ଜାତୀୟ

କାଉଡ଼ି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲେ ଉତ୍ତରାଖଣ୍ଡ ସରକାର

ଡେରାଡୁନ,୬।୭: ଚଳିତ ବର୍ଷ ଜୁଲାଇ ୨୫ରୁ ଆରମ୍ଭ ହେବ କାଉଡ଼ି ଯାତ୍ରା। ହେଲେ ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ମଧ୍ୟ କାଉଡ଼ି ଯାତ୍ରା ଆୟୋଜନ କରାଯିବ ନାହିଁ। ତୃତୀୟ ଲହରର ଆଶଙ୍କାକୁ ନଜରରେ...

କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍‌ ଯାଉଛି କହି ମଣ୍ଡପରୁ ବର ଛୁ’: ଆଉ ତା’ପରେ

ଜୟପୁର,୬।୭: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। କନ୍ୟାଙ୍କୁ ବରଣମାଳା ପିନ୍ଧାଇ ଟଏଲେଟ୍‌ ଯାଉଛି କହି ବର କେଉଁ ଆଡେ ପଳାଇ ଯାଇଥିଲେ। କନ୍ୟା ଘର ଲୋକେ ବରକୁ ଅପେକ୍ଷା କରି ଆଇନର ଆଶ୍ରୟ ନେଇଛନ୍ତି। ସେପଟେ ବର...

ଟ୍ୟୁସନ ଫି ନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୋପାଳ,୬ ।୭: ସାରା ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଆଗାମୀ ତୃତୀୟ ଲହର ଆହୁରି ଭୟ୍‌କର ହେବ । ଏହାର ପ୍ରଭାବ ବିଶେଷ ଭାବେ ଶିଶୁମାନଙ୍କ...

ଗର୍ଲଫ୍ରେଣ୍ଡଙ୍କ ସହ କଥା ହେବାକୁ ବାପା ମନା କରିବାରୁ ପୁଅ ନେଲେ ଏମିତି ନିଷ୍ପତ୍ତି

କାନପୁର,୬।୭: ଉତ୍ତରପ୍ରଦେଶର ଅରୈୟାଠାରେ ଜଣେ ପୁଅ ନିଜ ବାପାଙ୍କୁ ର୍ନିଦ୍ଦୟ ଭାବରେ ହତ୍ୟା କରିଛନ୍ତି। ବାପାଙ୍କ ଏକମାତ୍ର ଦୋଷ ଥିଲା ଯେ, ସେ ତାଙ୍କ ପୁଅର ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ। ଏହି ଘଟଣା ଅରୈୟାର ଅଜିତମଲ କୋଟୱାଲିର ଭିକେପୁରରୁ...

ପଶ୍ଚିମବଙ୍ଗରେ ପାଳନ କରାଯିବ ‘ଖେଲୋ ହୋବେ ଦିବସ’

କୋଲକାତା,୬ ।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରି ତୃତୀୟ ଥର ଲାଗି ଶାସନ ଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ଏବେବି ତୁତୁମେମେ ଲାଗି ରହିଛି ।...

ଗୃହ ବାହାରେ ଭାଜପା ବିଧାୟକଙ୍କ ଅଲଗା ମୌସୁମୀ ଅଧିବେଶନ: ନିଲମ୍ବନକୁ କରାଯାଉଛି ବିରୋଧ

ମୁମ୍ବାଇ,୬ ।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ବାଚସ୍ପତି ଭାରତୀୟ ଜନତା ପାର୍ଟି(ଭାଜପା)ର ୧୨ ବିଧାୟକଙ୍କୁ ଗାଳି-ଗୁଲଜ ଓ ଅସମ୍ମାନ କରିବା ଅଭିଯୋଗରେ ଏକ ବର୍ଷ ପାଇଁ ନିଲମ୍ବ କରିଥିଲେ । ଏହାପରେ ମଙ୍ଗଳବାର ଏହି ନିଲମ୍ବନକୁ ବିରୋଧ କରି ଭାଜପା...

ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ମର୍ଡନା ଟିକା

ନୂଆଦିଲ୍ଲୀ,୬।୭: କରୋନାର ଚତୁର୍ଥ ଟିକା ଖୁବ୍‌ଶୀଘ୍ର ଦେଶରେ ଉପଲବ୍ଧ ହେବାକୁ ଯାଉଛି। ଜୁଲାଇ ୧୫ସୁଦ୍ଧା ଦେଶର କେତେକ ହସ୍ପିଟାଲରେ ମର୍ଡନା ଟିକା ଉପଲବ୍ଧ ହେବ ବୋଲି ସୂଚନା ରହିଛି। ଗତ ମାସରେ ମର୍ଡନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତର...

ଆସାମର ୭ ଜିଲାରେ ସମ୍ପୂର୍ଣ୍ଣ ଲକଡାଉନ୍‌

ଗୁଆହାଟି,୬ ।୭: କରୋନା ସଂକ୍ରମଣକୁ ଦେଖି ଏବେବି ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ବଳବତ୍ତର ରହିଛି । କିଛି ରାଜ୍ୟରେ ଆଶିଂକ କୋହଳ କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ଏବେବି କଡା କଡି ନିୟମ ପାଳନ କରାଯାଉଛି ।...

କେବଳ ପୁରୀରେ ହେବ ରଥଯାତ୍ରା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୬।୭: ଚଳିତ ବର୍ଷ କେବଳ ପୁରୀରେ ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହି ବୋଲି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ...

କରୋନାରେ ମୃତ୍ୟୁ ହୋଇଥିଲେ ମିଳିବ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ,୬ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଏକ ବଡ ଘୋଷଣା କରିଛନ୍ତି । ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଆର୍ଥିକ ସହାୟତା...

ଥାଓ୍ବରଚନ୍ଦ କର୍ନାଟକର ନୂଆ ରାଜ୍ୟପାଳ

ବେଙ୍ଗାଲୁରୁ,୬।୭: ମୋଦି କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ଏହିକ୍ରମରେ କେନ୍ଦ୍ର ମନ୍ତ୍ରୀ ଥାଓ୍ବର ଚନ୍ଦ ଗେହଲଟ ମଧ୍ୟ ରହିଛନ୍ତି। ଥାଓ୍ବର ଚନ୍ଦ...

ଟୁଇଟରକୁ ହାଇକୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୬।୭: ଟୁଇଟର ଏବଂ ସରକାରଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି। ଏପରିସ୍ଥଳେ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ ନ କରିଥିବାରୁ ଦିଲ୍ଲୀ ହାଇକୋର୍ଟ ଟୁଇଟରକୁ ଭର୍ସନା କରିଛନ୍ତି। ଜୁନ୍‌ ୨୧ରେ ଆବାସିକ ଅଭିଯୋଗ ଅଧିକାରୀଙ୍କ କାର୍ଯ୍ୟକାଳ ଶେଷ ହେବାପରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri