ଜାତୀୟ

କରୋନା ଯୋଗୁ ସ୍କୁଲ ଛାଡିଲେଣି ୩୦ ପ୍ରତିଶତ ପିଲା!

ନୂଆଦିଲ୍ଲୀ,୨୨ ।୭: ଦେଶରେ କେରାନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଯାହାର ପ୍ରଭାବ ଶିଶୁଙ୍କ ଉପରେ ଅଧିକ ରହିବ ।...

ପଞ୍ଜାବ କଂଗ୍ରେସ କଳହରେ ଲାଗିବ ବ୍ରେକ୍‌!

ଚଣ୍ଡିଗଡ଼,୨୨ ।୭: ପଞ୍ଜାବ ପ୍ରଦେଶ କଂଗ୍ରେସର ନବନିଯୁକ୍ତ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି । ମିଳିଥିବା ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଉପସ୍ଥିତ ରହିବେ...

ଯନ୍ତର-ମନ୍ତରରେ କୃଷକଙ୍କ ‘ସଂସଦ’

ନୂଆଦିଲ୍ଲୀ,୨୨ ।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ କରାଯାଉଥିବା ଆନ୍ଦୋଳନର ନୂଆ ରୂପ ଗୁରୁବାର ଦେଖିବାକୁ ମିଳିି । ରାଜଧାନୀ ଦିଲ୍ଲୀର ଯନ୍ତର-ମନ୍ତରରେ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନେ ‘ସଂସଦ’ ଆରମ୍ଭ କରିଛନ୍ତି ।...

ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୨।୭: ଦେଶରେ ପେଗାସସ ମାମଲାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଗୁରୁବାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ୭୫୦ କୋଟି ଟଙ୍କା ବ୍ୟୟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ...

ମନ୍ତ୍ରୀଙ୍କ ହାତରୁ କାଗଜ ଛଡାଇ ଚିରି ଦେଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଉଭୟ ଗୃହ ଅଚଳ ହୋଇପଡିଛି। ଇସ୍ରାଏଲ ସଫ୍ଟୱେୟାର ପେଗାସସରେ ୩୦୦ ଜଣ ଭାରତୀୟଙ୍କ ଗୁପ୍ତଚର ଅଭିଯୋଗରେ ଗୁରୁବାର ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ରାଜ୍ୟ ସଭାରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ...

ବୁଡିଗଲା ମହାରାଷ୍ଟ୍ରର ଚିପଲୁନ ସହର

ମୁମ୍ବାଇ,୨୨ ।୭: ମହାରାଷ୍ଟ୍ରର ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ରାତିରେ ହୋଇଥିବା ବର୍ଷାରେ ଚିପଲୁନ ସହରରେ ବନ୍ୟା ସୃଷ୍ଟି ହୋଇଛି । ପାଣି ଏତେ ଅଧିକ ହୋଇଛି ଯେ କିଛି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବୁଡିଯାଇଛ ।...

କରୋନାରେ ଅନାଥ ଶିଶୁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘ବାଲ ସେବା ଯୋଜନା’

ଲକ୍ଷ୍ନୌ,୨୨ ।୭: କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଆମ ଦେଶରେ ଏହାର ପ୍ରଭାବ ବହୁ ଅଧିକ ରହିଛି । ଦୀର୍ଘ ପ୍ରାୟ ୧୬-୧୭ ମାସ ହେବ ତାଣ୍ଡବ ରଚିଛି କରୋନା । ଏହି ସମୟରେ...

କରୋନା ମୃତ୍ୟୁ ସଂଖ୍ୟା, କରାଯାଉଛି ଅପପ୍ରଚାର…

ନୂଆଦିଲ୍ଲୀ,୨୨।୭: ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ନେଇ ଅପପ୍ରଚାର କରାଯାଉଥିବା କେନ୍ଦ୍ର ସରକାରଙ୍କ କହିଛନ୍ତି। ପ୍ରକାଶ ପାଇଥିବା କେତେକ ରିପୋର୍ଟରେ କରୋନା ମୃତ୍ୟୁ ସଂଖ୍ୟା ନେଇ ଭ୍ରମାତ୍ମକ ତଥା ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି। ଏହି ରିପୋର୍ଟ  ତଥ୍ୟ...

ରାଜଧାନୀରେ ଯୋଗୀଙ୍କ ବୁଲ୍‌ଡୋଜର, ୧୫୦ କୋଟିର ଜମିରୁ ହଟିଲା ଜବର ଦଖଲ…

ନୂଆଦିଲ୍ଲୀ,୨୨।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଜବର ଦଖଲ ହଟାଇବା ଅଭିଯାନ ଜାରି ରଖିଛନ୍ତି। ଏବେ ଯୋଗୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ମଦନପୁର ଖାଦରଠାରେ ଥିବା ରୋହିଙ୍ଗା କ୍ୟାମ୍ପ୍‌କୁ ହଠାଇ ଦିଆଯାଇଛି। ଉତ୍ତରପ୍ରଦେଶ ଜଳସେଚନ ବିଭାଗର ୨.୧୦ ହେକ୍ଟର...

ହଠାତ୍‌ କୂଅରୁ ବାହାରିଲା ଗରମ ପାଣି, ଆଉ ତା’ ପରେ…

ମୁମ୍ବାଇ,୨୨ା୭: ମହାରାଷ୍ଟ୍ରର ବୁଲଢାପା ଜିଲାରେ ଏକ କୂଅରୁ ହଠାତ୍‌ ଗରମ ପାଣି ବାହାରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ପୂରା ଜିଲାରେ ଚର୍ଚ୍ଚା ହେଉଛି। ବୁଲଢାପା ଜିଲାର ସଂଗ୍ରାମପୁର ତହସିଲ ଅନ୍ତର୍ଗତ ଅକୋଲି ନାମକ ଏକ ଗାଁରେ ରହୁଥିବା ଭାନୁଦାସ...

ସଂସଦର ଉଭୟ ଗୃହରେ ହଟ୍ଟଗୋଳ…

ନୂଆଦିଲ୍ଲୀ,୨୨।୭: ଜୁଲାଇ ୧୯ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ବିରୋଧୀ ଦଳଙ୍କ ବିଭିନ୍ନ ଦାବି ଯୋଗୁ ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ନିୟନ୍ତ୍ରଣ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ...

ଦୁଇ ଯୁବତୀ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ପିଟ୍‌, ଭାଇରାଲ ହେଉଛି ଭିଡିଓ

ରାଞ୍ଚି,୨୨ା୭: ଯୁବଗୋଷ୍ଠୀ ମାଡ଼ପିଟ୍‌ ହେବାର ଦେଖିଥିବେ, ମାତ୍ର ଦୁଇ ଯୁବତୀ ଗୋଷ୍ଠୀ ମାଡ଼ପିଟ୍‌ ହେବାର ଦେଖିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ଝାଡ଼ଖଣ୍ଡରୁ ଏପରି ଏକ ଭିଡିଓ ଭାଇରାଲ ହେଉଛି। ବୋକାରୋ ଜିଲା ସେକ୍ଟର ୪ ଥାନା ଅଞ୍ଚଳରେ ତିଆରି ହୋଇଥିବା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri