ଜାତୀୟ

ଦିଲ୍ଲୀ କମିଶନରଙ୍କ କ୍ଷମତା ବଢ଼ିଲା, ଯେ କୌଣସି ବ୍ୟକ୍ତିଙ୍କୁ କରିପାରିବେ ଗିରଫ…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀ ପୋଲିସ କମିଶନରଙ୍କର କ୍ଷମତାରେ ବୃଦ୍ଧି ହୋଇଛି। ଉପରାଜ୍ୟପାଳ ଅନୀଲ ବୈଜଲ ଦିଲ୍ଲୀ ପୋଲିସ କମିଶନରଙ୍କ କ୍ଷମତାକୁ ଅକ୍ଟୋବର ୧୮ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ଆଇନ(ଏନ୍‌ଏସ୍‌ଏ) ଅନ୍ତର୍ଗତ ବୃ୍‌ଦ୍ଧି କରିଛନ୍ତି। ଫଳରେ ଏହି ସମୟ ମଧ୍ୟରେ ଦିଲ୍ଲୀ ପୋଲିସ...

ସ୍କୁଲ ଖୋଲିବାକୁ ଭୟ କରୁଛନ୍ତି ରାଜ୍ୟ ସରକାର, ତାରିଖ ଘୋଷଣା ପରେ ପୁଣି ପଛଉଛନ୍ତି…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଅପରପକ୍ଷରେ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଲକ୍‌ଡାଉନ୍‌ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଥିଲା। କେତେକ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ...

ଖୁସି ଖବର, ସେପ୍ଟେମ୍ବରରେ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ କରୋନା ଭାକ୍ସିନ୍‌ ସେପ୍ଟେମ୍ବରରେ...

ବୁଦ୍ଧପୂର୍ଣ୍ଣିମା ଅବସରରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ବୁଦ୍ଧଦେବଙ୍କ ଧର୍ମଚକ୍ର ପରିବର୍ତ୍ତନକୁ ଇତିମଧ୍ୟରେ ୨୬୦୦ ବର୍ଷ ବିତିଛି। ବୁଦ୍ଧଦେବଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବାଣୀ ପୃଥିବୀରେ...

ଭୂସ୍ଖଳନରେ ୭୧ ମୃତ

ମୁମ୍ବାଇ, ୨୪।୭: ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ମହାରାଷ୍ଟ୍ରର ରାଇଗଡ଼, ରତ୍ନଗିରି ଏବଂ ସତାରା ଜିଲାରେ ଭୂସ୍ଖଳନ ଘଟି ୭୧ ଜଣଙ୍କ ମୃତ୍ୟୁ ହୋଇଛି। ରାଇଗଡ଼ ଜିଲାର ତାଲିୟା ଗ୍ରାମ ନିକଟରେ ଭୂସ୍ଖଳନ ଯୋଗୁ ୩୮ ଜୀବନ ଯାଇଥିବାବେଳେ...

ବାନ୍ଦିପୋରା ଜଙ୍ଗଲରେ ଏନ୍‌କାଉଣ୍ଟର, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର,୨୪।୭: ଜମ୍ମୁ-କଶ୍ମୀରରେ ଅତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଉତ୍ତର କଶ୍ମୀରର ବାନ୍ଦିପୋରାରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସୁମ୍ବଲର ଅଞ୍ଚଳର ଶୋକବାବା ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର...

ଦୈନିକ ସଂକ୍ରମଣ ୪୦ ହଜାର ତଳେ…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ...

ପର୍ନଫିଲ୍ମ ମାମଲାରେ ଶିଳ୍ପାଙ୍କୁ ପଚରାଉଚୁରା

ମୁମ୍ବାଇ,୨୩।୭: ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ ବିକ୍ରି ମାମଲାରେ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତି ସମ୍ପର୍କରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବୟାନ ରେକର୍ଡ କରିଛି ମୁମ୍ବାଇ ପୋଲିସ କ୍ରାଇମ୍‌ ବ୍ରାଞ୍ଚ୍‌। ପୋଲିସ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ କୁନ୍ଦ୍ରାଙ୍କ ବାସଭବନରେ...

ମମତାଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଟିଏମ୍‌ସିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଂସଦୀୟ ଦଳ ଅଧ୍ୟକ୍ଷା ହେବାକୁ ଯାଉଛନ୍ତି। ଟିଏମ୍‌ସି ସୁପ୍ରିମୋଙ୍କ ସୋମବାର ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଶୁକ୍ରବାର ଦଳୀୟ ଏମ୍‌ପି ଡେରେକ୍‌ ଓ’ବ୍ରାଏନ୍‌ ଏନେଇ ଘୋଷଣା କରିଛନ୍ତି। ଟିଏମ୍‌ସିର ସୁଦୀପ...

ବେଲୁନ, ଆଇସକ୍ରିମରେ ଆଉ ବ୍ୟବହାର ହୋଇ ପାରିବ ନାହିଁ ପ୍ଲାଷ୍ଟିକ କାଠି!

ନୂଆଦିଲ୍ଲୀ,୨୩ ।୭: କେନ୍ଦ୍ର ସରକାର ଶୁକ୍ରବାର ସଂସଦରେ କହିଛନ୍ତି କ୍ୟାଣ୍ଡି, ଆଇସକ୍ରିମ, ବେଲୁନ ଆଦିରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ କାଠି ବା ଷ୍ଟିକ୍‌ର ବ୍ୟବହାର ୧ ଜାନୁୟାରୀ, ୨୦୨୨ରୁୁ ବନ୍ଦ କରି ଦିଆଯିବ । ତେବେ ଗୋଟିଏ ଥର ବ୍ୟବହାର...

ବର୍ଷାରେ ବେହାଲ ମୁମ୍ବାଇ: ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ମୁମ୍ବାଇ,୨୩ ।୭: ମହାରାଷ୍ଟ୍ର ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇରେ ରେଡ ଆଲର୍ଟ ଜାରି କରାଯାଇଛି । କାରଣ ଆସନ୍ତା ୩-୪ ଦିନ ଏଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଛି । ଏଥିପାଇଁ କେନ୍ଦ୍ରୀୟ ରେଲୱେ ୪୮ ଟ୍ରେନକୁ ରଦ୍ଦ...

କରୋନା ଟିକାକରଣରେ ତାମିଲନାଡୁ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୨୩ ।୭: ଦେଶରେ କରୋନା ଭାଇରସର ତୃତୀୟ ଲହର ଆସିବା ପୂର୍ବରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଦ୍ରୁତ ଗତିରେ ଟିକାକରଣ ପ୍ରକ୍ରିୟାକୁ ଆଗେଇ ନେବାକୁ କହିଥିଲେ । ମେ ୧ରୁ ଜୁଲାଇ ୧୩ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ-୧୯ର ପାଖାପାଖି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri