ଜାତୀୟ

କରୋନା ନେଇଛି ୧୮୫ଯବାନଙ୍କ ଜୀବନ: ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୯।୮: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। କରୋନା ଯୋଗୁ ଦେଶରେ କେବଳ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନାହିଁ ବରଂ ଭାରତୀୟ ସେନାଙ୍କ ବି ଜୀବନ ଯାଇଛି। କରେନା ଯୋଗୁ ଅନେକ ଯବାନ ନିଜର ପ୍ରାଣ ହରାଇଛନ୍ତି। ଦେଶରେ...

ଧାର୍ମିକ ସଭାକୁ ଅନୁମତି ଦେବାରୁ ବୃଦ୍ଧି ହେଲା ସଂକ୍ରମଣ

ନୂଆଦିଲ୍ଲୀ, ୯ ।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ଏବେ କିନ୍ତୁ କେତେକ ରାଜ୍ୟରେ ଏହା ପୁଣିଥରେ ବଢିବା ଦେଖାଯାଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଜୁନ୍ ୧୪ରୁ ଜୁଲାଇ...

ଲାଲୁଙ୍କ ପରିବାରରେ କ୍ଷମତା ସଂଘର୍ଷ: ଦଳୀୟ କାର୍ଯ୍ୟାଳୟରୁ ହଟାଗଲା ତେଜପ୍ରତାପଙ୍କ ପୋଷ୍ଟର

ପାଟନା,୯।୮: ବିହାରର ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ପାର୍ଟି(ଆରଜେଡି)ରେ ଏବେ ଘରୋଇ କନ୍ଦଳ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଶେଷ ଆଡ଼କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ହେଲେ ଏହାପୂର୍ବରୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ...

ସ୍କୁଲ ନ ଖୋଲିବା ଅତ୍ୟନ୍ତ ବିପଦଜ୍ଜନକ ହୋଇପାରେ: ପାର୍ଲାମେଣ୍ଟାରୀ କମିଟି

ନୂଆଦିଲ୍ଲୀ,୯।୮: କରୋନା ମହାମାରୀ ଯୋଗୁ ଗତ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେବ ଦେଶରେ ସ୍କୁଲ ବନ୍ଦ ରହିଥିବାରୁ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ସହ ପାଠପଢ଼ାରେ ବହୁତ କ୍ଷତି ହୋଇଛି। ଏନେଇ ସୋମବାର ପାର୍ଲାମେଣ୍ଟାରୀ କମିଟି ପ୍ରତିକ୍ରିୟା ରଖିଛି। କମିଟି...

ପାକିସ୍ତାନର ଷଡ଼ଯନ୍ତ୍ର: ଅମୃତସରରୁ ମିଳିଲା ଗ୍ରେନେଡ, ଗୁଳି-ଟିଫିନ ବୋମା

ଅମୃତସର,୯।୮: ପାକିସ୍ତାନ ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନାହିଁ। ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ର କରି ଚାଲିଛି। ସୀମା ଜରିଆରେ ସେ ନିଜ ସାଥୀଙ୍କ ନିକଟକୁ ଅସ୍ତ୍ରଶସ୍ତ୍ର ପଠାଇବାକୁ ଉଦ୍ୟମ କରୁଛି। ଇତିମଧ୍ୟରେ ପଞ୍ଜାବର ଅମୃତସରରେ ପାକିସ୍ତାନ ଡ୍ରୋନ...

ଆମ ନେତାଙ୍କୁ ଆକ୍ରମଣ ପଛରେ ଶାହାଙ୍କ ହାତ: ମମତା

କୋଲକତା,୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ନିକଟରେ ତାଙ୍କ ଭଣଜା ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ଛାତ୍ର ନେତାଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ଶାହାଙ୍କ...

ମାରାଥନ୍‌ ଦୌଡ଼ ଆୟୋଜିତ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ, ୯।୮: ଅଗଷ୍ଟ ୯ ସୋମବାର କ୍ରାନ୍ତି ଦିବସରେ ଦିଲ୍ଲୀ ସରକାର ଅମୃତ ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଏକ ମାରାଥନ ଦୌଡ଼ ଆୟୋଜନ କରାଯାଇଥିଲା। ସ୍ବାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦିଲ୍ଲୀ ସରକାର ଏହାକୁ...

ଓବିସି ସଂଶାଧନ ବିଲ୍‌ ଲୋକ ସଭାରେ ପାରିତ, ମିଳିଲା ବିରୋଧୀଙ୍କ ସମର୍ଥନ…

ନୂଆଦିଲ୍ଲୀ,୯।୮: କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବିରେନ୍ଦ୍ର କୁମାର ଖାଟିକଙ୍କ ଦ୍ୱାରା ସୋମବାର ଲୋକସଭାରେ ଆଗତ ହୋଇଥିବା ଓବିସି ସଂଶାଧନ ବିଲ୍‌-୨୦୨୧ ପାସ୍‌ ହୋଇଛି। ଏହାକୁ ବିରୋଧୀ ଦଳ ମଧ୍ୟ ସମର୍ଥନ କରିଛନ୍ତି। ଏହି ସଂଶାଧନ...

ରାହୁଲଙ୍କ ଆକାଉଣ୍ଟ ବନ୍ଦ: ଟୁଇଟର ଅଫିସ ବାହାରେ ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୯।୮: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ ସାମୟିକ ଭାବେ ବନ୍ଦ ହେବା ପରେ କଂଗ୍ରେସ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ଏବେ ରାଜନୈତିକ ସରଗରମ ହେବାରେ ଲାଗିଛି। ସୋମବାର ଯୁବ କଂଗ୍ରେସ ପକ୍ଷରୁ...

ରାଜ୍ୟ ସଭାରେ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଶୁଭେଚ୍ଛା: ତୁମ ପାଇଁ ଦେଶ ଗର୍ବିତ

ନୂଆଦିଲ୍ଲୀ,୯।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନର ଶେଷ ସପ୍ତାହ ସୋମବାରଠାରୁ ଆରମ୍ଭ ହୋଇଛି। ସଦନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସଭା ସଭାପତି ଏମ୍‌ ଭେଙ୍କିଆ ନାଇଡୁ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଥିବା ସମସ୍ତ ଭାରତୀୟ ବିଜେତାଙ୍କୁ...

ଚାଷୀଙ୍କ ଖାତାକୁ ଗଲା ନବମ କିସ୍ତିର ୨୦୦୦ ଟଙ୍କା..

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ୯.୭୫ କୋଟି ଚାଷୀଙ୍କ ଖାତାକୁୁ କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ନବମ କିସ୍ତିର ଟଙ୍କା ପଠାଇଛନ୍ତି। ମୋଟ ୧୯,୫୦୦କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି। ଏହି ଯୋଜନା...

ପରୀକ୍ଷା ତଥ୍ୟକୁ ସାର୍ବଜନୀନ ବିନା ଭାକ୍ସିନ୍‌କୁ ମଞ୍ଜୁରୀ, କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୯।୮: କରୋନା ଟିକା ପରୀକ୍ଷା ତଥ୍ୟକୁ ସାର୍ବଜନୀନ ନ କରି ଭାକ୍ସିନ୍‌କୁ ମଞ୍ଜୁରୀ ମିଳିବା ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ(ଏସ୍‌ସି)ଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ କରାଯାଇଛି। ପିଟିଶନର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର,...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri