ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ୬ ବର୍ଷୀୟା କୁନି ଝିଅ

ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ୬ ବର୍ଷୀୟା କୁନି ଝିଅ ନୂଆଦିଲ୍ଲୀ, ୩୧।୫: ସକାଳ ୧୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନଲାଇନ୍‌ କ୍ଲାସ ଚାଲୁଛି। ଇଂଲିଶ୍‌, ମାଥମେଟିକ୍ସ, ଉର୍ଦ୍ଦୁ ଓ ଇଭିଏସ୍‌ ସାଙ୍ଗକୁ ରହୁଛି କମ୍ପ୍ୟୁଟର କ୍ଲାସ। ଖୁବ୍‌ ହୋମଓ୍ବାର୍କ...

ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ, ୩୧।୫: ଟିଭି ଏବଂ ଛାପା ଗଣମାଧ୍ୟମ ସରକାରଙ୍କୁ ସମାଲୋଚନା କରିପାରିବେ। ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ଏକ ଯାଚିକାର ଶୁଣାଣି କରି ଉପରୋକ୍ତ ମତ ଦେଇଛନ୍ତି ସୁପ୍ରିମକୋର୍ଟ। ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡୀ ସରକାରଙ୍କ କୋଭିଡ୍‌ ପରିଚାଳନାରେ ବିଫଳତାକୁ...

ଚୋକ୍‌ସିଙ୍କୁ ଭାରତ ଆଣିବା ଲାଗି କେତେ ଖର୍ଚ୍ଚ ହେବ

ନୂଆଦିଲ୍ଲୀ, ୩୧।୫: ପିଏନ୍‌ବି ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଆଣିବା ପାଇଁ କାରିବିୟନ ଦେଶ ଆଣ୍ଟିଗୁଆକୁ ଭାରତ ପଠାଇଛି ବମ୍‌ବାରେଡର ଗ୍ଲୋବାଲ ୫୦୦୦ ଜେଟ୍‌। ଏହି...

ଅବସର ନେଲେ ଆଲାପନ ବନ୍ଦୋପାଧ୍ୟାୟ: ମିଳିଲା ନୂଆ ଦାୟିତ୍ୱ

କୋଲକାତା,୩୧।୫: ୩ ମାସ ବର୍ଦ୍ଧିତ କାର୍ଯ୍ୟକାଳ ସତ୍ତ୍ୱେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ସୋମବାର ଅବସର ନେଇଛନ୍ତି। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ସେ ଏହି ପଦବୀରେ ୩...

କରୋନାରେ ମୃତ୍ୟୁ ହୋଇଥିବା ଖବରଦାତାଙ୍କ ପରିବାରକୁ ମିଳିବ ୫ଲକ୍ଷ

ରାୟପୁର,୩୧।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରତ୍ୟେକଟି ଅପଡେଟ୍‌ ଖବରକୁ ଲୋକଙ୍କ ନିକଟକୁ ପହଞ୍ଚାଇ ଅନେକ ଖବରଦାତା ମୃତ୍ୟୁମୁଖରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଖବରଦାତାଙ୍କ ପରିବାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏକ...

କରୋନା ଯୋଗୁ ତୁଟିଲା ବାପ-ପୁଅ ସମ୍ପର୍କ

ଲକ୍ଷ୍ନୌ,୩୧।୫: କରୋନା ସମୟରେ ଅନେକ ଲୋକ ବିଭିନ୍ନ ସ୍ଥିତି ଦେଇ ଗତି କରୁଛନ୍ତି। କେହି ନିଜ ଆତ୍ମୀୟଙ୍କୁ ହରାଇଥିବା ବେଳେ ଆଉ କେହି ନିଜର ଚାକିରି ଓ ବ୍ୟବସାୟ ହରାଇଛନ୍ତି। କରୋନା ସଙ୍କଟରେ ବହୁ ସମୟରେ ଅମାନବୀୟ ଦୃଶ୍ୟ ଓ...

ହୋଟେଲର ୬ ଲକ୍ଷ ବାକି ପୈଠ କରି ନାହାନ୍ତି ରାହୁଲ: ସିପିଆଇଏମ୍‌…

କୋଚି,୩୧।୫: କେରଳ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କୋଲ୍ଲମ୍‌ଠାରେ ଏକ ହୋଟେଲରେ ରହିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ହୋଟେଲର ବାକି ଟଙ୍କା ରାହୁଲ ପୈଠ କରି ନ ଥିବା ସିପିଆଇଏମ୍‌ର ପ୍ରବକ୍ତା ଦେଶାଭିମାନୀ ଅଭିଯୋଗ କରିଛନ୍ତି।...

କୋଭାକ୍ସିନ-କୋଭିଶିଲ୍ଡର ହେବ ମିଶ୍ରଣ ବ୍ୟବହାର ପରୀକ୍ଷା

ନୂଆଦିଲ୍ଲୀ,୩୧ା୫: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଟିକାକୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଉଛି। ଭାରତ ନିକଟରେ ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ରହିଛି। ତେବେ ଦେଶରେ ଏହି ଦୁଇ ଅଲଗା ଅଲଗା ଟିକାକୁ ମିଶାଇ...

ଜୁନ ୮ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ: ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ

ପାଟନା,୩୧।୫: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ବିହାରରେ ପୁଣିଥରେ ଲକ୍‌ଡାଉନ ବୃଦ୍ଧି କରାଯାଇଛି। ଏଣିକି ଜୁନ ୮ପର୍ଯ୍ୟନ୍ତ ରାଜ୍ୟରେ ପୂର୍ବଭଳି ରହିବ ଲକ୍‌ଡାଉନ କଟକଣା। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟୁଇଟ କରି ଘୋଷଣା କରିଛନ୍ତି। ସୋମବାର କ୍ରାଇସିସ୍‌ ମ୍ୟାନେଜମେଣ୍ଟ...

କରୋନା ସଙ୍କଟ ମଧ୍ୟରେ ଧର୍ମଘଟ କଲେ ୩ହଜାର ଜୁନିଅର ଡାକ୍ତର

ଭୋପାଳ,୩୧।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ଇତିମଧ୍ୟରେ ମଧ୍ୟପ୍ରଦେଶରେ ପ୍ରାୟ ୩ହଜାର ଜୁନିଅର ଡାକ୍ତର ଧାରଣାରେ ଯାଇଛନ୍ତି। ସୋମବାର ଡାକ୍ତରମାନେ କୋଭିଡ ଡ୍ୟୁଟି ସମେତ ଓପିଡ଼ି, ଆଇପିଡ଼ି ଓ ଅନ୍ୟ ସ୍ବାସ୍ଥ୍ୟ ବିଭାଗ କାମ ଛାଡ଼ି ବିଭିନ୍ନ ଦାବିରେ...

ହଜାରିବାଗ୍‌ରେ ଏଲିଅନ୍‌: ସୋସିଆଲ ମିଡ଼ିଆରେ ଭାଇରାଲ…

ହଜାରିବାଗ୍‌,୩୧।୫: ଏଲିଅନ୍‌ ନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇବାରେ ଲାଗିଛି। ଏବେ ଝାଡ଼ଖଣ୍ଡର ହଜାରିବାଗ୍‌ରେ ଏଲିଅନ୍‌ ଦେଖାଦେଇଥିବା ନେଇ ସୋସିଆଲ୍‌ ମିଡ଼ିଆରେ ପ୍ରଚାର ଜାରି ରହିଛି। ଏବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

‘ସାଇକେଲ ଗର୍ଲ’ ଜ୍ୟୋତିଙ୍କ ପିତାଙ୍କର ହୃଦ୍‌ଘାତରେ ମୃତ୍ୟୁ

ପାଟନା,୩୧।୫: ବିହାର ଦରଭଙ୍ଗାର ଚର୍ଚ୍ଚିତ ‘ସାଇକେଲ ଗର୍ଲ’ ଜ୍ୟୋତି ପାସଓ୍ବାନଙ୍କ ପିତା ମୋହନ ପାସଓ୍ବାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଗତ ୧୦...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri