ଜାତୀୟ

କେନ୍ଦ୍ରକୁ ଚେତାବନି ଦେଲେ ମେହେବୁବା

ନୂଆଦିଳ୍ଲୀ,୨୧ ।୮: ଆଫଗାନିସ୍ତାନକୁ ତାଲିବାନ ସମ୍ପୂର୍ଣ୍ଣ ଭାବେ ଅକ୍ତିୟାର କରିସାରିଲାଣି । ଏବେ ଖୁବଶୀଘ୍ର ସେଠାରେ ତାଲିବାନ ସରକାର ଗଠନ କରାଯିବ ବୋଲି ଅନୁମାନ କରାଯାଉଛି । ଏବେ ଭାରତରେ କେତେଜଣ ରାଜନେତା ଜମ୍ମୁ-କଶ୍ମୀରକୁ ନେଇ ତାଲିବାନ ସହ ତୁଳନା...

ପ୍ରେମିକାଙ୍କ ସହମତିରେ ତାଙ୍କ ଉପରେ ଏସିଡ୍‌ ଆକ୍ରମଣ କଲେ ପ୍ରେମିକ; କାରଣ ଜାଣିଲେ ହୋଇଯିବେ…

ପାଟଣା,୨୧।୮: ବିହାରର ନାଳନ୍ଦା ଜିଲାରୁ ଏସିଡ୍‌ ଆକ୍ରମଣର ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି। ଏଥିରେ ପ୍ରେମିକା ନିଜ ଦେହରେ ଏସିଡ୍‌ ପକାଇବାକୁ ପ୍ରେମିକଙ୍କୁ କହିଥିବା ଜଣାପଡ଼ିଛି। ଏପରି କରିବା ଦ୍ୱାରା ସେ ତାଙ୍କ ପ୍ରେମିକଙ୍କୁ ସହଜରେ ବିବାହ...

ଓନମ: ଦୋଳିରେ ଝୁଲିଲେ ଶଶି ଥରୁର

ନୂଆଦିଲ୍ଲୀ,୨୧ ।୮: କେରଳରେ ପାଳନ କରାଯାଇଛି ହର୍ଷୋଲ୍ଲାସର ପର୍ବ ଓନମ । ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶଶି ଥରୁୁର ପାରମ୍ପାରିକ ଦୋଳିରେ ଝୁଲି ପର୍ବର ଆନନ୍ଦ ନେଇଛନ୍ତି । କେରଳରେ ଏହି ପର୍ବ ଏକ...

ନବୀନଙ୍କୁ ପ୍ରଶଂସା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଶଂସାରେ ପୋତି ପକାଇଛନ୍ତି। ନୀତିଶ କହିଛନ୍ତି, ନବୀନ ଜଣେ ରାଜନେତା ହିସାବରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବେଳେ କ୍ଷମତା ସହ ବଦଳି ନାହାନ୍ତି। ଏକ ଜାତୀୟ...

ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ: ନଡ୍ଡା

ଡେରାଡୁନ,୨୧ ।୮: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ରେ ହେବ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ଭାରତୀୟ ଜନତା ପାର୍ଟି(ଭାଜପା)ତା’ର ଶଙ୍ଖନାଦ ଆରମ୍ଭ କଲାଣି । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବେ ଦୁଇଦିନିଆ ଗସ୍ତରେ ଉତ୍ତରାଖଣ୍ଡ...

୧୧ ଦିନ ପରେ କମିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୧ ।୮: ଦେଶରେ କରୋନା ସଂକ୍ରମଣ କେତେବେଳେ ବୃଦ୍ଧି ପାଉଛି ତ ପୁଣି କେତେବେଳେ କମ୍ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତ୍ୟୁ ହାର କିନ୍ତୁ କମ୍...

ବାୟୁସେନାର ସି-୧୩୦ଜେ ବିମାନ ୮୫ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଭାରତ ଅଭିମୁଖେ, ୨୫୦ ନାଗରିକଙ୍କୁ ନେଇ ଉଡିବାକୁ ପ୍ରସ୍ତୁତ ସି-୧୭

ନୂଆଦିଲ୍ଲୀ,୨୧ ।୮: ଆଫଗାନିସ୍ତାନରେ ଏବେ ତାଲିବାନ ରାଜ୍ । ଏବେ ସେଠାକାର ପରିସ୍ଥିତି ଏମିତି ବିଗିଡି ଯାଇଛି ଯେ ତାଲିବାନ ଭୟରେ ପାୟ ସମସ୍ତେ ଦେଶ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର...

ଭିତରେ ଆମେରିକା ସୈନ୍ୟ, ବାହାରେ ତାଲିବାନୀ

କାବୁଲ, ୨୧।୮: ତାଲିବାନ କବଳରୁ ରକ୍ଷା ପାଇବାକୁ ହେଲେ ଦେଶ ଛାଡ଼ି ପଳାୟନ ଏକମାତ୍ର ମାଧ୍ୟମ। ସେହି ଲକ୍ଷ୍ୟରେ ନିଜ ଘରଦ୍ୱାର, ସମ୍ପତ୍ତି ଛାଡ଼ି ପ୍ରିୟଜନଙ୍କ ସହ ଗଣପଳାୟନ କରୁଛନ୍ତି ଆଫଗାନିସ୍ତାନ ବାସିନ୍ଦା। କାବୁଲସ୍ଥିତ ହମିଦ୍‌ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦର...

ବର୍ବର ତାଲିବାନ୍‌, ବିବ୍ରତ ଆଫଗାନ୍‌

କାବୁଲ/ଓ୍ବାଶିଂଟନ/ ନୂଆଦିଲ୍ଲୀ,୨୧।୮: ଅଗଷ୍ଟ ୧୫ରେ କାବୁଲ ଦଖଲ ପରଠାରୁ ତାଲିବାନ୍‌ ଆଫଗାନ୍‌ ଜାତୀୟ ପତାକାକୁ ଅଚଳ କରିଦେଇଛି। ହେଲେ ୧ଫ ତାରିଖରେ ୧୦୨ତମ ସ୍ବାଧୀନତା ଦିବସ ପାଳନ ସd ପ୍ରଦେଶରେ ଲୋକେ ରାସ୍ତାକୁ ଓହ୍ଲାଇ ରାଷ୍ଟ୍ରୀୟ ଧ୍ୱଜା ଉଡ଼ାଇବା ସ...

ପ୍ରାଚୁର୍ଯ୍ୟ ଭିତରେ ଦରିଦ୍ର ଆଫଗାନ୍‌

ମାଟିତଳେ ରତ୍ନ ସମ୍ପଦର ପ୍ରାଚୁର୍ଯ୍ୟ, ଉପରେ ଉତ୍କଟ ଦାରିଦ୍ର୍ୟର ଅଖଣ୍ଡ ରାଜୁତି। ଏହା ହେଉଛି ସମ୍ପ୍ରତି ତାଲିବାନ ନିୟନ୍ତ୍ରଣରେ ଥିବା ପଡ଼ୋଶୀ ଆଫ୍‌ଗାନିସ୍ତାନର ପରିଚୟ। ପାଶ୍ଚାତ୍ୟ ସମର୍ଥତ୍ତ ନାଗରିକ ସରକାରଙ୍କ ପତନ ପରେ ଆତଙ୍କବାଦୀଙ୍କ ହାତକୁ ଚାଲିଆସିଛି ମୂଲ୍ୟବାନ ଖଣିଜ...

ବାଇକ୍‌ ସହ ଚାଳକଙ୍କୁ କ୍ରେନରେ ଉଠାଇ ନେଲେ

ପୁଣେ,୨୧।୮ : ନୋ ପାର୍କିଂ ଜୋନରେ ବାଇକ୍‌ ରଖିବା କାରଣରୁ ଗାଡ଼ି ସହ ଚାଳକଙ୍କୁ କ୍ରେନ ଯୋଗେ ଉଠାଇ ନେଇଛି ପୁଣେ ଟ୍ରାଫିକ ପୋଲିସ। କିନ୍ତୁ ଚାଳକଙ୍କ ଦାବି ହେଲା, ସେ ନୋ ପାର୍କିଂ ଜୋନରେ ଗାଡ଼ି ରଖି ନ...

ପ୍ରେମିକାଙ୍କୁ ମହଙ୍ଗା ଉପହାର ଦେବା ପାଇଁ ଏମିତି ବାଟ ବାଛିଲେ ଯୁବକ

ନୂଆଦିଲ୍ଲୀ,୨୧।୮ : ଛୁରୀ ମୁନରେ ଜଣଙ୍କୁ ଲୁଟିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ୨୨ ବର୍ଷୀୟ ଯୁବକ। ପ୍ରେମିକାଙ୍କ ଜନ୍ମଦିନରେ ମହଙ୍ଗା ଉପହାର ଦେବା ପାଇଁ ଅଭିଯୁକ୍ତ ଜଣକ ଅପରାଧର ବାଟ ବାଛି ନେଇଥିଲେ ବୋଲି ଜଣେ ପୋଲିସ ଅଧିକାରୀ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri