ଜାତୀୟ

ହ୍ବାଟ୍‌ସଆପ୍‌ରେ କେମିତି ପାଇବେ କରୋନା ସାର୍ଟିଫିକେଟ୍‌

ନୂଆଦିଲ୍ଲୀ,୮।୮: କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଯେଉଁମାନେ କରୋନା ଟିକା ନେଇଛନ୍ତି, ସେମାନେ ହ୍ବାଟସ୍‌ଆପ୍‌ ମାଧ୍ୟମରେ ସହଜରେ ସାର୍ଟିଫିକେଟ ପାଇପାରିବେ। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ କାର୍ଯ୍ୟାଳୟ ଟୁଇଟ କରି...

ଅଣ୍ଟାଏ ପାଣିରେ ଅନ୍ତିମ ଯାତ୍ରା

ଭୋପାଳ,୮।୮: ଲଗାଣ ବର୍ଷା କାରଣରୁ ମଧ୍ୟପ୍ରଦେଶର ଗୁଣା ଜିଲା ସମେତ ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ବନ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ...

କାନ୍ଥରେ ଲେଖାଯାଉଛି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ

ଲକ୍ଷ୍ନୌ,୮।୮: ଉତ୍ତର ପ୍ରଦେଶର ବାରାଣାସୀର ସିଗ୍ରା ପୋଲିସ ଷ୍ଟେଶନ ପରିସରରେ ଥିବା କାନ୍ଥରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଲେଖାଯାଇଛି। ଏହି ଘଟଣାରେ ସିଗ୍ରା ପୋଲିସ ୫ ଜଣ ଯୁବକଙ୍କୁ ଗିରଫ କରିଛି। ସିଗ୍ରା ପୋଲିସ ଷ୍ଟେଶନ ପରିସରରେ...

ରାଜ୍ୟଗୁଡିକୁ ଗୃହ ମନ୍ତ୍ରଣାଳୟର ଚିଠି: ପ୍ଲାଷ୍ଟିକ ତ୍ରିରଙ୍ଗା ବ୍ୟବହାର ବନ୍ଦ କରାଯାଉ

ନୂଆଦିଲ୍ଲୀ,୮।୮:ସ୍ବାଧୀନତା ଦିବସ ପୂର୍ବରୁ ପ୍ଲାଷ୍ଟିକରେ ପ୍ରସ୍ତୁତ ତ୍ରିରଙ୍ଗା ବ୍ୟବହାରକୁ ଅନୁମତି ନ ଦେବାକୁ କେନ୍ଦ୍ର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି। ଲୋକମାନେ ପ୍ଲାଷ୍ଟିକର ଜାତୀୟ ପତାକା ବ୍ୟବହାର ନ କରିବାକୁ କେନ୍ଦ୍ର କହିଛି। କାରଣ ଅଣ-ଜୈବ ବସ୍ତୁଗୁଡିକରେ ନିର୍ମିତ ଆଇଟମଗୁଡିକର ସଠିକ...

ଅଚଳ ଇଭିଏମ୍‌, ଭିଭିପାଟ୍‌ ମେଶିନର ହିସାବ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୮ା୮: ପିଟିଆଇ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ମୋଟ୍‌ ଇଭିଏମ ଏବଂ ଭିଭିପାଟ୍‌ ମେଶିନ ହିସାବ ପ୍ରକାଶ କରିବାକୁ ନିର୍ଦ୍ଦେଶ ଜାରି କରିଛି। ଷ୍ଟାଣ୍ଡାର୍ଡାଇଜେଶନ, ଟେଷ୍ଟିଂ ଏବଂ କ୍ୱାଲିଟି ସାର୍ଟିଫିକେଟ ନିର୍ଦ୍ଦେଶାଳୟ (STQC) ତ୍ରୁଟିପୂର୍ଣ୍ଣ ମେଶିନ ସଂଖ୍ୟାକୁ ହାଇଲାଇଟ୍‌ କରିଛି।...

ନୀରଜ ଚୋପ୍ରାଙ୍କୁ ବଡ଼ ଉପହାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୮।୮: ଟୋକିଓ ଅଲିମ୍ପିକ ଗେମ୍ସରେ ଜାଭେଲିନ ଥ୍ରୋ ଭାରତର ନୀରଜ ଚୋପ୍ରା ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସମଗ୍ର ଭାରତରେ ଏହାକୁ ଖୁସିର ଲହରୀ ଖେଳିଯାଇଛି। ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କମ୍ପାନୀର ଆଗାମୀ ନୂତନ କାର...

ରାଜ୍ୟକୁ ୫୨ କୋଟିରୁ ଅଧିକ ଡୋଜ ଭ୍ୟାକ୍ସିନ ଯୋଗାଇ ଦେଲାଣି କେନ୍ଦ୍ର

ନୂଆଦିଲ୍ଲୀ,୮ ।୮: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି କି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୫୨.୩୭ କୋଟିରୁ ଅଧିକ ଡୋଜ କରୋନା ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି । ଆହୁରି ୮ଲକ୍ଷ ୯୯ ହଜାର...

ମୋଦି ସରକାରଙ୍କୁ ପ୍ରଶଂସା କଲେ ଥରୁର

ନୂଆଦିଲ୍ଲୀ,୮।୮: କରୋନା ସଂକ୍ରମଣର ଏକ ସମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ ଦେଶରେ ଦ୍ରୁତ ଟିକାକରଣ କାର୍ଯ୍ୟ ଚାଲିଛି । ଏ ପର୍ଯ୍ୟନ୍ତ ସାରା ଦେଶରେ ୫୦ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏହି...

ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ମାମଲାରେ ୫ ଗିରଫ

ନୂଆଦିଲ୍ଲୀ,୮ ।୮: ଆନ୍ଧ୍ର ପ୍ରଦେଶ ହାଇ କୋର୍ଟର ବିଚାରପତିଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବା ଅଭିଯୋଗରେ ସିବିଆଇ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିସାରିଲାଣି । ୨ ଜଣଙ୍କୁ ରବିବାର ଗିରଫ କରାଯାଇଛି । ସିବିଆଇ ଦ୍ୱାରା...

ରାଜଧାନୀରେ ଖୋଲିବ ସାପ୍ତାହିକ ବଜାର

ନୂଆଦିଲ୍ଲୀ,୮ ।୮: ରାଜଧାନୀ ଦିଲ୍ଲୀରେ ସୋମବାରଠାରୁ ସପ୍ତାହିକ ବଜାର ଖୋଲିବାକୁ ଅନୁମତି ମିଳିଛି । କରୋନା ଦ୍ୱିତୀୟ ଲହରର ପ୍ରକୋପକୁ ଦେଖି ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଥିଲା । ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ...

ଶିଶୁକନ୍ୟା କାହାର, ଥାନାରେ ପହଞ୍ଚିଲେ ଦୁଇ ମା’…

ଅମୃତସର,୮।୮: ଜନ୍ମ ଦେଇଥିବା ମା’ ବଡ଼ ନା ପାଳନ କରିଥିବା ମା’ ବଡ଼। ଏହାର ସମାଧାନ ପାଇଁ ଏବଂ ଶିଶୁକନ୍ୟାଙ୍କୁ ନିଜର କରିବା ଲାଗି ଦୁଇ ମା’ ଏବେ ଥାନାରେ ପହଞ୍ଚିଛନ୍ତି। ଏଭଳି ଅଭାବନୀୟ ଘଟଣା ପଞ୍ଜାବ ଅମୃତସରରେ ଘଟିଛି।...

୩୦ ଆଇଟିବିପି ଯବାନଙ୍କ ଆଫଗାନିସ୍ତାନରେ ପୁଣି ମୁତୟନ ଆବେଦନ ଖାରଜ..

ନୂଆଦିଲ୍ଲୀ,୮।୮: ଆଫଗାନିସ୍ତାନର ଅବସ୍ଥା କାହାଠାରୁ ଲୁଚି ନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନରେ ପୁଣି ଥରେ ମୁତୟନ ପାଇଁ ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର କିଛି ଯବାନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ତେବେ ହାଇକୋର୍ଟ ଏହାର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri