ଜାତୀୟ

ମହିଳାଙ୍କୁ ଗଣବଳାତ୍କାର କରି ଲୁଟି ନେଲେ ୧୫ ଲକ୍ଷ ଟଙ୍କା

କୋଲକାତା,୮।୭: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଗାର୍ଡେନ ରିଚ ଅଞ୍ଚଳରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ତାଙ୍କ ଆପର୍ଟମେଣ୍ଟରେ ଗଣବଳାତ୍କାର କରାଯାଇଛି। ଅଭିଯୁକ୍ତମାନେ ମହିଳାଙ୍କ ଫ୍ଲାଟରୁ ୧୫ ଲକ୍ଷ ଟଙ୍କା ଚୋରି କରି ନେଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି।...

ନୂଆ ଆଇଟି ଆଇନକୁ ଚ୍ୟାଲେଞ୍ଜ କଲା ଏନ୍‌ବିଏ

ନୂଆଦିଲ୍ଲୀ,୮।୭: କେନ୍ଦ୍ର ସରକାରଙ୍କ ନୂଆ ଆଇଟି (ସୂଚନା ଓ ପ୍ରଯୁକ୍ତିବିଦ୍ୟା) ଆଇନକୁ କେରଳ ହାଇ କୋର୍ଟରେ ଚ୍ୟାଲେଞ୍ଜ କରିଛି ଦେଶର ୨୫ ଅଗ୍ରଣୀ ଖବର ପ୍ରଦାନକାରୀ ସଂସ୍ଥା ଓ କରେଣ୍ଟ ଆଫାୟର୍ସ ବ୍ରଡକାଷ୍ଟର୍ସଙ୍କୁ ନେଇ ଗଠିତ ନ୍ୟୁଜ ବ୍ରଡକାଷ୍ଟର୍ସ ଆସୋସିଏଶନ...

ବେଙ୍ଗାଲୁରୁ ଗଣବଳାତ୍କାର: ୨ ମହିଳାଙ୍କ ସମେତ ୧୨ ଗିରଫ

ବେଙ୍ଗାଲୁରୁ,୮।୭: କର୍ନାଟକର ରାଜଧାନୀରେ ବାଂଲାଦେଶର ମହିଳାଙ୍କୁ ଗଣବଳାତ୍କାର ଓ ନିର୍ଯାତନା ମାମଲାରେ ବେଙ୍ଗାଲୁୁରୁ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି। ୨ ମହିଳାଙ୍କ ସମେତ ୧୧ ଅଭିଯୁକ୍ତ ହେଉଛନ୍ତି ବାଂଲାଦେଶ ନାଗରିକ। ଘଟଣା ସାମ୍ନାକୁ ଆସିବାର ୫ ସପ୍ତାହରେ ତଦନ୍ତ...

ୟୁପି ନିର୍ବାଚନ: ସପା, ଭାଜପା କର୍ମୀ ମୁହାଁମୁହିଁ

ଲକ୍ଷ୍ନୌ,୮ ।୭: ଉତ୍ତର ପ୍ରଦେଶରେ ଗୁରୁବାର ୮୨୫ ପଞ୍ଚାୟତ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଉଥିଲା । ଜିଲା ପଞ୍ଚାୟତ ନିର୍ବାଚନରେ ହୋଇଥିବା ଗଣ୍ଡଗୋଳ ପରେ ପୁଣିଥରେ ବ୍ଲକ ମୁଖ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ...

ଉତ୍ତରାଖଣ୍ଡ ସରକାରଙ୍କ ବଡ ଘୋଷଣା ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀ ମାଗଣା!

ଡେରାଡୁନ,୮ ।୭: ଉତ୍ତରାଖଣ୍ଡ ସରକାରଙ୍କ ଶକ୍ତି ମନ୍ତ୍ରୀ ହରକ ସିଂ ରାୱତ ଶକ୍ତି ବିଭାଗର ପ୍ରଥମ ବୈଠକରେ ଏକ ବଡ ଘୋଷଣା କରିଛନ୍ତି । ଏଣିକି ରାଜ୍ୟରେ ଘରୋଇ ବିଜୁଳୀ ଉପଭୋକ୍ତା ପ୍ରତି ମାସରେ ୧୦୦ ୟୁନିଟ ବିଜୁଳୀ ମାଗଣା...

ଭାରତୀୟ ସମ୍ପତ୍ତିକୁ ଜବତ କରିବା ଖବରକୁ ଖଣ୍ଡନ କଲେ ସରକାର, ଫ୍ରାନ୍ସ ଅଦାଲତରୁ ମିଳିନି କୌଣସି ନିର୍ଦ୍ଦେଶ

ନୂଆଦିଲ୍ଲୀ,୮ ।୭: ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତ ସହ ଟିକସ ବିବାଦରେ ଫ୍ରାନ୍ସ କୋର୍ଟ ବ୍ରିଟେନର କେର୍ନ ଏନର୍ଜି ସପକ୍ଷରେ ରାୟ ଦେଇଛନ୍ତି । ବ୍ରିଟେନର କେର୍ନ ଏନର୍ଜି ଫ୍ରାନ୍ସରେ ଅବସ୍ଥିତ ସରକାରୀ ସମ୍ପତ୍ତି ଜବତ କରିବା ପାଇଁ କୋର୍ଟରୁ...

ଦିନେ ଥିଲେ ଶ୍ରମିକ, ଆଜି ମନ୍ତ୍ରୀ

ନୂଆଦିଲ୍ଲୀ,୮ା୭: କୁହାଯାଏ, ଭାଗ୍ୟ ଆଉ ଭଗବାନ ଯାହାକୁ ସାହା ହୁଅନ୍ତି ତା’ର କିଛି ବି ଅସୁବିଧା ହୁଏ ନାହିଁ। ଦିନେ ନା ଦିନେ ସେ ସଫଳତାର ଶୀର୍ଷରେ ପହଞ୍ଚିଥାନ୍ତି। ଦିନ ଥିଲା ପେଟ ପାଇଁ ସେ ଚା’ ବଗିଚାରେ ଶ୍ରମିକ...

ଟୁଇଟରକୁ କଡ଼ା ଚେତାବନୀ ଦେଲେ ନୂଆ ଆଇଟି ମନ୍ତ୍ରୀ

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ସମ୍ପ୍ରସାରଣ ପରେ ନୂତନ ମନ୍ତ୍ରୀମାନେ ଗୁରୁବାର ଦାୟିତ୍ୱ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଦେଶର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଟୁଇଟରକୁ...

ନୂଆ ମନ୍ତ୍ରୀଙ୍କ ପାଇଁ ‘ଲକ୍ଷ୍ମଣ ରେଖା’ ଟାଣିଲେ ମୋଦି

ନୂଆଦିଲ୍ଲୀ,୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର ହୋଇଯାଇଛି । ଗୁରୁବାର ନୂଆ ବିଭାଗ ଦାୟିତ୍ୱ ନେଉଥିବା ମନ୍ତ୍ରୀଙ୍କ ପାଇଁ କିନ୍ତୁ ମୋଦି ଲକ୍ଷ୍ମଣ ରେଖା ଟାଣି ଦେଇଛନ୍ତି । ବୁଧବାର କ୍ୟାବିନେଟ ସମ୍ପ୍ରସାରଣ ପରେ ସମସ୍ତ...

ମୋଦିଙ୍କ କ୍ୟାବିନେଟ୍‌ରେ ‘ଅଟଳ ଟିମ୍‌’ ସଦସ୍ୟ ସଂଖ୍ୟା ୪ରେ ସୀମିତ…

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଟିମ୍‌ର ସଦସ୍ୟ ସଂଖ୍ୟା ଏବେ ୪ରେ ସୀମିତ ହୋଇ ରହିଯାଇଛି। ଗତ ୭ ବର୍ଷ ମଧ୍ୟରେ ଧୀରେଧୀରେ ‘ଅଟଳ ଟିମ୍‌’ ସଦସ୍ୟ କ୍ୟାବିନେଟ୍‌ରୁ ବାହାରି...

ଭାଜପା ଭୁଲ ନ ସୁଧାରିଲେ ୨୦୨୨ରେ ଭୋଗିବାକୁ ପଡିବ ପରିଣତି

ଲକ୍ଷ୍ନୌ,୮ ।୭: ମୋଦି ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇସାରିଛି । ଏଥିରେ ଉତ୍ତର ପ୍ରଦେଶର ୭ଜଣ ଏମ୍‌ପିଙ୍କୁ ମନ୍ତ୍ରୀ ପଦ ମିଳିଛି । ହେଲେ ନିଷାଦ ଦଳର ଅଧ୍ୟକ୍ଷ ସଞ୍ଜୟ ନିଷାଦଙ୍କ ପୁଅ ତଥା ସନ୍ଥକବିରନଗରର ଏମ୍‌ପି ପ୍ରବିଣ ନିଷାଦଙ୍କୁ...

୧୩ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ ।୭: ସୁପ୍ରିମକୋର୍ଟ ଗୁରୁବାର ଏମିତି ୧୩ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ଯେଉଁମାନେ ଅପରାଧ କରିବା ସମୟରେ ନାବାଳକ ବୋଲି ଘୋଷଣା ହୋଇସାରିଥିଲେ । ଗତ ସପ୍ତାହରେ ସୁପ୍ରିମକୋର୍ଟ ଏହି ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri