ଜାତୀୟ

କୋଭିଡ୍ ନିୟମ ଭାଙ୍ଗି ବଦ୍ରିନାଥ ମନ୍ଦିରରେ ପହଞ୍ଚିଲେ ମନ୍ତ୍ରୀଙ୍କ ସହ ଭାଜପା ନେତା

ଚାମୋଲି (ଉତ୍ତରାଖଣ୍ଡ), ୨୩।୫ : କୁମ୍ଭ ମେଳା ଓ ଚାର ଧାମ ଯାତ୍ରା ଭଳି ଧାର୍ମିକ କାର୍ଯ୍ୟକ୍ରମରେ କୋଭିଡ୍‌-୧୯ ନିୟମ ପାଳନ ହେଉନଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଉତ୍ତରାଖଣ୍ଡ ହାଇକୋର୍ଟ। ଏହାର ଗୋଟିଏ ଦିନ ପରେ କୋଭିଡ୍‌-୧୯ ମୁକାବିଲା...

‘ ଭୁଲ ହୋଇଗଲା, ଦିଦି ମୋତେ କ୍ଷମା କର ’

କୋଲକାତା, ୨୩।୫ : ମୋର ଭୁଲ ହୋଇଗଲା, ଦିଦି (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ମୋତେ କ୍ଷମାକର। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଭାଜପା ଛାଡ଼ି ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଫେରିବାକୁ ଚାହୁଁଥିବା ସାରାଳା ମୁର୍ମୁ ଏଭଳି କହିଛନ୍ତି। ନିର୍ବାଚନ ପୂର୍ବରୁ...

ଜିଲାପାଳଙ୍କ ମାଡ଼ ଘଟଣା : ପୀଡ଼ିତଙ୍କୁ ମିଳିବ ନୂଆ ମୋବାଇଲ

ରାୟପୁର, ୨୩।୫ : ଛତିଶଗଡ଼ରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ସୁରଜପୁର ଜିଲାପାଳ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା ଘଟଣାର ଭିଡିଓ। ଗୋଟିଏ ଦିନ ପରେ ପୀଡ଼ିତଙ୍କୁ ନୂଆ ମୋବାଇଲ ଦେବାକୁ ନିର୍ଦ୍ଦେଶ...

୨ଟି ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ କରିବେ ସୋନୁ ସୁଦ୍‌

ନୂଆଦିଲ୍ଲୀ,୨୩।୫: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଆନ୍ଧ୍ରପ୍ରଦେଶର ନେଲୁରସ୍ଥିତ ୨ଟି ହସ୍ପିଟାଲରେ ନିଜ ଖର୍ଚ୍ଚରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ଜୁନ୍‌ରେ ଆନ୍ଧ୍ରପ୍ରଦେଶର କୁର୍ନୁଲ ସରକାରୀ ହସ୍ପିଟାଲ ଏବଂ ନେଲୁର ଆତ୍ମକୁର ଜିଲା ହସ୍ପିଟାଲରେ ଏହି...

ଆଇଏସ୍‌ଆଇ ସହ ଯୋଗଯୋଗରେ ଥିଲେ ୨ ଶିକ୍ଷୟିତ୍ରୀ ଭଉଣୀ

ଭୋପାଳ, ୨୩ା୫: ଆଇଏସ୍‌ଆଇ ସହ ସମ୍ପୃକ୍ତ ପାକିସ୍ତାନର ୨ ନାଗରିକଙ୍କ ସହ ଯୋଗାଯୋଗରେ ଥିବା ଦୁଇ ଭଉଣୀଙ୍କୁ ଇନ୍ଦୋର ପୋଲିସ ମୋହ କ୍ୟାଣ୍ଟନମେଣ୍ଟରୁ ରବିବାର ଗିରଫ କରିଛି। ପୋଲିସ ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ଘଟଣାର ତଦନ୍ତ ଚଲାଇଛନ୍ତି। ଗିରଫ ଦୁଇ...

ନକଲି ନର୍ସିଂହୋମରେ ୭ ଶିଶୁଙ୍କୁ ଜୀବନ ଗଲା: ଡାକ୍ତରଙ୍କ ନାହିଁ ଡିଗ୍ରୀ, ନର୍ସ ୧୦ମ ଫେଲ୍‌

ଭୋପାଳ,୨୩।୫: ମଧ୍ୟପ୍ରଦେଶ ରାଜଗଡ଼ରେ କରୋନା ସମୟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନକଲି ନର୍ସିଂହୋମ ଏବଂ ଡାକ୍ତରଙ୍କ ଯୋଗୁ ୭ ଶିଶୁ ପ୍ରାଣ ହରାଇଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ନର୍ସିଂହୋମ ର ୨୨...

ରାମଦେବଙ୍କ ଉପରେ ରାଗିଗଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରବିବାର ଯୋଗ ଗୁରୁ ରାମଦେବଙ୍କୁ ଏକ ଚିଠି ଲେଖିଛନ୍ତି। କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା ‘ଆପତ୍ତିଜନକ ମନ୍ତବ୍ୟ’କୁ ପ୍ରତ୍ୟାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ଯେ, ଯୋଗ...

ଚର୍ଚ୍ଚାରେ ଫଳ ଦୋକାନୀ: କଦଳୀ ଝୁଲାଇ ବୋର୍ଡରେ ଲେଖିଲେ ଏମିତି

ଚେନ୍ନାଇ,୨୩।୫: ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସାମ୍ନା କରିବାକୁ ପଡୁଛି। କରୋନା ଯୋଗୁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଶ୍ରମିକମାନଙ୍କ ଉପରେ ପଡିଛି। ଏହି ସବୁ ଅସୁବିଧା...

୮ ବର୍ଷର ଝିଅକୁ ଅପହରଣ କଲେ ମା’

ଲକ୍ଷ୍ନୌ,୨୩।୫: ଉତ୍ତର ପ୍ରଦେଶର ଫତେହପୁର ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ୮ ବର୍ଷର ଝିଅକୁ ଅପହରଣ କରିନେଇଥିବା ଜଣାପଡିଛି। କିନ୍ତୁ ପଡୋଶୀ ଦୁଇ ଭାଇଙ୍କ ନାଁରେ ଝିଅ ଅପହରଣ ଅଭିଯୋଗ ଆଣି...

ବାତିଲ ହେବ ନାହିଁ ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷା: ଜୁନ୍‌ ୧ରେ ତାରିଖ ଘୋଷଣା

ନୂଆଦିଲ୍ଲୀ,୨୩।୫: କରୋନା ଯୋଗୁ ସ୍ଥଗିତ ଥିବା ସିବିଏସ୍‌ସି-ଆଇସିଏସ୍‌ଇ ବୋର୍ଡ ପରୀକ୍ଷା ଉପରେ ନିଷ୍ପତ୍ତି ନେବାକୁ ରବିବାର କେନ୍ଦ୍ର ମନ୍ତ୍ରୀମାନଙ୍କର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ରମେଶ ପୋଖରିଆଲ...

ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଚିନ୍ତା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୩।୫: ବାତ୍ୟା ତାଉକ୍‌ତେ ପରେ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଉ ଏକ ବାତ୍ୟା ‘ୟାସ୍‌’ ଆଶଙ୍କା ଦେଖାଦେଇଛି। ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଆସନ୍ତା ୨୬ରେ ଏହା ପଶ୍ଚିମବଙ୍ଗ...

ତୃତୀୟ ଲହରରେ ଶିଶୁ ଆକ୍ରାନ୍ତ ହେବା ଆଶଙ୍କା: ସମସ୍ତ ରାଜ୍ୟଠାରୁ ରିପୋର୍ଟ ଲୋଡ଼ିଲା ଏନ୍‌ସିପିସିଆର୍‌..

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ତୃତୀୟ ଲହର ଆଶଙ୍କା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ତୃତୀୟ ଲହରରେ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri