ଜାତୀୟ

ଇସ୍ତଫା ଦେବାର ସଙ୍କେତ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ.୨୨ ।୭: କିଛି ଦିନ ହେବ କର୍ନାଟକ ସରକାର ରହିଛନ୍ତି ଚର୍ଚ୍ଚାରେ । ଶାସକ ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା ବି କରାଯାଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା...

କୃଷି ଆଇନକୁ ବିରୋଧ କଲା କଂଗ୍ରେସ

ନୂଆଦିଲ୍ଲୀ,୨୨ ।୭: କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ବିରୋଧ କରିଛି କଂଗ୍ରେସ । ଗୁରୁବାର ଏହି ଆଇନକୁ ଫେରାଇ ନେବାକୁ ଦାବି କରି ସଂସଦ ଭବନ ପରିସରରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଏଥିରେ...

ଗ୍ରାମ ପଞ୍ଚାୟତରେ ସ୍ଥାପିତ ହେବ ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ଲକ୍ଷ୍ନୌ,୨୨।୭: ଏବେ ପ୍ରତି ଗ୍ରାମ ପଞ୍ଚାୟତରେ ଗ୍ରାମ ସଚିବାଳୟ ସ୍ଥାପନ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ୬ମାସ ମଧ୍ୟରେ ଏସମ୍ପର୍କିତ ସମସ୍ତ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ...

ଜୁଲାଇରେ ୧୬ ଏନ୍‌କାଉଣ୍ଟର, ୩୬ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧ ଅପରେଶନ୍‌ ଜାରି ରହିଛି। ଚଳିତ ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ୧୬ଥର ଅନ୍‌କାଉଣ୍ଟର୍‌ କରାଯାଇଛି। ଏଥିରେ ୩୬ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଛି। ଗତ ୬ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ...

କରୋନା ସଂକ୍ରମଣ ପରେ ୯ ମାସ ପର୍ଯ୍ୟନ୍ତ ରୁହେ ଆଣ୍ଟିବଡ଼ି …

ରୋମ୍‌,୨୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀନ ଟିକାକରଣ ଅଭିଯାନ ବିଭିନ୍ନ ଦେଶରେ ଜାରି ରହିଛି। ଭାକ୍ସିନ୍‌ ନେବା ଦ୍ୱାରା ଲୋକଙ୍କ ଶରୀରରେ କରୋନା ଭୂତାଣୁ ପ୍ରତିରୋଧୀ ଆଣ୍ଟିବଡ଼ି...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ...

ଟାଇମ୍ସ ସ୍କୋୟାର ବିଲ୍‌ବୋର୍ଡରେ ସୋନା

ନୂଆଦିଲ୍ଲୀ, ୨୧।୭: ଓଡ଼ିଶା ଜନ୍ମିତ ପ୍ରଚ୍ଛଦପଟ୍ଟ ଗାୟିକା ସୋନା ମହାପାତ୍ରଙ୍କୁ ବଡ଼ ସଫଳତା ମିଳିଛି। ଆମେରିକାର ନ୍ୟୁୟର୍କ ସହର ଟାଇମ୍ସ ସ୍କୋୟାର ବିଲ୍‌ବୋର୍ଡରେ ତାଙ୍କର ବିଶାଳ ଫଟୋ ସ୍ଥାନ ପାଇଛି, ଯାହା ହାତଗଣତି କଳାକାରଙ୍କୁ ମିଳିଥାଏ। ତାଙ୍କର ନିଆର ସ୍ବର,...

ପେଗାସସ୍‌: ଶାସକଙ୍କ ଅସ୍ତ୍ର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୭: ବିଶ୍ୱବ୍ୟାପୀ ପୁନଶ୍ଚ ଶିରୋନାମା ମଣ୍ଡନ କରିବାରେ ଲାଗିଛି ପେଗାସସ୍‌ ସ୍ପାଏଓ୍ବେର। ଖବରଦାତା, ମାନବାଧିକାର କର୍ମୀ, ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌, ରାଜନେତାମାନଙ୍କ ଉପରେ ଗୁପ୍ତଚରଗିରି କରିବା ପାଇଁ ପେଗାସସ୍‌କୁ ବ୍ୟବହାର କରାଯାଇଥିବା ନେଇ ଓ୍ବାଶିଂଟନ ପୋଷ୍ଟ ଓ ୧୬ ମିଡିଆ ପାର୍ଟନର...

ମୋଦି ଚାହାନ୍ତି ‘ସର୍ଭିଲାନ୍ସ ଷ୍ଟେଟ୍‌’

କୋଲକାତା,୨୨ା୭(ପି.ଟି.): କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଏକ ‘ସର୍ଭିଲାନ୍ସ ଷ୍ଟେଟ୍‌’ ପ୍ରତିଷ୍ଠା କରିବାକୁ ଉଦ୍ୟମ ଚଳାଇଛନ୍ତି। ତେଣୁ ଏକଚ୍ଛତ୍ରବାଦୀ ଭାଜପା ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ଆସନ୍ତା ଲୋକ ସଭା ନିର୍ବାଚନରେ ସମସ୍ତ ବିରୋଧୀ ଦଳ ଏକାଠି ହେବା ଆବଶ୍ୟକ।...

କୋଟି କୋଟି ଟଙ୍କାର କାର୍‌ ଉପରେ ସୁନା ଲେପ: ଧନୀ ବ୍ୟକ୍ତିଙ୍କ ଏଭଳି କାମ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ…

ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ସେ ବିଭିନ୍ନ ଶିକ୍ଷଣୀୟ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ ସେ ଜଣେ ଭାରତୀୟ-ଆମେରିକୀୟ ଜଣେ ବ୍ୟକ୍ତି ଫେରାରି କାର୍‌କୁ ନେଇ ଏକ ଟୁଇଟ୍‌ କରିଛନ୍ତି,...

ପୃଥିବୀକୁ ମାଡ଼ିଆସୁଛି ଷ୍ଟାଡିୟମ ଆକୃତିର ଗ୍ରହାଣୁପିଣ୍ଡ

ନୂଆଦିଲ୍ଲୀ,୨୧।୭: ଷ୍ଟାଡିୟମ ଆକୃତିର ଏକ ବିଶାଳ ଗ୍ରହାଣୁପିଣ୍ଡ ଆସନ୍ତା ୨୪ ତାରିଖରେ ପୃଥିବୀ ନିକଟ ଦେଇ ଦ୍ରୁତ ବେଗରେ ଅତିକ୍ରମ କରିବ। ୨୦୦୮ଜି୦୨୦ ନାମକ ଏହି ଗ୍ରହାଣୁ ପୁଞ୍ଜର ଓସାର ୨୦ ମିଟର। ଏହା ସେକେଣ୍ଡ ପ୍ରତି ୮ କିଲୋମିଟରରୁ...

ଚାଷୀ ଆନ୍ଦୋଳନର ନୂଆ ଠିକଣା

ନୂଆଦିଲ୍ଲୀ,୨୧।୭: କୃଷି ଆଇନ ବିରୋଧରେ ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଚାଷୀଙ୍କୁ ଦିଲ୍ଲୀ ପୋଲିସ ବୁଧବାର ଅନୁମତି ଦେଇଛି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ମୌସୁମୀ ଅଧିବେଶନ ସମୟରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଥିଲେ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri