ଜାତୀୟ

ଏହି ସହରରେ ରାସ୍ତାଠୁ ଆରମ୍ଭ କରି କ୍ଷେତ ପର୍ଯ୍ୟନ୍ତ ହଠାତ୍‌ ପାଣିର ରଙ୍ଗ ହୋଇଗଲା ନୀଳ, କାରଣ ଜାଣିଲେ…

ମୁମ୍ବାଇ,୧୧ା୮: ମହାରାଷ୍ଟ୍ରର କଲ୍ୟାଣ ଜିଲାରେ ବର୍ତ୍ତମାନ ଯେଉଁଆଡ଼େ ବୁଲିବେ କେବଳ ପାଣିର ରଙ୍ଗ ନୀଳ ଦେଖିବାକୁ ପାଇବେ। ଏପରିକି ରାସ୍ତାଘାଟଠାରୁ ଆରମ୍ଭ କରି କ୍ଷେତବାଡ଼ି ପର୍ଯ୍ୟନ୍ତ ଯେଉଁଠି ବି ଟିକେ ପାଣି ଅଛି ସେହି ପାଣି ଗାଢ଼ ନୀଳ ରଙ୍ଗର।...

ଶେଷରେ ମାନିଲେ ସରକାର: ଅକ୍ସିଜେନ ଅଭାବରୁ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ,୧୧।୮: କରୋନାର ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ କେତେକଙ୍କ ମୃତ୍ୟୁ ହୋଇଛି ବୋଲି ଶେଷରେ ସରକାର ମାନିଛନ୍ତି। ଏନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ପାର୍ଲାମେଣ୍ଟରେ ସୂଚନା ଦିଆଯାଇଛି। ସରକାରଙ୍କ ଅନୁଯାୟୀ, କରୋନାର ଦ୍ୱିତୀୟ ଲହରରେ ଭେଣ୍ଟିଲେଟର ସହାୟତାରେ ଥିବା...

ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

ନୂଆଦିଲ୍ଲୀ,୧୧।୮: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୁଧବାର ସ୍ଥଗିତ ରଖାଯାଇଛି। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହର ସାଧାରଣ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ସେହିପରି ରାଜ୍ୟ ସଭାରେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଗୃହକୁ ମୁଲତବୀ...

୭୨ ଘଣ୍ଟାରେ କରୋନାରୁ ମୁକ୍ତି,ଘୋଡ଼ା ଆଣ୍ଟିବଡ଼ିରୁ ପ୍ରସ୍ତୁତ ହେଉଛି ଔଷଧ…

କୋହ୍ଲାପୁର,୧୧।୮: କରୋନା ମହାମାରୀ ଭୂତାଣୁୁ ବିରୋଧରେ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଦିନରାତି ଗବେଷଣା ଜାରି ରଖିଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥିତ ଆଇସେରା ବାୟୋଲୋଜିକାଲ ନାମକ ଏକ ଚାରି ବର୍ଷ ପୁରୁଣା ବାୟୋ ସାଇନ୍ସ କମ୍ପାନୀ କରୋନା ଭୂତାଣୁ ସଂକ୍ରମଣର...

ପାକିସ୍ତାନ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌, ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀ ସକ୍ରିୟ…

ଶ୍ରୀନଗର, ୧୧।୮: ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ-କଶ୍ମୀରରେ ପାକିସ୍ତାନର ଏକ ବଡ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଭାରତ-ପାକିସ୍ଥାନ ସୀମାରେ ଏହାର ଲଞ୍ଚପ୍ୟାଡ୍‌କୁ ପୁଣି ଥରେ ସକ୍ରିୟ କରାଯାଇଛି। ଏବଂ ପ୍ରାୟ ୨୫୦ ଆତଙ୍କବାଦୀ ଏହି ଲଞ୍ଚ ପ୍ୟାଡରେ ଅନୁପ୍ରବେଶ...

ବଡ଼ ନିଷ୍ପତ୍ତି, କୋଭାକ୍ସିନ୍‌-କୋଭିଶିଲ୍ଡ ମିଶ୍ରିତ ଡୋଜ୍‌ ଉପରେ ଗବେଷଣା ପାଇଁ ଅନୁମତି…

ନୂଆଦିଲ୍ଲୀ, ୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ମିଶ୍ରିତ ଡୋଜ୍‌ ଉପରେ ଅଧିକ ଗବେଷଣା ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ହଜାର ୩୫୩ ରେ ପହଞ୍ଚିଛି।...

ଆଇଟି ନିୟମ ମାନିଛି ଟୁଇଟର

ନୂଆଦିଲ୍ଲୀ, ୧୧ା୮: ମାଇକ୍ରୋ ବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର ନୂଆ ଆଇଟି ନିୟମକୁ ପାଳନ କରିବା ସହ ଆଇନ ଅନୁସାରେ ସ୍ଥାୟୀ ଅଧିକାରୀଙ୍କୁ ନିଯୁକ୍ତ କରିଛି ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ନବୀକରଣ କରାଯାଇଥିବା ସତ୍ୟପାଠକୁ ରେକର୍ଡଭୁକ୍ତ...

କେହି ସୀମା ଲଂଘିବା ଅନୁଚିତ

ନୂଆଦିଲ୍ଲୀ,୧୧ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରର ସରକାରୀ ବ୍ୟବହାର ନେଇ ତଦନ୍ତ କରାଇବା ଲାଗି ଦାଏର ଏକାଧିକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ଶୁଣାଣି...

ରାଜ୍ୟ ପ୍ରସ୍ତୁତ କରିବେ ଓବିସି ତାଲିକା

ନୂଆଦିଲ୍ଲୀ,୧୧ା୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ପେଗାସସ୍‌ ସ୍ପାଏଓ୍ବେର, କୃଷି ଆଇନ ଓ ଦରଦାମ୍‌ ବୃଦ୍ଧିକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ମଙ୍ଗଳବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ(ଏସ୍‌ଇବିସି)ର ଲୋକଙ୍କୁ ଚିହ୍ନଟ କରିବା...

ସିବଲଙ୍କ ଘରେ ବିରୋଧୀ ମେଳି

ନୂଆଦିଲ୍ଲୀ,୧୧ା୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସୋମବାର ରାତିରେ ଆୟୋଜିତ ନୈଶଭୋଜିରେ ଅନେକ ବିରୋଧୀ ଦଳ ନେତା ସାମିଲ ହୋଇଥିଲେ। ସିବଲଙ୍କ ଜନ୍ମଦିନ ପାଳନ ପାଇଁ ଆୟୋଜିତ ରାତ୍ରିଭୋଜନ ବସ୍ତୁତଃ କେନ୍ଦ୍ରର...

ନେତାଙ୍କ ନାଁରେ ଆପରାଧିକ ମାମଲାକୁ ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ ସରକାର

ନୂଆଦିଲ୍ଲୀ, ୧୦ା୮: କୌଣସି ଏମ୍‌ପି କିମ୍ବା ବିଧାୟକଙ୍କ ନାମରେ ଆପରାଧିକ ମାମଲା ଥିଲେ ତାହାକୁ ରାଜ୍ୟ ସରକାର ସିଧାସଳଖ ପ୍ରତ୍ୟାହାର କରିପାରିବେ ନାହିଁ। ଏଣିକି ଏଥି ଲାଗି ହାଇକୋର୍ଟଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଆପରାଧିକ ମାମଲା ଥିବା ଜନପ୍ରତିନିଧିଙ୍କୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri