ଜାତୀୟ

ଆସାମ-ମିଜୋରାମ ସୀମା ବିବାଦ: ଅଭିଯୁକ୍ତଙ୍କ ସୂଚନା ଦେଲେ ମିଳିବ ପୁରସ୍କାର

ଗୁଆହାଟି,୨୯ ।୭: ଆସାମ-ମିଜୋରାମ ସୀମା ବିବାଦକୁ ନେଇ ଉପୁଜିଥିବା ହିଂସା ପରିସ୍ଥିତିର ଏବେ ଯାଞ୍ଚ ଆରମ୍ଭ କରାଯାଇଛି । ଜୁଲାଇ ୨୬ରେ ସୀମାରେ ଯେଉଁମାମେ ହିଂସା ପରିସ୍ଥିତି ସୃଷ୍ଟି କରିଥିଲେ ବା ଯେଉଁମାନେ ଗୁଳି ଚଳାଇଥିଲେ ପୋଲିସ ଏବେ ସେମାନଙ୍କୁ...

ରାଜ୍ୟରେ ୨ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌…

ଥିରୁଭାନନ୍ତପୁରମ୍‌,୨୯।୭: ଦେଶରେ କରୋନାର ଦ୍ୱିତୀୟ ଲହର ଥମୁଥିବାବେଳେ କେରଳରେ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସରକାର ୩୧ ଜୁଲାଇ(ଶନିବାର) ଏବଂ ୧ ଅଗଷ୍ଟ(ରବିବାର) ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌...

୨୩ ମିନିଟ୍‌ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢି ଦେଲେ ସାଢେ ତିନି ବର୍ଷର ବାଳକ

ଲୁଧିଆନା, ୨୯।୭: ପଞ୍ଜାବର ଲୁଧିଆନାରେ ରହୁଥିବା ସାଢେ ତିନି ବର୍ଷର ବାଳକ କୁନୱର ପ୍ରତାପ ସିଂ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏନେ କମ ବୟସରୁ ତାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡସ ଏବଂ ଆନ୍ତର୍ଜାତୀୟ ବୁକ ଅଫ...

ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା ୭ କୋଟି…

ନୂଆଦିଲ୍ଲୀ,୨୯।୭: ଟୁଇଟର ଯୋଗୁ ସୋସିଆଲ୍‌ ମିଡ଼ିଆରେ ସମଗ୍ର ବିଶ୍ୱର ଲୋକ ଏକାଠି ହୋଇପାରିଛନ୍ତି। ଏହା କେବଳ ଧାରଣା ଆଦାନ ପ୍ରଦାନ ପାଇଁ ଏକ ପ୍ଲାଟଫର୍ମ ହୋଇନାହିଁ ବରଂ ବାସ୍ତବ ସମୟରେ ସୂଚନା ପ୍ରସାରଣ କରିବା କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ...

ସଂସଦର ସମୟ ନଷ୍ଟ ନ କରି ପେଗାସସ୍‌ ଉପରେ ଆଲୋଚନା କରିବାକୁ କହିଲେ ରାହୁଲ…

ନୂଆଦିଲ୍ଲୀ,୨୯।୭: କଂଗ୍ରେସ ପକ୍ଷରୁ ଦରବୃଦ୍ଧି, କୃଷି ଆଇନ ନେଇ ସୃଷ୍ଟି ହୋଇଥିବା ଚାଷୀ ସମସ୍ୟା ଏବଂ ପେଗାସସ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଜାରି ରହିଛି। କେନ୍ଦ୍ର ସରକାର ବିରୋଧୀ ଦଳର କାର୍ଯ୍ୟକୁ ଅନୁମତି ଦେଉ ନ...

ମୋରାଟୋରିୟମ ବେଳେ ଜମାକାରୀଙ୍କ ସମସ୍ୟା ରହିବନି

ନୂଆଦିଲ୍ଲୀ,୨୯।୭: ବ୍ୟାଙ୍କ ଉପରେ କୌଣସି କାରଣବଶତଃ ଯଦି ମୋରାଟୋରିୟମ ଲାଗେ ତେବେ ନିଜ ଜମା ଅର୍ଥ ରାଶି ଉଠାଣ ନେଇ ଜମାକାରୀଙ୍କୁ ବେଶି ସମସ୍ୟା ସାମ୍ନା କରିବାକୁ ପଡ଼ିବ ନାହିଁ। ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି)...

କରୋନା ଆଣ୍ଟିବଡ଼ି ସୃଷ୍ଟିରେ ମଧ୍ୟପ୍ରଦେଶ ଶୀର୍ଷରେ, କେରଳ ତଳେ…

ନୂଆଦିଲ୍ଲୀ,୨୯।୭: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ଦେଶର ୧୧ ଟି ରାଜ୍ୟରେ ସମ୍ପନ୍ନ ହୋଇଥିବା ସର୍ଭେ ଅନୁସାରେ ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶଙ୍କଠାରେ କରୋନା ଭୂତାଣୁ ଆଣ୍ଟିବଡି ବିକଶିତ ହୋଇସାରିିଛି। ଜୁନ ୧୪ ରୁ ଜୁଲାଇ...

ସୁସ୍ଥତା ହାର ୯୭.୩୮ ପ୍ରତିଶତ ଟପିଲା…

ନୂଆଦିଲ୍ଲୀ,୨୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୩ ହଜାର ୫୦୯...

କଶ୍ମୀର, ହିମାଚଳରେ ବର୍ଷା ବିତ୍ପାତ: ୨୧ ମୃତ

ଶିମଲା/ଜମ୍ମୁ, ୨୯।୭(ପି.ଟି.): ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପ୍ରବଳ ବର୍ଷା ଯୋଗୁ ବୁଧବାର ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଲଗାଣ ବର୍ଷାଜନିତ ବନ୍ୟାରେ ବହୁସଂଖ୍ୟାରେ ଘର ଭାଙ୍ଗିବା ସହ ଫସଲ ଏବଂ ବିଦ୍ୟୁତ୍‌ ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି। କିସ୍ତଓ୍ବାରରେ ବାଦଲଫଟା...

ଜାଣିପାରିଲେନି ଖାଇଦେଲେ ବିଷଧର ମାଛ

ପାଟନା,୨୮।୭: ବିଷଧର ମାଛ ଖାଇବା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ବିହାରର ଛପ୍ରା ଜିଲାର ଦରିୟାପୁରରେ। ମୃତକ (ବାପା, ପୁଅ ଓ ପୁତୁରା)ମାନେ ରାତିରେ ଶୋଇବା ପୂର୍ବରୁ ମାଛ ତରକାରି ଖାଇଥିଲେ।...

‘ବଚପନ କା ପ୍ୟାର’ର ଗାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଜୟପୁର,୨୮।୭: ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ‘ବଚପନ କା ପ୍ୟାର’ ଗୀତର ଗାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ଏ ସମ୍ପର୍କରେ ଟୁଇଟରରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। କ୍ୟାପଶନରେ...

ସଂକ୍ରମଣର ୫୦% କେରଳରେ

ନୂଆଦିଲ୍ଲୀ, ୨୮।୭: ଭାରତରେ ବୁଧବାର ସକାଳ ସୁଦ୍ଧା ଗୋଟିଏ ଦିନରେ ୪୩,୬୫୪ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୧୪,୮୪,୬୦୫ରେ ପହଞ୍ଚତ୍ଛି। ସେହିପରି ୨୪ ଘଣ୍ଟାରେ ୬୪୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri