ଜାତୀୟ

ସିବିଆଇ ମୁଖ୍ୟ ଲାଗି ସଂକ୍ଷିପ୍ତ ତାଲିକାରେ ୩ ଅଧିକାରୀ

ନୂଆଦିଲ୍ଲୀ, ୨୫।୫: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପରବର୍ତ୍ତୀ ମୁଖ୍ୟ ଚୟନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନ ବିଚାରପତି ଏନ୍‌.ଭି. ରମାନା ଏବଂ...

ସରକାରୀ ଟିକାକେନ୍ଦ୍ରରେ ପଞ୍ଜୀକରଣ କରିପାରିବେ ସାବାଳକ

ନୂଆଦିଲ୍ଲୀ, ୨୫।୫: ଟିକାକରଣ ଲାଗି ୧୮ରୁ ୪୪ ବର୍ଷୀୟଙ୍କ ପାଇଁ କୋଓ୍ବିନ ପ୍ଲାଟ୍‌ଫର୍ମରେ ନାମ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିଲା। ଏହି ବୟସ ବର୍ଗର ଯେଉଁ ହିତାଧିକାରୀମାନେ ସ୍ମାର୍ଟଫୋନ୍‌ କିମ୍ବା ଇଣ୍ଟରନେଟ ସୁବିଧା ଅଭାବରୁ କୋଓ୍ବିନ ଡିଜିଟାଲ ପ୍ଲାଟ୍‌ଫର୍ମରେ ନାମ ପଞ୍ଜୀକରଣ...

ମୃତ୍ୟୁ ପ୍ରମାଣପତ୍ର ନୀତି ଉପରେ କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ, ୨୫।୫(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କଲାବେଳେ ସମାନ ନୀତି ଓ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନର ଅବଲମ୍ବନ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଅନେକ ସମୟରେ ମୃତ୍ୟୁର କାରଣ...

ଥାନାରେ ପ୍ରଥମ ରାତି କାଟିଲେ ବର-କନ୍ୟା

ଅହମ୍ମଦାବାଦ, ୨୫।୫: ରାଜସ୍ଥାନର ଭରତପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ବିବାହ ସମାରୋହରେ ବରଯାତ୍ରୀଙ୍କ ଝଗଡା ଯୋଗୁ ବର-କନ୍ୟାଙ୍କୁ ଥାନାରେ ପ୍ରଥମ ରାତି କାଟିବାକୁ ପଡିଛି। ଏହି ବରଯାତ୍ରୀରେ ଆସିଥିବା ଲୋକେ ଟ୍ରେନରେ ମଦ୍ୟପାନ କରିଥିଲେ। ସେମାନେ...

୫୭% ଟିକା ବ୍ୟବହାର, ବାକି ଯାଉଛି କୁଆଡ଼େ

ନୂଆଦିଲ୍ଲୀ, ୨୫ା୫: ଦେଶରେ ଆବଶ୍ୟକ କୋଭିଡ୍‌ ଭାକ୍ସିନ ଅଭାବରୁ ଟିକାକରଣ କାର୍ଯ୍ୟକ୍ରମ ଆଶାନୁରୂପ ଆଗେଇ ପାରୁନାହିଁ। ଏପରିକି ବିଭିନ୍ନ ରାଜ୍ୟରେ ଅନେକ ଟିକାଦାନ କେନ୍ଦ୍ର ବନ୍ଦ ହୋଇଗଲାଣି। ଟିକା ଅଭାବକୁ ନେଇ ସରକାର ସମାଲୋଚିତ ହୋଇଛନ୍ତି। ତେବେ ସୋମବାର କେରଳ...

ନୂଆ ଆକାନ୍ତଙ୍କ ସଂଖ୍ୟା ୨ ଲକ୍ଷରୁ କମ୍‌: ମୃତ୍ୟୁ ସଂଖ୍ୟା ଯୋଗୁ ସ୍ଥିତି ଅସମ୍ଭାଳ…

ନୂଆଦିଲ୍ଲୀ,୨୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା କିନ୍ତୁ ବଢ଼ି ଚାଲିଛି। ଗତ...

ମାଂସ ବିକାଳିଙ୍କୁ ମାଡ଼ ମାରିଲେ ଗୋରକ୍ଷକ

ମୋରଦାବାଦ, ୨୪ା୫: ଉତ୍ତରପ୍ରଦେଶର ମୋରଦାବାଦ୍‌ଠାରେ ରବିବାର ଜଣେ ମାଂସ ବିକାଳି ମହମ୍ମଦ ଶାକିରଙ୍କୁ ନିଜକୁ ‘ଗୋରକ୍ଷକ’ କହୁଥିବା ଏକ ଗ୍ୟାଙ୍ଗ ମାଡ଼ ମାରିଛନ୍ତି। ପୋଲିସ ଶାକିରଙ୍କ ବିରୋଧରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିବା ସହ ତାଙ୍କୁ...

ମୃତ୍ୟୁ ପ୍ରମାଣପତ୍ର ନୀତି ଉପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୪।୫: ପ୍ରାଣ ହରାଇଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କଲାବେଳେ ଗୋଟିଏ ନୀତି ଅବଲମ୍ବନ କରାଯିବା ଦରକାର ବୋଲି କେନ୍ଦ୍ର ସରକାରଙ୍କୁ ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଅନେକ କ୍ଷେତ୍ରରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ କିମ୍ବା...

ଟିକା ଭୟରେ ନଦୀକୁ ଡେଇଁଲେ ୨ ଶହ ଲୋକ

ଲକ୍ଷ୍ନୌ,୨୪ା୫: ଏବେ ବି’ ଲୋକଙ୍କ ମନରୁ ଯାଇନି କରୋନା ଟିକାର ଭୟ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାରାବାଙ୍କି ଜିଲା ସିସୋଦା ଗ୍ରାମରେ। ଏହି ଗାଁରେ ଲୋକଙ୍କୁ ଟିକାକରଣ କରାଇବା ପାଇଁ ରବିବାର ପହଞ୍ଚିଥିଲା ମେଡିକାଲ ଦଳ।...

ଗମ୍ଭୀରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୪।୫ : ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶରେ ଅଭାବ ଥିବା କୋଭିଡ୍‌-୧୯ ଔଷଧକୁ ପ୍ରବଳ ମାତ୍ରରେ କିଣିବା ସହ ନିଜ ନିର୍ବାଚନ ମଣ୍ଡଳିରେ ମାଗଣାରେ ବାଣ୍ଟିଥିଲେ। ଦିଲ୍ଲୀ ହାଇକୋର୍ଟ...

ଭାରତରେ ଆରମ୍ଭ ହେଲା ତୃତୀୟ ଟିକାର ଉତ୍ପାଦନ

ନୂଆଦିଲ୍ଲୀ,୨୪।୫: ରଷିଆନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ (ଆର୍‌ଡିଆଇଏଫ୍‌) ଏବଂ ଭାରତୀୟ ଔଷଧ କମ୍ପାନୀ ପାନାସିଆ ବାୟୋଟେକ୍‌ ଦେଶରେ ସ୍ପୁଟ୍‌ନିକ ଭି କୋଭିଡ୍‌ ଟିକା ଉତ୍ପାଦନ ଆରମ୍ଭ କରିଥିବା ସୋମବାର ଘୋଷଣା କରିଛନ୍ତି। ହିମାଚଳପ୍ରଦେଶର ବଦ୍ଦିଠାରେ ପାନାସିଆ ବାୟୋଟେକ୍‌ କାରଖାନାରୁ ପ୍ରଥମ...

୩ ମାସରେ ୩ ଝିଅ ନିଖୋଜ ହେବା ପରେ ଲୋଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ମୁଜାଫାରନଗର, ୨୪।୫ : ଉତ୍ତର ପ୍ରଦେଶର ମୁଜାଫରନଗରର ସୁଜୁଦ ଗ୍ରାମର ଜଣେ ବ୍ୟକ୍ତିଙ୍କ ୩ ଝିଅ ଗତ ୩ ମାସରେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହାୟତା ଲୋଡ଼ିଛନ୍ତି ନିଖୋଜ ୩ ଝିଅଙ୍କ ବାପା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri