ଜାତୀୟ

ହାଇକୋର୍ଟରେ କଙ୍ଗନାଙ୍କୁ ଝଟ୍‌କା, ମାନହାନି ମାମଲା ରଦ୍ଦ ଆବେଦନ ଖାରଜ…

ମୁମ୍ବାଇ,୯।୯: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଝଟ୍‌କା ମିଳିଛି। ତଙ୍କେ ବିରୋଧରେ ଜାଭେଦ ଅଖତର ମାନହାନି ମକଦ୍ଦମା ଦାଏର କରିଥିଲେ। ଏହି ମାମଲାକୁ ରଦ୍ଦ କରିବା ପାଇଁ କଙ୍ଗନାଙ୍କ ଦ୍ୱାରା ବମ୍ବେ ହାଇକୋର୍ଟରେ ଏକ ଆବେଦନ...

ଏମ୍ସରେ ଖୁବଶୀଘ୍ର ଆରମ୍ଭ ହେବ ନାଜାଲ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ,୯ ।୯: କରୋନା ମହାମାରୀର ତୃତୀୟ ଲହରକୁ ଦେଖି ଏବେ ସମସ୍ତେ ଭୟଭୀତ । କେଉଁଠି କେଉଁଠି ତୃତୀୟ ଲହର ଆସିଯାଇଥିବା କୁହାଯାଉଥିବା ବେଳେ ଏହା ଶିଶୁମାନଙ୍କ ଉପରେ ବିଶେଷ ପ୍ରଭାବ ପକାଉଥିବା କୁହାଯାଉଛି । ତେବେ କରୋନାକୁ ଦୂରେଇବା...

ମଧ୍ୟ ଏସିଆ ସୁରକ୍ଷା ପାଇଁ ଭାରତ-ରୁଷିଆ ଏକଜୁଟ…

ନୂଆଦିଲ୍ଲୀ/ମସ୍କୋ,୯।୯: ଆଫଗାନିସ୍ତାନରେ ତାଲିବାନ ଦଖଲ କରିବା ପରଠାରୁ ମଧ୍ୟ ଏସିଆ ପ୍ରତି ବିପଦ ଦେଖାଦେଇଛି। ତାଲିବାନକୁ ହାତ ବାରିସି କରି ପାକିସ୍ତାନ ଏବଂ ତୁର୍କୀ ନିଜ ସ୍ବାର୍ଥ ହାସଲ ପାଇଁ ମଧ୍ୟ ଏସିଆରେ ଅଶାନ୍ତି ସୃଷ୍ଟି କରିବାର ଷଡ଼ଯନ୍ତ୍ର କରୁଛନ୍ତି।...

ଏନ୍‌ଏଚ୍‌ରେ ଅବତରଣ କଲା ସୁଖୋଇ-ହରକ୍ୟୁଲେସ୍‌, ସୀମାରେ ବାୟୁସେନା ଘାଟି…

ବାଡ଼ମେର,୯।୯: ଦେଶରେ ପ୍ରଥମ ଜାତୀୟ ରାଜପଥକୁ ବାୟୁସେନାକୁ ପ୍ରଦାନ କରାଯାଇଛି। ଏବେ ଏଠାରେ ସୁଖୋଇ ଏବଂ ହରକ୍ୟୁଲେସ ଭଳି ଯୁଦ୍ଧ ବିମାନ ଅବତରଣ କରିହେବ। ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ...

ଭାଜପା-ସିପିଆଇଏମ୍‌ ମୁହାଁମୁହିଁ…

ଗୋମତି,୯।୯: ତ୍ରିପୁରାର ଗୋମତି ଜିଲା ଉଦୟପୁର ସହରରେ ଭାଜପା ଏବଂ ସିପିଆଇଏମ୍‌ ସହିତ ଜଡ଼ିତ ଥିବା ଛାତ୍ର ସଂଗଠନ ଡେମୋକ୍ରାଟିକ ୟୁଥ ଫେଡେରେସନ ଅଫ ଇଣ୍ଡିଆ (ଡିଓ୍ବାଇଏଫ୍‌ଆଇ) ମଧ୍ୟରେ ହିଂସକ ସଂଘର୍ଷ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଛାତ୍ର ସଂଗଠନ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ...

ବାୟୁସେନା ପାଇଁ ୫୬ ବିମାନ କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୯।୯: ଭାରତୀୟ ବାୟୁସେନାର ପୁରୁଣା ଆଭ୍ରୋ ବିମାନ ସ୍ଥାନରେ ସାମିଲ ହେବ ଟ୍ବିନ୍‌-ଟର୍ମୋପ୍ରପ୍‌ ସି-୨୯୫ଏମ୍‌ଡବ୍ଲ୍ୟୁ ବିମାନ। ଏଭଳି ୫୬ଟି ବିମାନ କିଣିବା ପ୍ରସ୍ତାବକୁ ବୁଧବାର ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି (ସିସିଏସ୍‌) ମଞ୍ଜୁରୀ ପ୍ରଦାନ କରିଛି। ପ୍ରସ୍ତାବ ଅନୁଯାୟୀ...

ସହଜରେ ବୁଝିହେବା ଭଳି ରାୟ ଦିଅ

ନୂଆଦିଲ୍ଲୀ,୯।୯: ଗୋଟିଏ ରାୟରୁ ବିଚାରପତିଙ୍କ ବ୍ୟକ୍ତିତ୍ୱ ପ୍ରତିଫଳିତ ହୋଇଥାଏ। ରାୟ ଲେଖିବା ଏକ କଳା, ଯହିଁରେ ଆଇନ ଓ ଯୁକ୍ତିର ନିପୁଣ ବ୍ୟବହାର ଜରୁରୀ। ତେଣୁ ହାଇକୋର୍ଟ ବିଚାରପତିମାନେ ଦେଉଥିବା ରାୟକୁ ସେମାନେ ଏପରି ଢଙ୍ଗରେ ଲେଖିବା ଉଚିତ, ଯାହାକୁ...

ବୋଟ୍‌ ଦୁର୍ଘଟଣା, ୩୦ ନିଖୋଜ

ଗୁଆହାଟି,୯।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ପରସ୍ପରକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ୩୦ ଜଣ ଏବେ ମଧ୍ୟ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଦୁର୍ଘଟଣା ବେଳେ ଉଭୟ ବୋଟରେ ପ୍ରାୟ...

ଟଙ୍କା ପାଇଁ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଲେ

ଶିବାମୋଗା,୮।୯: କର୍ନାଟକର ଶିବାମୋଗା ଜିଲାରେ କିଛି ଦୁର୍ବୃତ୍ତ ୧୫୦ କୁକୁରଙ୍କୁ ଜିଅନ୍ତା ପୋତିଦେଇଛନ୍ତି। ସେପ୍ଟେମ୍ବର ୪ରେ ଭଦ୍ରାବତୀ ସହର ନିକଟ ରଙ୍ଗନାଥପୁରାରେ ଏଭଳି ଘଟଣା ଘଟିଥିବା ପୋଲିସ କହିଛି। ଜଙ୍ଗଲ ମଧ୍ୟରେ କୁକୁରମାନଙ୍କ ଭୋକିବା ଶବ୍ଦ ଶୁଭୁବା ହଠାତ୍‌ ବନ୍ଦ...

ନାବାଳିକାଙ୍କୁ ବଳାତ୍କାର କଲେ ୧୪ ଜଣ

ପୁଣେ,୮।୯: ୧୪ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ପୁଣେ ରେଲଓ୍ବେ ଷ୍ଟେଶନ ନିକଟରେ ବିଭିନ୍ନ ସ୍ଥାନରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି। ଏହି ଅପରାଧରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୂର୍ବରୁ ସୋମବାର ଏହି ଗଣବଳାତ୍କାର...

ନଦୀରେ ଦୁର୍ଘଟଣା, ମିଳୁନି ଅନେକ ଯାତ୍ରୀଙ୍କ ପତ୍ତା

ଗୁଆହାଟି,୮।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ମଧ୍ୟରେ ଧକ୍କା ହୋଇଛି। ଉଭୟ ବୋଟରେ ଅତିକମ୍‌ରେ ୧୦୦ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ରାଜଧାନୀ ଗୁଆହାଟିଠାରୁ ୩୫୦ କିମି ଦୂର ଜୋର୍ହାଟର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri