ଜାତୀୟ

‘ଗୋଆରେ ସରକାରକୁ ଆସିଲେ ମାଗଣାରେ ବିଦ୍ୟୁତ୍‌ ଦେବୁ’

ପଣନୀ,୧୪।୭: ଯଦି ଦିଲ୍ଲୀ ବାସୀ ମାଗଣାରେ ବିଦ୍ୟୁତ ପାଉଛନ୍ତି, ତେବେ ଗୋଆ ଲୋକେ କାହିଁକି ନୁହେଁ। ଗୋଆରେ ସରକାରକୁ ଆସିଲେ ପ୍ରତ୍ୟେକ ପରିବାରକୁ ମାସକୁ ୩୦୦ ୟୁନିଟ୍‌ ବିଦୁତ୍‌ ମାଗଣାରେ ଦେବୁ। ଫେବୃୟାରୀରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ...

ଅଧିକ କ୍ଷତିଗ୍ରସ୍ତ କରିବ ତୃତୀୟ ଲହର

ନୂଆଦିଲ୍ଲୀ,୧୪।୭: ବିଭିନ୍ନ ରାଜ୍ୟରେ କୋଭିଡ୍‌ ଟିକାର ଗୁରୁତର ଅଭାବ ଦେଖାଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ଟିକାକରଣର ମନ୍ଥର ଗତି ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁ ମହାମାରୀର ତୃତୀୟ ଲହର ଭାରତକୁ ଅଧିକ କ୍ଷତିଗ୍ରସ୍ତ କରିପାରେ ବୋଲି ବରିଷ୍ଠ କଂଗ୍ରେସ...

ବହି ଲେଖି କରିନା ଅଡ଼ୁଆରେ

ମୁମ୍ବାଇ,୧୪।୭: ବଲିଉଡ୍‌ ଅଭିନେତ୍ରୀ କରିନା କାପୁର ଖାନ ଲେଖିଥିବା ‘ପ୍ରେଗନାନ୍ସି ବାଇବେଲ’ ବହିର ନାମ କରଣକୁ ନେଇ ବିବାଦ ଦେଖାଦେଇଛି। ବହିର ଏଭଳି ନାମ କରଣ ଉପରେ ଆପତ୍ତି ଉଠାଇବା ସହ ମହାରାଷ୍ଟ୍ରର ବିଡ୍‌ ସହରର ଶିବାଜୀନଗର ଥାନାରେ କରିନା...

ଅଧା ବୈଠକରୁ ଉଠି ଆସିଲେ ରାହୁଲ

ନୂଆଦିଲ୍ଲୀ,୧୪।୭: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା ନ କରିବାରୁ ପ୍ରତିରକ୍ଷା କମିଟି ବୈଠକ ଅଧାରୁ ଉଠି ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବୁଧବାର ଅପରାହ୍ନ ୩ଟାରେ ଏହି ବୈଠକ ଆରମ୍ଭ ହୋଇଥିଲା। ଚାଇନା...

ଧାର ଟଙ୍କା ଫେରସ୍ତ ମାଗିବାରୁ ମହିଳାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଲେ କେନାଲରେ

ନୂଆଦିଲ୍ଲୀ,୧୪।୭: ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଦିଲ୍ଲୀ ନଜଫଗଡ଼ ଅଞ୍ଚଳର କେନାଲରେ ଫିଙ୍ଗି ଦେବା ଘଟଣାରେ ବୁଧବାର ଏକ ଦମ୍ପତିକୁ ଗିରଫ କରାଯାଇଛି। ମୃତକଙ୍କ ଠାରୁ ଅଭିଯୁକ୍ତ ଦମ୍ପତି ୧ ଲକ୍ଷ ଟଙ୍କା ଧାରା ଆକାରରେ ନେଇଥିଲେ। କିନ୍ତୁ ସୁଜି...

ପୀୟୁଷଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୧୪।୭: ରାଜ୍ୟସଭାରେ ଭାଜପା ସଂସଦୀୟ ଦଳ ନେତା ଭାବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବୁଧବାର ନୂଆ ଦାୟିତ୍ୱ ଦିଆଯାଇଛି। ଥାୱରଚନ୍ଦ ଗେହଲଟଙ୍କ ବଦଳରେ ଭାଜପା ତାଙ୍କୁ ରାଜ୍ୟସଭାରେ ନେତା ଭାବେ ଚୟନ କରିଛି। କିଛି ଦିନ ତଳେ ବିଭିନ୍ନ ରାଜ୍ୟର...

ଏହି ଟିକାର ଗୋଟିଏ ଡୋଜ୍‌ କରୋନାକୁ ରୋକିବ!

ନୂଆଦିଲ୍ଲୀ,୧୪।୭: ବିଶ୍ୱର ସମସ୍ତ ଦେଶରେ କରୋନା ସଂକ୍ରମଣର ବୃଦ୍ଧି ମାମଲା ସ୍ବାସ୍ଥ୍ୟ ସଂଗଠନ ପାଇଁ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣରୁ ରକ୍ଷା କରିବାରେ ଦୁଇ ମାତ୍ରା ଟିକାକରଣ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଉଛି, କିନ୍ତୁ ପରିସଂଖ୍ୟାନରୁ ଜଣାପଡିଛି ଯେ ଦେଶର...

ଦ୍ୱିତୀୟ ବିବାହ କରୁଥିଲେ ସ୍ବାମୀ, ହଙ୍ଗାମା କଲେ ପ୍ରଥମ ସ୍ତ୍ରୀ; ଆଉ ତା’ ପରେ…

ଡେରାଡୁନ,୧୪ା୭: ଉତ୍ତରାଖଣ୍ଡର ଉଦ୍ଦମସିଂହ ନଗରରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାକାର ଜଣେ ଯୁବକ ଦ୍ୱିତୀୟ ବିବାହ କରୁଥିବା ବେଳେ ପ୍ରଥମ ସ୍ତ୍ରୀ ଆସି ହଙ୍ଗାମା କରିବାରୁ ବାହାଘର ଅଧାରୁ ବନ୍ଦ ହୋଇଛି। ବର...

୨୦୨୪ରେ ମୋଦିଙ୍କୁ ହରାଇବା କଷ୍ଟକର

ମୁମ୍ବାଇ,୧୪।୭: ଆଜିକାଲି ମହାରାଷ୍ଟ୍ରର ରାଜନୀତିର ରଙ୍ଗ ବଦଳୁଥିବା ଜଣାପଡିଛି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିରୋଧୀଙ୍କୁ ଏକତ୍ର କରୁଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବୁଧବାର ଶିବସେନା ଏମ୍‌ପି ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଏବେ...

କୂଅରୁ ବାହାରୁଛି ୨ ହଜାର ଟଙ୍କିଆ ନୋଟ୍‌, ଟଙ୍କା ନେବା ପାଇଁ ଭିଡ଼…

ଘାଟମପୁର,୧୪।୭: ଟଙ୍କା ପୁଣି କୂଅରୁ ବାହାରୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ଉତ୍ତରପ୍ରଦେଶର ଘାଟମପୁର ଅନ୍ତର୍ଗତ ଭିତରଗାଓ୍ବଁ ଅଞ୍ଚଳର ପସେମା ଗାଁରେ ଏକ ପରିତ୍ୟକ୍ତ ଶୁଖିଲା କୂଅରୁ ଶହେ, ଦୁଇ ଶହ, ପାଞ୍ଚ ଶହ...

କେନ୍ଦ୍ରୀୟ କର୍ମଚାରୀଙ୍କୁ ମୋଦିଙ୍କ ଉପହାର, ମହଙ୍ଗା ଭତ୍ତା ୧୭ରୁ ୨୮ ପ୍ରତିଶତକୁ ବୃଦ୍ଧି…

ନୂଆଦିଲ୍ଲୀ,୧୪।୭: କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର ଦେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଉପରେ ଲାଗିଥିବା ରୋକ୍‌କୁ ହଟାଇ ନିଆଯାଇଛି। ଏହା ସହିତ ମହଙ୍ଗା ଭତ୍ତାକୁ ୧୮ ପ୍ରତିଶତରୁ ବୃଦ୍ଧି କରାଯାଇ...

ମହିଳା ଡାକ୍ତରଙ୍କ ବେଡ୍‌ରୁମ୍‌ଠାରୁ ଆରମ୍ଭ କରି ବାଥ୍‌ରୁମ ଯାଏ ଅଜାଣତରେ ଲାଗିଥିଲା ସିସି କ୍ୟାମେରା, ଜଣାପଡ଼ିବା ପରେ…

ମୁମ୍ବାଇ,୧୪ା୭: ମହାରାଷ୍ଟ୍ରର ପୁଣେରେ ଜଣେ ମହିଳା ଡାକ୍ତରଙ୍କ ବାଥ୍‌ରୁମ ଠାରୁ ଆରମ୍ଭ କରି ବେଡ୍‌ରୁମ୍‌ ପର୍ଯ୍ୟନ୍ତ ସବୁଠି ଚୋରା କ୍ୟାମେରା ଲାଗିଥିଲା। ଯାହା ଜାଣି ନ ଥିଲେ ମହିଳା ଡାକ୍ତର। ତାଙ୍କ ଘରର ଲାଇଟ୍‌ ଖରାପ ହୋଇଯିବାରୁ ସେ ଇଲେକ୍ଟ୍ରିସିଆନଙ୍କୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri