ଜାତୀୟ

ମାମୁଘରକୁ ଯାଇ ନବବିବାହିତା ମାଇଁଙ୍କୁ ପ୍ରେମ ଜାଲରେ ଫସାଇଲେ ଭଣଜା, ଘରୁ ପଳାଇ କଲେ ବିବାହ; ଭାଇରାଲ ହେଉଛି…

ଜାମୁଇ: କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ଭଣଜାଙ୍କୁ ଭଲ...

୨୧ ବର୍ଷରେ ରାଜ୍ୟରେ ୧୦ ମୁଖ୍ୟମନ୍ତ୍ରୀଙ୍କ ଶାସନ …

ଡେରାଡୁନ୍‌,୩।୭: ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପଦବୀରେ ରହିବା କୌଣସି ରାଜନେତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ୧୧୪ ଦିନ ଶାସନ ଡୋର ଧରିବା ପରେ ତିରଥ ସିଂ ରାଓ୍ବତ ଇସ୍ତଫା ଦେଇଛନ୍ତି। ୨୦୦୦ରେ ଉତ୍ତରାଖଣ୍ଡ ସହିତ ଝାଡ଼ଖଣ୍ଡ ରାଜ୍ୟର ଜନ୍ମ ହୋଇଥିଲା। ଏହି...

ଅଗଷ୍ଟରେ ତୃତୀୟ ଲହର, ଆଇଆଇଟି କାନପୁର ଦେଲା ଚେତାବନୀ…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଚେତାବନୀ ଦେଇଛି ଆଇଆଇଟି କାନପୁର। ଦେଶରେ ଅଗଷ୍ଟରେ ତୃତୀୟ ଲହର ଆସିବାର ଆଶଙ୍କା ରହିଥିବା ଆଇଆଇଟି ପକ୍ଷରୁ କୁହାଯାଇଛି। ଦେଶରେ...

ଦିଲ୍ଲୀ ସରକାରଙ୍କୁ ୧୦ ବର୍ଷରେ ୭୦୨ କୋଟି ଦେଇଛନ୍ତି ଟ୍ରାଫିିକ୍‌ ପୋଲିସ…

ନୂଆଦିଲ୍ଲୀ,୩।୭: ଜରିମାନା ଆଦାୟ କରି ଦିଲ୍ଲୀ ସରକାରଙ୍କ ରାଜସ୍ବ ସଂଗ୍ରହରେ ଟ୍ରାଫିକ ପୋଲିସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଗତ ୧୦ ବର୍ଷ ମଧ୍ୟରେ ଟ୍ରାଫିକ୍‌ ପୋଲିସ ଦିଲ୍ଲୀ ସରକାରଙ୍କୁ ୭୦୨ କୋଟି ଟଙ୍କା ଜରିମାନା ବାବଦରେ ଲୋକଙ୍କଠାରୁ ଆଦୟ କରି...

ପ୍ଲାଷ୍ଟିକ ନୁହେଁ ଏଥର ପାଣି ମିଳିବ ପେପର ବ୍ୟାଗରେ

ହାଇଦ୍ରାବାଦ,୩ ।୭: ସାରା ବିଶ୍ୱରେ ବଢି ଚାଲିଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବାକୁ ଏବେ ପ୍ରାୟ ସବୁଠି ପ୍ରୟାସ ଜାରି ରହିଛି । ଏହି କ୍ରମରେ ହାଇଦ୍ରାବାଦରେ ଥିବା ଏକ ଷ୍ଟାର୍ଟ ଅପ୍ ପରିବେଶ ସୁରକ୍ଷା ଦିଗରେ...

ଆସିଲା ଖୁସି ଖବର, କୋଭାକ୍ସିନ୍‌ କରୋନାକୁ କରିବ ପରାସ୍ତ…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଥମୁଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଦେଶରେ ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ତେବେ...

ଲଗାତାର ୬ ଦିନ ଧରି ଦୈନିକ ସଂକ୍ରମଣ ୫୦ ହଜାର ତଳେ…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୬ ଦିନ ଧରି ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର...

ଆଇଏସ୍‌ଆଇର ଡ୍ରୋନ୍‌ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ/ଶ୍ରୀନଗର, ୩।୭: ଜୁନ୍‌ ୨୬-୨୭ ମଧ୍ୟରାତ୍ରିରେ ଜମ୍ମୁସ୍ଥିତ ବାୟୁସେନା ଘାଟିକୁ ପାକିସ୍ତାନୀ ଡ୍ରୋନ୍‌ ଟାର୍ଗେଟ କରିଥିଲା। ଏହି ହାଇସିକ୍ୟୁରିଟି ଜୋନ୍‌ର ଟେକ୍ନିକାଲ ଏରିଆରେ ଲଗାତର ଘଟିଥିବା ଦୁଇଟି ଆର୍‌ଡିଏକ୍ସ ବିସ୍ଫୋରଣ ଯଦିଓ ବିଶେଷ କ୍ଷୟକ୍ଷତି ଘଟାଇ ପାରିନାହିଁ, ତଥାପି ଭାରତର...

୪ ମାସରେ ଇସ୍ତଫା ପତ୍ର ଧରାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୭: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଶୁକ୍ରବାର ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏପରି କି ରାଓ୍ବତ ଖବୁ ଶୀଘ୍ର ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି...

ପୋଷ୍ଟାଲ ପାର୍ସଲରୁ ମିଳିଲା ୧୦୦ରୁ ଅଧିକ ସ୍ପାଇଡର

ନୂଆଦିଲ୍ଲୀ,୨।୭: ପୋଲାଣ୍ଡରୁ ଆସିଥିବା ଏକ ପୋଷ୍ଟାଲ ପାର୍ସଲରୁ ଚେନ୍ନାଇ ବିମାନ ବନ୍ଦରର କଷ୍ଟମ ଅଧିକାରୀଙ୍କୁ ମିଳିଛି ୧୦୭ଟି ଜୀବନ୍ତ ସ୍ପାଇଡର। ଏକ ବିବୃତିରେ କୁହାଯାଇଛି, ପାର୍ସଲରେ ତାମିଲନାଡୁର ଅରୁପୁକୋଟାଇଙ୍କ ଠିକଣା ରହିଛି। ପାର୍ସଲ ଖୋଲାଯିବା ପରେ ଏକ ଥର୍ମୋକଲ ବକ୍ସ...

ବ୍ଲାକମେଲର ଗ୍ୟାଙ୍ଗ ଚଳାଉଥିଲା ପୋଲିସ

ଭୋପାଳ,୨।୭: ମଧ୍ୟପ୍ରଦେଶର ହୋଶାଙ୍ଗବାଦରେ ଜୋରଜବରଦସ୍ତ ଚାନ୍ଦା ଆଦାୟ କରିବା ଲାଗି ଗ୍ୟାଙ୍ଗ ଚଳାଉଥିବା ଅଭିଯୋଗରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସୁନିତା ଠାକୁର ନାମକ ଜଣେ ମହିଳାଙ୍କ ସହ ମିଶି ଏସ୍‌ଆଇ ଜୟ ନାଲ୍ବାୟା, ହେଡ୍‌ କନଷ୍ଟେବଳ...

୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୨।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ଦେଶରେ ଗତ କିଛି ସପ୍ତାହ ହେଲା କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଥିବାରୁ ଏମ୍‌ପିମାନଙ୍କ ସୁରକ୍ଷାକୁ ନେଇ ୨୦ ଦିନ ଅଧିବେଶନ ଚଳାଇବାକୁ ସଂସଦୀୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri