ଜାତୀୟ

ଅଗଷ୍ଟ ୧୫ ପୂର୍ବରୁ ବଡ଼ ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ଲିଙ୍କ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଅନସାର୍‌ ଗଜବନ୍‌-ଉଲ୍‌-ହିନ୍ଦ୍‌ ସହ ଜଡିତ ରହିଥିବା ନେଇ କୁହାଯାଉଛି। ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଏହି ଦୁଇଜଣଙ୍କୁ ଗିରଫ...

ୟୁପିରେ ଆତ୍ମଘାତୀ ବିସ୍ଫୋରଣ ଯୋଜନାରେ ଥିଲେ ଆତଙ୍କବାଦୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆତ୍ମଘାତୀ ବିସ୍ଫୋରଣ ଭଳି ଆକ୍ରମଣ ଘଟାଇବା ଯୋଜନାରେ ଥିଲା ଆତଙ୍କବାଦୀ ସଂଗଠନ ଅଲ କାଏଦା। ଲକ୍ଷ୍ନୌର ଜଳଗହଳି ପୂର୍ଣ୍ଣ ଅଞ୍ଚଳ ଓ ଅନ୍ୟ ସହର ସେମାନଙ୍କ ଟାର୍ଗେଟରେ ଥିଲା। ଏ ନେଇ ରବିବାର ପୋଲିସ...

ଖେଳାଳିଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୧୧।୭: ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ସହ ଆସନ୍ତା ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ମୋଦିଙ୍କ ସହ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ମନ୍ତ୍ରୀ ନିସିଥ୍‌ ପ୍ରମାଣିକ ଏବଂ ଆଇନ ମନ୍ତ୍ରୀ କିରେନ...

ଦୟାକରି ଦିଗ୍‌ବିଜୟଙ୍କୁ ଅଟକାନ୍ତୁ; ଚିଠିରେ ଏମିତି ଲେଖି ସୋନିଆଙ୍କୁ ପଠାଇଲେ କଂଗ୍ରେସ ନେତା

ମୁମ୍ବାଇ,୧୧।୭: ମହାରାଷ୍ଟ୍ରର ଜଣେ କଂଗ୍ରେସ ନେତା ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ତାଙ୍କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କୁ ହିନ୍ଦୁ ବିରୋଧୀ ବିବୃତ୍ତି ଦେବାରୁ ଅଟକାଇବାକୁ ଅନୁରୋଧ କରିଛନ୍ତି। ବିଶ୍ୱବନ୍ଧୁ ନାମକ ଏହି ନେତା...

ଶ୍ଲୋକ ପଢି ବାପ-ପୁଅଙ୍କ ମଧ୍ୟରେ ଆପୋଷ ବୁଝାମଣା କଲେ ଜଜ୍‌: ତା’ପରେ ଘଟିଲା ଏମିତି

ଯୋଧପୁର,୧୧।୭:ରାଜସ୍ଥାନର ଯୋଧପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବାପ-ପୁଅଙ୍କ ମଧ୍ୟରେ ଚାଲିଥିତ୍ବା ଝଗଡାକୁ ସମାଧାନ କରିବା ପାଇଁ ଜଜ୍‌ ଆଇନ୍‌ର ନୁହେଁ ବରଂ ସଂସ୍କୃତ ଶ୍ଲୋକର ସାହାରା ନେଇଛନ୍ତି। ଏହି ନିଆରା ଢଙ୍ଗରେ ସମସ୍ୟା ସମାଧାନ କରିବାରେ ସଫଳ...

ସରକାରଙ୍କ ଆଗରେ ନଇଁଲା ଟୁଇଟର୍‌

ନୂଆଦିଲ୍ଲୀ,୧୧।୭: ଭାରତ ସରକାର ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟର ମଧ୍ୟରେ ଚାଲିଥିବା ବିବାଦ ଶେଷ ହେବାପରି ଲାଗୁଛି। ଶେଷରେ ଟୁଇଟର ଭାରତର ନୂତନ ଆଇଟି ନିୟମକୁ ଗ୍ରହଣ କରିଛି। ବିଶେଷ କଥା ହେଉଛି ନୂତନ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ...

‘କୁ’ରେ ପ୍ରଥମ ପୋଷ୍ଟ କଲେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୧୧ ।୭: ନୂଆ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ସ୍ୱେଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘କୁ’ରେ ଜଏନ୍ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ ପ୍ରଥମଥର ଲାଗି ନୂଆ ଆଇଟି ନିୟମକୁ ନେଇ ପୋଷ୍ଟ କରିଛନ୍ତି । ଯେଉଁଥିରେ...

ଶାହଙ୍କ ଗୁଜରାଟ ଗସ୍ତ: ବେଜଲପୁର ଅଞ୍ଚଳରେ ଘରର କବାଟ ଝରକା ବନ୍ଦ ରଖିବାକୁ ନିର୍ଦ୍ଦେଶ!

ଅହମଦାବାଦ,୧୧ ।୭: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗୁଜୁରାଟ ଗସ୍ତ ସମୟରେ ଅହମ୍ମଦାବାଦ ପୋଲିସ ବେଜଲପୁରରେ କିଛି ସୋସାଇଟିର ଲୋକଙ୍କୁ ଘରର କବାଟ ଝରକା ବନ୍ଦ ରଖିବାକୁ କହିଥିବା ସୂଚନା ମିଳିଛି । ରବିବାର ଶାହ ବେଜଲପୁର ନିକଟରେ ନିର୍ମାଣ...

ସାମ୍‌ ପିଟ୍ରୋଡାଙ୍କୁ ୟୁରୋପ ଦାୟିତ୍ୱ ଦେଲା କଂଗ୍ରେସ…

ନୂଆଦିଲ୍ଲୀ,୧୧।୭: କଂଗ୍ରେସ ପକ୍ଷରୁ ୟୁରୋପର ୨୩ ଟି ଦେଶରେ ଦଳର ପ୍ରଚାର ଏବଂ ପ୍ରସାର ଦାୟିତ୍ୱ ସାମ୍‌ ପିଟ୍ରୋଡାଙ୍କୁ ପ୍ରଦାନ କରାଯାଇଛି। ଭାରତରେ ଆଇଟି ଏବଂ ଟେଲିକମ୍ୟୁନିକେଶନ କ୍ଷେତ୍ରରେ ସାମ୍‌ଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶାସନ...

ଉତ୍ତରାଖଣ୍ଡ ନିର୍ବାଚନ: ଭୋଟ ହାତେଇବାକୁ କେଜରିୱାଲଙ୍କ ବଡ ଘୋଷଣା

ଡେରାଡୁନ,୧୧ ।୭: ଉତ୍ତରାଖଣ୍ଡରେ ୨୦୨୨ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ ବଡ ଟକ୍କର ହେବ ବୋଲି ଆଲୋଚନା ହେଉଛି । ହେଲେ ଏମାନଙ୍କ ମଧ୍ୟରେ ତୃତୀୟ ଦଳ...

୧୮,୦୦୦ ଟୁଇଟର ଆକାଉଣ୍ଟ୍‌ ବନ୍ଦ…

ନୂଆଦିଲ୍ଲୀ,୧୧।୭: ଟୁଇଟର ପକ୍ଷରୁ ଏହାର ପ୍ରଥମ କମ୍ପ୍ଲାଏନ୍ସ୍‌ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ମେ’ ୧୫ରୁ ଜୁନ୍‌ ୨୬ ମଧ୍ୟରେ ଶିଶୁ ନିର୍ଯାତନା ଏବଂ ନଗ୍ନତା ସମ୍ପର୍କିତ ଆପତ୍ତିଜନକ କଣ୍ଟେଟ୍‌ ଅପଲୋଡ୍‌ କରାଯିବାକୁ ନେଇ ୧୮,୦୦୦ ଆକାଉଣ୍ଟ୍‌କୁ...

କଂଗ୍ରେସଠାରୁ ଛଅ ଗୁଣା ଅଧିକ ଗୁଗଲ ବିଜ୍ଞାପନରେ ଖର୍ଚ୍ଚ କରିଛି ଭାଜପା!

ନୂଆଦିଲ୍ଲୀ,୧୧ ।୭: ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବିଜ୍ଞାପନ ଗୁଜରାଟର ଏକ ଖବର କାଗଜରେ ଦେଇଥିଲେ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଅରବିନ୍ଦ କେଜରିୱାଲ ଓ ଆମ ଆଦମୀ ପାର୍ଟିର ସମାଲୋଚନା କରିଥିଲା ।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri