ଜାତୀୟ

ସନ୍ଦେହ ଜନକ ସ୍ଥିତି, ଉରି ସେକ୍ଟରରେ ସର୍ଚ୍ଚ ଅପରେଶନ୍‌ ଜାରି…

ଶ୍ରୀନଗର,୨୦।୯: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ସନ୍ଦେହ ଜନକ ସ୍ଥିତି ସୃଷ୍ଟି ହୋଇଛି। ନିୟନ୍ତ୍ରଣ ରେଖା ଦେଇ ଅନୁପ୍ରବେଶ ହେଉଥିବାର ଅନୁମାନ ଭାରତୀୟ ସେନା ପକ୍ଷରୁ କରାଯିବା ପରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଛି। ଉତ୍ତର କଶ୍ମୀରର ଉରି...

୨୦୨୪ରେ ମମତା ପ୍ରଧାନମନ୍ତ୍ରୀ ହେବା ଆଶା ଅଧିକ, କହିଲେ ବାବୁଲ ସୁପ୍ରିୟୋ …

କୋଲକାତା,୨୦।୯: ୨୦୨୪ରେ ମମତା ପ୍ରଧାନମନ୍ତ୍ରୀ ହେବା ଆଶା ଅଧିକ, କହିଲେ ବାବୁଲ ସୁପ୍ରିୟୋ … କୋଲକାତା,୨୦।୯: ଆସନ୍ତା ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଶା ଅଧିକ ରହିଛି। ଏସମ୍ପର୍କରେ ତୃଣମୂଳ ନେତା ବାବୁଲ...

ପୁଣି ୪୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୦।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। କେରଳ କେରଳ ହଟ୍‌ସ୍ପଟ୍‌ ପାଲଟିବା ଯୋଗୁ ଦେଶରେ ଦୈନିକ...

କୋଭିଡ କାଳରେ ଧନୀ ମାଲାମାଲ୍‌

ନୂଆଦିଲ୍ଲୀ,୨୦।୯: କୋଭିଡ-୧୯ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଯାଇଛି। ଏପଟେ ସଙ୍କଟ ସମୟରେ ମଧ୍ୟ ଅତିଧନୀଙ୍କ ସମ୍ପତ୍ତି ଲଗାତର ବଢ଼ିଚାଲିଛି। ଲୋକମାନେ କରୋନାରେ ନାହିଁ ନ ଥିବା ସମସ୍ୟା ସାମ୍ନା କରିଥିବା ବେଳେ ଅନେକେ ମହାମାରୀର...

୨୦୨୦ରେ ଯାଇଛି ୧.୨୦ ଲକ୍ଷ ଜୀବନ

ନୂଆଦିଲ୍ଲୀ, ୨୦।୯(ପି.ଟି.): ଗତବର୍ଷ କୋଭିଡ୍‌-୧୯ ଲକ୍‌ଡାଉନ ସତ୍ତ୍ୱେ ସଡ଼କ ଦୁର୍ଘଟଣା ଜନିତ କାରଣରୁ ଦେଶରେ ୧.୨୦ ଲକ୍ଷ ଲୋକଙ୍କ ଜୀବନ ଯାଇଛି, ଅର୍ଥାତ ଦିନକୁ ହାରାହାରି ୩୨୮ ଜଣଙ୍କ ମୃତ୍ୟୁ ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ ଗତ ୩ ବର୍ଷରେ...

ଶପଥ ଗ୍ରହଣ ପୂର୍ବରୁ ଗୁରୁଦ୍ୱାର ଗଲେ ଚରଣଜିତ୍ ସିଂ

ଚଣ୍ଡିଗଡ଼,୨୦ ।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ପଞ୍ଜାବକୁ ଏବେ ନୂଆ ମୁଖ୍ୟମନ୍ତ୍ରୀ ମିଳି ସାରିଛି । ଚରଣଜିତ୍ ସିଂ ଚନି୍ନ ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ସକାଳ ୧୧ଟାରେ...

କୁଖ୍ୟାତ ଆତଙ୍କବାଦୀ ଏଜାଜ ଅହଂଗରଙ୍କୁ ଜେଲରୁ ମୁକୁଳାଇଲା ତାଲିବାନ, ସୁରକ୍ଷା ଏଜେନ୍ସି ଆଲର୍ଟ

ନୂଆଦିଲ୍ଲୀ,୨୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ସୁରକ୍ଷା ଚିନ୍ତା ବଢି ଯାଇଛି । ଆମେରିକା ସେନା ଫେରିଯିବା ପରେ ତାଲିବାନ ଜେଲରେ ଥିବା କଏଦୀଙ୍କୁ ମୁକୁଳାଇ ଦେଉଛି । ଏମାନଙ୍କ ମଧ୍ୟରେ ବହୁ...

ଲୋକ ସଭା ଟିକେଟ ପାଇଁ ନେଇଥିଲେ ୫ କୋଟି

ପାଟନା, ୨୦।୯: ୨୦୧୯ ଲୋକ ସଭା ନିର୍ବାଚନ ବେଳେ ଆର୍‌ଜେଡି ନେତା ଗୋଟିଏ ଟିକେଟ ପାଇଁ ୫ କୋଟି ଟଙ୍କା ନେଇଥିଲେ। ଏନେଇ ତେଜସ୍ବୀ ଯାଦବ, ମିସା ଯାଦବଙ୍କ ସମେତ ୬ ଜଣଙ୍କ ବିରୋଧରେ ଏତଲା ଦାଏର କରିବାକୁ ପାଟନାର...

ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇଥିଲେ ଦମ୍ପତି, ୨ ବର୍ଷ ପରେ ଘଟିଲା ଏମିତି କିଛି

ବିଶାଖାପାଟନମ୍‌,୨୦।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୧୫ ସେପ୍ଟେମ୍ବର ୨୦୧୯ରେ ଏକ ଡଙ୍ଗା ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କର ମୃତୃ୍ୟ ହୋଇଛି। ଏଥିରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ (ଭିଜାଗ) ବାସିନ୍ଦା ଟି ଆପାଲା ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ, ନିଜ...

‘୩୫୦ ଆସନ ଜିତିବ ଭାଜପା’

ଲକ୍ଷ୍ନୌ,୨୦।୯: ରାଜ୍ୟବାସୀ, ସଂଗଠନ ଓ ସରକାରଙ୍କ ମିଳିତ ଉଦ୍ୟମ ଜାତୀୟ ସ୍ତରରେ ୟୁପି ପ୍ରତି ଲୋକଙ୍କ ଚିନ୍ତାଧାରରେ ପରିବର୍ତ୍ତନ ଆଣିଛି। ଆମ ସରକାରଙ୍କ ଉପରେ ଲୋକଙ୍କ ଭରସା ବୃଦ୍ଧି ପାଇଛି। ଏହି ବିଶ୍ୱାସ ସୁନିଶ୍ଚିତ କରୁଛି ଯେ, ୨୦୨୨ ବିଧାନସଭା...

ଆଫଗାନିସ୍ତାନରୁ ଆସୁଥିଲା ୯ ହଜାର କୋଟି ଟଙ୍କାର ହେରୋଇନ୍‌

ଅହମଦାବାଦ,୧୯।୯: ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ରାଜସ୍ବ ଗୋଇନ୍ଦା ବିଭାଗ (ଡିଆର୍‌ଆଇ) ୯ ହଜାର କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛି। ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ଆମଦାନି ହେଉଥିବା ଜଣାପଡ଼ିଛି। ଅଧିକ ତଦନ୍ତ ଲାଗି ଡିଆର୍‌ଆଇ ଅଫିସରମାନେ କଣ୍ଟେନରଗୁଡ଼ିକୁ ଅଟକାଇଥିଲେ।...

ଭାଜପା ନେତାଙ୍କ ଆତ୍ମହତ୍ୟା

ଛୁରିୟା,୧୯।୯: ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍‌ ସିଂ ରବିବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଭାଇଙ୍କ ସହ ରାଜନନ୍ଦଗାଁରେ ରହୁଥିଲେ। ସା ବେଳେ ତାଙ୍କ ଭାଇ ନ ଥିଲା ବେଳେ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଆତ୍ମହତ୍ୟାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri