ଜାତୀୟ

ସାମ୍ବା ସେକ୍ଟରରେ ୪ ସନ୍ଦିଗ୍ଧ ଡ୍ରୋନ୍‌…

ଶ୍ରୀନଗର,୨।୮: ସୀମାରେ ଅନୁପ୍ରବେଶ ଉଦ୍ୟମରେ ବିଫଳ ହେବା ପରେ ପାକିସ୍ତାନ ଏବେ ଡ୍ରୋନ ଷ୍ଟ୍ରାଇକ ଷଡ଼ଯନ୍ତ୍ର କରୁଛି। ତେଣୁ ଲଗାତାର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ନିକଟରେ ସନ୍ଦେହଜନକ ଡ୍ରୋନ ଉଡ଼ି ବୁଲୁଥିବା ଘଟଣା ଘଟୁଛି। ରବିବାର ଦିନ ଜମ୍ମୁର...

ପୁଣି ବିପଦ, ଅକ୍ଟୋବରରେ ତୃତୀୟ ଲହର ପହଞ୍ଚିବ ଶୀର୍ଷରେ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀର ତୃତୀୟ ଲହର ଚଳିତ ଅଗଷ୍ଟମାସରେ ଆସିବାର ଆଶଙ୍କା ରହିଛି। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ତୃତୀୟ ଲହରରେ ପ୍ରତିଦିନ ପ୍ରାୟ ଏକ ଲକ୍ଷ...

ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୧୩୪ ରେ ପହଞ୍ଚିଛି।...

ଜମ୍ମୁ-କଶ୍ମୀର, ଲଦାଖ ଯିବ ସଂସଦୀୟ କମିଟି

ନୂଆଦିଲ୍ଲୀ, ୨।୮: ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଏବଂ ଲଦାଖ ଗସ୍ତରେ ଯିବ। ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ଶାସନ, ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ କ’ଣ ସବୁ ପଦକ୍ଷେପ...

୫ରେ ପେଗାସସ୍‌ ଶୁଣାଣି

ନୂଆଦିଲ୍ଲୀ, ୨ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ସ୍ପାଏଓ୍ବେର ପେଗାସସ୍‌ ଦ୍ୱାରା ନେତା, ଖବରଦାତା, ବିଚାରବିଭାଗୀୟ କାର୍ଯ୍ୟକର୍ତ୍ତା ପ୍ରମୁଖଙ୍କ ଉପରେ ଗୁପ୍ତଚରଗିରି ଘଟଣାର ସ୍ବତନ୍ତ୍ର ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆଗତ ପିଟିଶନର ଶୁଣାଣି ଆସନ୍ତା ଗୁରୁବାର ହେବ। ଭାରତର...

ଉପଗ୍ରହରୁ ସୀମା ନିର୍ଦ୍ଧାରଣ

ନୂଆଦିଲ୍ଲୀ,୨ା୮:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଲାଗିରହିଥିବା ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଉପଗ୍ରହର ସହାୟତା ନେବାକୁ ଯାଉଛନ୍ତି। ସାଟେଲାଇଟ୍‌ ଇମେଜିଂ ଜରିଆରେ ଏହି ସବୁ ରାଜ୍ୟର ସୀମା ନିର୍ଦ୍ଧାରଣ କରାଯିବ। ଜୁଲାଇ ୨୬ରେ ଆସାମ ଓ ମିଜୋରାମ ମଧ୍ୟରେ ସୀମା...

ପ୍ରେମ ପାଇଁ ଜୀବନ ହାରିଛନ୍ତି ୩ ହଜାରରୁ ଊର୍ଦ୍ଧ୍ୱ

ନୂଆଦିଲ୍ଲୀ, ୧।୮: ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ପ୍ରେମ ବ୍ୟାପାରକୁ ନେଇ ୩,୩୧୫ ଜଣ ଆତ୍ମହତ୍ୟା କରିଛନ୍ତି। ପାର୍ଲାମେଣ୍ଟରେ ଉପରୋକ୍ତ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ୨୦୧୭-୧୯ ମଧ୍ୟରେ ୨୪,୫୬୮ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିବା ଦର୍ଶାଇଛି ଜାତୀୟ ଅପରାଧ...

ଚାକିରି ପାଇଁ ସ୍ବାମୀ ମନା କରିବାରୁ …

ପାଟନା, ୧।୮: ଆଇଟିଆଇ କରିଛି। ନିଜ ଗୋଡ଼ରେ ଛିଡ଼ା ହେବା ସହ ଉଚ୍ଚ ଶୀକ୍ଷିତ ହେବାକୁ ଚାହୁଁଛି। କିନ୍ତୁ ପରିବାର ଲୋକେ ଜୋର ଜବରଦସ୍ତ ମୋ ବାହାଘର କରେଇ ଦେଲେ। ଏବେ ସ୍ବାମୀ ଚାହୁଁ ନାହାନ୍ତି ମୁଁ ଚାକିରି କରେ।...

ସୋସିଆଲ ମିଡିଆରେ ବିକୁଥିଲେ ବନ୍ଧୁକ

କୋଲକାତା,୧।୮: ହ୍ବାଟ୍ସଆପ୍‌ ଓ ଫେସ୍‌ବୁକରେ ଗ୍ରୁପ କ୍ରିଏଟ୍‌ କରି ବନ୍ଧୁକ ବିକ୍ରି କରିବାକୁ ଉଦ୍ୟମ କରାଯାଉଥିଲା। ଏ ଘଟଣାରେ ସମ୍ପୃକ୍ତ ୨୪ ବର୍ଷୀୟ କିଷନ ଜୈଶ୍ୱାଲଙ୍କୁ ଉତ୍ତର କୋଲକାତାର ମାଣିକତାଲା ଅଞ୍ଚଳରୁ ରବିବାର ଗିରଫ କରିଛି କୋଲକାତା ପୋଲିସ। ତାଙ୍କ...

ପାର୍କିଂ ଫି ନ ଦେବାରୁ ପୋଲିସକୁ ମାଡ଼

ଭୋପାଳ,୧।୮: ପାର୍କିଂ ଫି ନ ଦେବାରୁ ଦୁଇ ପୋଲିସ ଅଧିକାରୀଙ୍କୁ ମାଡ଼ ମାରିଛନ୍ତି ପାର୍କିଂ କଣ୍ଟ୍ରାକ୍ଟର ଓ ତାଙ୍କ ସହଯୋଗୀମାନେ। ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ରାତଲାମ ରେଲଓ୍ବେ ଷ୍ଟେଶନ ବାହାରେ। ଆତଙ୍କବାଦୀ ନିରୋଧି ସ୍କ୍ବାଡର ଦୁଇ ସଦସ୍ୟଙ୍କୁ ଆକ୍ରମଣର...

ଦିଲ୍ଲୀ ଉପରେ ବନ୍ୟା ସଙ୍କଟ

ନୂଆଦିଲ୍ଲୀ,୧।୮: ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଯମୁନାରେ ବିପଦ ସଂକେତ ୨୦୫.୩୩ ମିଟର ଥିବା ବେଳେ ରବିବାର ପୂର୍ବାହ୍ନ ସୁଦ୍ଧା ଜଳସ୍ତର ୨୦୫.୩୨ ମିଟର ରେକର୍ଡ...

ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପିଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱ ଚାମ୍ପିଅନ ଷଷ୍ଠ ସିଡ୍‌ ପିଭି ସିନ୍ଧୁ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଟୋକିଓରେ ଚାଇନାର ଅଷ୍ଟମ ସିଡ୍‌ ହେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri