ଜାତୀୟ

ନଦୀକୁ ଖସିଲା ଟ୍ରେନ୍‌

ଭୋପାଳ,୧୦।୭: ମଧ୍ୟପ୍ରଦେଶର ଅନୁପପୁର ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୩୦ରେ ଏକ ମାଲବାହୀ ଟେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୯ ବଗି ବିଶିଷ୍ଟ କୋଇଲା ବୋଝେଇ ଟ୍ରେନ୍‌ ବିଳାସପୁରରୁ କଟନି ଅଭିମୁଖେ ଯାଉଥିଲା। ଓଲନ ନଦୀ ଉପରେ ନିର୍ମିତ ବ୍ରିଜ୍‌ରେ ଫାଟ...

ସୁପ୍ରିମକୋର୍ଟରେ କେନ୍ଦ୍ରକୁ ଝଟକା

ନୂଆଦିଲ୍ଲୀ, ୧୦।୭: ନୂଆ ଆଇଟି ନିୟମର ବୈଧତାକୁ ଚ୍ୟାଲେଞ୍ଜ କରି ଦେଶର ବିଭିନ୍ନ ହାଇକୋର୍ଟରେ ଦାଏର ହୋଇଥିବା ସମସ୍ତ ପିଟିଶନର ଶୁଣାଣି ସୁପ୍ରିମକୋର୍ଟରେ ହେଉ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଗୁଡ଼ିକରେ ଏଭଳି ଆବେଦନର ଶୁଣାଣି...

ପ୍ରିଭେସି ପଲିସି ସ୍ଥଗିତ

ନୂଆଦିଲ୍ଲୀ,୧୦ା୭: କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଡାଟା ସୁରକ୍ଷା ବିଲ୍‌ ଆଣି ଏହାକୁ କାର୍ଯ୍ୟକାରୀ ନ କରିବା ପର୍ଯ୍ୟନ୍ତ ହ୍ବାଟ୍ସଆପ୍‌ ନିଜ ନୂଆ ପ୍ରିଭେସି ପଲିସିକୁ ସ୍ଥଗିତ ରଖିଛି। ୟୁଜର୍ସଙ୍କୁ ନୂଆ ପ୍ରିଭେସି ପଲିସି ଆପଣାଇବା ପାଇଁ ଉକ୍ତ ଇନ୍‌ଷ୍ଟାଣ୍ଟ ମେସେଜିଂ...

ଫାଇଜର ଆଣିବ ବୁଷ୍ଟର

ଓ୍ବାଶିଂଟନ, ୧୦।୭: ଫାଇଜର କମ୍ପାନୀ ଏହାର କୋଭିଡ୍‌-୧୯ ଟିକାର ତୃତୀୟ ତଥା ବୁଷ୍ଟର ଡୋଜ୍‌ ଆଣିବା ପାଇଁ ଆମେରିକା କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ଲୋଡ଼ିଛି। ୧୨ ମାସ ମଧ୍ୟରେ ଅନ୍ୟ ଏକ ଡୋଜ୍‌ ରୋଗ ପ୍ରତିରୋଧ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ...

ମା’ଙ୍କ ଚିତାନିଆଁରେ ଚିକେନ୍‌ ରୋଷେଇ କଲା ପୁଅ

ମା’ଙ୍କୁ ହତ୍ୟା କରି ଅଗଣାରେ ଜାଳିଦେଲେ ମୃତଦେହ। ଏତିକିରେ ବୁଝିଲା ନାହିଁ ପୁଅର ରାଗ। ମା’ଙ୍କ ଚିତାନିଆଁରେ ଚିକେନ ରୋଷେଇ କରି ଖାଇଲେ। ଏଭଳି ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାର...

ଅସୁସ୍ଥତା ଦର୍ଶାଇ କୋର୍ଟରେ ଅନୁପସ୍ଥିତ ରହୁଥିବା ପ୍ରଜ୍ଞାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

ଭୋପାଳ,୯।୭: ମାଲେଗାଓଁ ବିସ୍ଫୋରଣ ମାମଲାରେ ଅସୁସ୍ଥତା ଦର୍ଶାଇ କୋର୍ଟରେ ଶୁଣାଣି ବେଳେ ଅନୁପସ୍ଥିତ ରହୁଥିବା ଭାଜପା ଏମ୍‌ପି ପ୍ରଜ୍ଞା ଠାକୁର ନାଚୁଥିବା ଭିଡିଓ ଭାଇରାଲ ହୋଇଛି। ଅତ୍ୟନ୍ତ ଗରିବ ପରିବାରର ଯୁବତୀ ପାଇଁ ଭୋପାଳ ବାସଭବନରେ ଭାଜପା ଏମ୍‌ପି ଆୟୋଜନ...

ଡେଲ୍ଟା ପ୍ଲସ୍‌ ପରେ କାପ୍ପା ଭାରିଆଣ୍ଟ: ୟୁପିରେ ୨ ସଂକ୍ରମିତ

ନୂଆଦିଲ୍ଲୀ,୯।୭: କରୋନା ଭୂତାଣୁ ଦିନକୁ ଦିନ ରୂପ ବଦଳାଇ ଚାଲିଛି। ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍‌ ପରେ ଏବେ ଭୂତାଣୁର ଅନ୍ୟ ଏକ ଭାରିଆଣ୍ଟ କାପ୍ପା ଦେଖାଯାଇଛି। ଯାହା ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଲକ୍ଷ୍ନୌର କିଙ୍ଗ୍‌ ଜର୍ଜ ମେଡିକାଲ...

ତଥାପି ଯୋଗୀଙ୍କ ସପକ୍ଷରେ ୫୨ ପ୍ରତିଶତ ମତ

ନୂଆଦିଲ୍ଲୀ,୯।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟୀ ହେବେ ବୋଲି ଦର୍ଶାଇଛି ଆଇଏଏନ୍‌ଏସ-ସିଭୋଟର ସର୍ଭେ। ଏହି ସର୍ଭେରେ ଭାଗ ନେଇଥିବା ୫୨ ପ୍ରତିଶତ ଉତ୍ତରଦାତାଙ୍କ ଅନୁଯାୟୀ, ଯୋଗୀ ନିର୍ବାଚନରେ ବିଜୟୀ ହେବେ। ଅନ୍ୟପକ୍ଷରେ ୩୭...

କେନ୍ଦ୍ର ସରକାରଙ୍କୁ ଝଟ୍‌କା

କୋଚି,୯।୭: ନୂଆ ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନକୁ କେରଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଖବର ପ୍ରସାରଣକାରୀ ସଂଘ (ଏନ୍‌ବିଏ)। ଏହି ଆବେଦନର ଶୁଣାଣି କରି ଆଇଟି ଆଇନ କାର୍ଯ୍ୟକାରୀ ନ କଲେ ଏନ୍‌ବିଏ ଉପରେ ବର୍ତ୍ତମାନ କୌଣସି କାର୍ଯ୍ୟାନୁଷ୍ଠାନ...

ସପା କର୍ମୀଙ୍କ ଶାଢ଼ୀ ଟଣା ଭିଡିଓ ଭାଇରାଲ ପରେ ଆକ୍‌ଶନ ମୋଡ଼ରେ ଯୋଗୀ

ଲକ୍ଷ୍ନୌ,୯।୭: ଲଖିିମପୁର ଖେରି ଜିଲାରେ ସମାଜବାଦୀ ପାର୍ଟି (ସପା)ର ମହିଳା କର୍ମୀଙ୍କ ଶାଢ଼ୀ ଟାଣିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଆକଶନ ମୋଡ଼କୁ ଆସିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜିଲାର ଜଣେ ସର୍କଲ ଅଫିସର, ଦୁଇ...

ସତର୍କ ନ ରହିଲେ ସ୍ଥିତି ଭୟଙ୍କର

ନୂଆଦିଲ୍ଲୀ,୯।୭: କିଛି ଦିନ ହେଲା ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏନେଇ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କୋହଳ କରାଯାଇଛି। ହେଲେ କୋହଳ କଟକଣା ମଧ୍ୟରେ ସତର୍କତା ଅବଲମ୍ବନ ନ କଲେ ପୁଣି ସଂକ୍ରମଣ ବଢିବ ବୋଲି...

ଗର୍ଭବତୀମାନେ ଟିକା ନେବା ଜରୁରୀ

ନୂଆଦିଲ୍ଲୀ,୯ ।୭: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି କି ଦେଶରେ କୋଭିଡ-୧୯ର ୮୦ ପ୍ରତିଶତ ମାମଲା ୧୫ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ୯୦ ଜିଲାରୁ ଆସିଛି । ଯାହା ଏହି ଅଞ୍ଚଳ ଉପରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri