ଼ା ୫ ଶହ ଏବଂ ଦୁଇ ହଜାରେ ଟଙ୍କିଆ ନୋଟ୍‌ ବିଛାଡ଼ି ହୋଇ ପଡିଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପରେ  ଜଣାପଡ଼ିଥିଲା ସମସ୍ତ ନୋଟ୍‌ ନକଲି। ଏଭଳି ଅଭାବନୀୟ ଘଟଣା ତାମିଲନାଡୁର ଧର୍ମପୁରୀ ଷ୍ଟେଶନ...

ସ୍ତ୍ରୀଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର: ହାଇକୋର୍ଟ…

ରାୟପୁର,୨୬।୮: ଛତିଶଗଡ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ସ୍ବାମୀ ସ୍ତ୍ରୀଙ୍କ ଇଛା ବିରୋଧରେ ଶାରୀରିକ ସମ୍ପର୍କ ସ୍ଥାପନ କଲେ ଏହାକୁ ବଳାତ୍କାର କୁହାଯିବ ନାହିଁ। ଏକ ମାମଲାର ଶୁଣାଣି ସମୟରେ ସ୍ବାମୀଙ୍କୁ ବଳାତ୍କାର ଅଭିଯୋଗରୁ...

ଦେଶରେ କରୋନା ଟିକାକରଣ ୬୦ କୋଟି ଟପିଲା, ଏବେବି ପ୍ରତିଦିନ ଆବଶ୍ୟକ ୧ କୋଟି ଟିକା

ନୂଆଦିଲ୍ଲୀ,୨୬ ।୮: କରୋନାକୁ ହରାଇବାରେ ଦେଶ ତା’ର ଉଦ୍ୟମ ଜାରି ରଖିଛି । ଦେଶରେ ଦ୍ରୁତ ଗତିରେ ଚାଲୁଥିବା ଟିକାକରଣ ଏବେ ୬୦ କୋଟିରେ ପହଞ୍ଚିଛି । ସବୁଠାରୁ ବଡ କଥା ହେଲା ମାତ୍ର ୧୯ ଦିନରେ ପ୍ରାୟ ୧୦...

ହିଣ୍ଡନ ଏୟାର ଫୋର୍ସ ଷ୍ଟେଶନରେ ପହଞ୍ଚିଲେ ୨୪ ଭାରତୀୟ

ନୂଆଦିଲ୍ଲୀ,୨୬ ।୮: ଆଫଗାନିସ୍ତାନ ତାଲିବାନ ହାତକୁ ଚାଲିଯିବା ପରେ ଏବେ ସେଠାରେ ଥିବା ଭାରତୀୟଙ୍କ ଘର ବାହୁଡା ଜାରି ରହିଛି । ଗୁରୁବାର ଆଫଗାନିସ୍ତାନରୁ ୨୪ ଭାରତୀୟ ଓ ୧୧ ନେପାଳ ନାଗରିକ ଭାରତ ପହଞ୍ଚିଛନ୍ତି । ଭାରତୀୟ ବାୟୁସେନାର...

ପ୍ରଧାନମନ୍ତ୍ରୀଙ୍କ ରାଗ ଦେଖି ସରକାରୀ ବାବୁ ଛାନିଆ, ପ୍ରସ୍ତୁତ ହେବ ଖାମଖିଆଲି ଅଧିକାରୀଙ୍କ ତାଲିକା…

ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୭ ତମ ପ୍ରଗତି(ପ୍ରୋଟେକ୍ଟିଭ୍‌ ଗଭର୍ନାସ୍‌ ଆଣ୍ଡ୍‌ ଟାଇମ୍‌ଲି ଇମ୍ପ୍ଲିମେଣ୍ଟେଶନ) ବୈଠକରେ ଯୋଗଦେଇ ସରକାରୀ ବାବୁଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରାଗ ଦେଖି ସରକାରୀ ବାବୁ ଛାନିଆ ହୋଇଯାଇଛନ୍ତି। ସେମାନଙ୍କ ମନରେ ଏବେ ଛନକା ପଶିଛି।...

ଗୁରୁଙ୍କ ଶରଣରେ ତେଜ ପ୍ରତାପ

ପାଟନା,୨୬।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଆରଜେଡି ନେତା ତେଜ ପ୍ରତାପ ନିଜ ଗୁରୁଙ୍କ ଶରଣରେ ପଶିଛନ୍ତି। ପାରିବାରିକ କଳହଠାରୁ ଦୂରରେ ରହିବାକୁ ସେ ନିଜ ଆଧ୍ୟାତ୍ମିକ ଗୁରୁ ବଲ୍ଲଭାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ...

ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶ ଏକଜୁଟ, କଂଗ୍ରେସ କହିଲା ଆମେ ସରକାରଙ୍କ ସାଥିରେ ରହିଛୁ…

ନୂଆଦିଲ୍ଲୀ,୨୬।୮: ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପଡ଼ୋଶୀ ଦେଶରେ ଦେଖାଦେଇଥିବା ମାନବୀୟ ସଙ୍କଟ ସମୟରେ ଭାରତ ଏକଜୁଟ ହୋଇଛି। ସର୍ବଦଳୀୟ ବୈଠକରେ ବିରୋଧୀ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ,...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି । ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୧୬୪...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri