ଜାତୀୟ

ସ୍ଥିତିରେ ହେଉନି ପରିବର୍ତ୍ତନ: ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ମଙ୍ଗଳବାର କରୋନାରେ ୩,୫୧୧ ଜଣଙ୍କ...

କୃଷକ ଆନ୍ଦୋଳନକୁ ପୂରିଲା ୬ ମାସ: କଳା ଦିବସ ପାଳିଲେ ଚାଷୀ

ନୂଆଦିଲ୍ଲୀ/ଚଣ୍ଡିଗଡ଼, ୨୬।୫: ବିବାଦୀୟ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ବୁଧବାର ୬ ମାସ ପୂରିଛି। ଏହି ଅବସରରେ କୃଷକ ସଂଗଠନ ପକ୍ଷରୁ ଦେଶରେ କଳାଦିବସ ପାଳନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚାଷୀମାନେ କଳାପତାକା...

ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ସ୍ତ୍ରୀ ଗୁରୁତର

ଚଣ୍ଡିଗଡ଼,୨୬।୫: କିମ୍ବଦନ୍ତୀ ଆଥ୍‌ଲେଟ ମିଲ୍‌ଖା ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଆଇସିୟୁରୁ ବାହାରକୁ ନିଆଯାଇଛି। ସେ କୋଭିଡ୍‌ ନିମୋନିଆ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ୮୨ ବର୍ଷୀୟା ସ୍ତ୍ରୀ ନିର୍ମଲ କୌର କୋଭିଡ୍‌ ନିମୋନିଆ...

ନିଶ ମୋଡ଼ିବାରୁ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼

ଅହମ୍ମଦାବାଦ,୨୬।୫: ନିଶ ମୋଡ଼ିବା କାରଣରୁ ୨୨ ବର୍ଷୀୟ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଅହମ୍ମଦାବାଦ ଗ୍ରାମୀଣ ଅଞ୍ଚଳ ବିରାମଗାମ ତାଲୁକାର କରାକଠାଲ ଗାଁରେ ଘଟିଛି ଏଭଳି ଘଟଣା। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ...

ଆମ୍ବୁଲାନ୍ସରେ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୨୬।୫: ଖାଦ୍ୟ ଦେବାକୁ କହି ୨୨ ବର୍ଷୀୟା ମହିଳାଙ୍କୁ ଆମ୍ବୁଲାନ୍ସରେ ଗଣବଳାତ୍କାର କରାଯାଇଛି। ରାଜସ୍ଥାନର ଜୟପୁରରୁ ଆସିଛି ଏଭଳି ଏକ ଅଭିଯୋଗ। ଘଟଣାଟି ୨୪ ତାରିଖରେ ଘଟିଥିବା ପୋଲିସ ପକ୍ଷରୁ ବୁଧବାର କୁହାଯାଇଛି। ଜଣେ ବିବାହିତ ମହିଳାଙ୍କୁ ଖାଦ୍ୟ ପ୍ରଲୋଭନ...

ରାମଦେବଙ୍କ ଉପରେ ୧ ହଜାର କୋଟି ଟଙ୍କାର ମାନହାନୀ

ଡେରାଡୁନ, ୨୬।୫: ଏଲୋପାଥି ଔଷଧ ଓ ଏଲୋପାଥି ଡାକ୍ତରଙ୍କ ଉପରେ ଅପମାନଜନକ ମନ୍ତବ୍ୟ ପୁଣି ଥରେ ବାବା ରାମଦେବଙ୍କ ପାଇଁ ସୃଷ୍ଟି କରିଛି ଅଢ଼ୁଆ। ଏହି ମନ୍ତବ୍ୟ କାରଣରୁ ତାଙ୍କ ବିରୋଧରେ ମାନହାନୀ ନୋଟିସ ଜାରି କରିଛି ଭାରତୀୟ ମେଡିକାଲ...

ଏହି ରାଜ୍ୟରେ ଅନ୍‌ଲକ୍‌ ପାଇଁ ଚିନ୍ତା କରୁଛନ୍ତି ସରକାର

ନୂଆଦିଲ୍ଲୀ,୨୬।୫: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ଏବେ କିଛି ଦିନ ହେଲା ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଦିଲ୍ଲୀରେ ଏବେ କରୋନାର ନୂଆ ମାମଲା କମ୍‌ ଆସୁଥିବାରୁ ଏବେ ଆଶାର...

ରାଜଧାନୀରୁ ଦୂର ହେବ ଭାକ୍ସିନ ସଙ୍କଟ

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀରେ କରୋନା ପ୍ରକୋପ ଜାରି ରହିଛି। କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି। ଗତ କିଛି ଦିନ ତଳେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ଓ ଅକ୍ସିଜେନ ଅଭାବ ସରକାରଙ୍କ ସମସ୍ୟାକୁ ଆହୁରି...

ଜୀବନକୁ ବାଜି ଲଗାଇଲେ ଗର୍ଭବତୀ ନର୍ସ

ରାୟପୁର,୨୬।୫: ଦେଶରେ କରୋନା ସଂକ୍ରମଣ ପ୍ରକୋପ ଜାରି ରହିଛି। କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ତେବେ ଏହି ସଙ୍କଟ ସମୟରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ...

ଅକ୍ସିଜେନ ସିଲିଣ୍ଡର ବଦଳରେ ସିଏନ୍‌ଜି ସିଲିଣ୍ଡର

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। କିଛି ସମୟର ବ୍ୟତିକ୍ରମ ପରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବେକାବୁ ହେବାରେ ଲାଗିଛି। କରୋନା କାଳ ମଧ୍ୟରେ ଦେଶରେ କଳାବଜାରି ମଧ୍ୟ ବୃଦ୍ଧି ପାଇଛି।...

ପ୍ରଥମ ଡୋଜ୍‌ କୋଭିଶିଲ୍ଡ,, ଦ୍ୱିତୀୟ ଡୋଜ୍‌ କୋଭାକ୍ସିନ୍‌ ନେଲେ ୨୦ ଗ୍ରାମବାସୀ: ହରଡ଼ଘଣାରେ ପ୍ରଶାସନ…

ଲକ୍ଷ୍ନୌ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍‌ ଅବା କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ଦିଆଯାଉଛି। ତେବେ ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଜିଲାର ସରକାରୀ ହସ୍ପିଟାଲରେ ୨୦...

ଭାକ୍ସିନ୍‌ ନେଲେ ୨ ବର୍ଷ ମଧ୍ୟରେ ହେବ ମୃତ୍ୟୁ: ଭାଇରାଲ ଟୁଇଟ୍‌ ସତ କି ମିଛ, ପିଆଇବି ଦେଲା ସୂଚନା…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ସୁରକ୍ଷା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଗତ ଦୁଇ ଦିନ ଧରି ଭାକ୍ସିନ୍‌ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri