ଜାତୀୟ

ଗର୍ଭବତୀମାନେ ଟିକା ନେବା ଜରୁରୀ

ନୂଆଦିଲ୍ଲୀ,୯ ।୭: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି କି ଦେଶରେ କୋଭିଡ-୧୯ର ୮୦ ପ୍ରତିଶତ ମାମଲା ୧୫ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ୯୦ ଜିଲାରୁ ଆସିଛି । ଯାହା ଏହି ଅଞ୍ଚଳ ଉପରେ...

ଡ୍ରୋନ ଉଡାଇବା ଉପରେ କଟକଣା ଲଗାଇଲା ନୌସେନା

ନୂଆଦିଲ୍ଲୀ,୯ ।୭: ନୌସେନା ଏହାର ବେସ୍‌, ନୌସେନା ୟୁନିଟ ଓ ଏହାର ଆଖପାଖର ୩ କିଲୋମିଟର ମଧ୍ୟରେ ଡ୍ରୋନ୍ ଉଡାଇବା ଉପରେ ପ୍ରତିବନ୍ଧକ ଲଗାଇଛି । ସତର୍କତାମୂଳକ ଭାବେ ଏହି ନିଷ୍ପତ୍ତି ନିଆଯାଇଛି । ଗୁରୁବାର ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି,...

ଖୋଲିଲା ସାଓ୍ବଂଲିଆ ସେଠ୍‌ ମନ୍ଦିରର ଭଣ୍ଡାର: ୧୦ଦିନରେ ଦାନ କରାଯାଇଛି ୩ କୋଟିରୁ ଊର୍ଦ୍ଧ୍ୱ

ଚିତ୍ତରଗଡ଼,୯।୭: ରାଜସ୍ଥାନର ଚିତ୍ତରଗଡ଼ ଜିଲାରେ ଥିବା ମଓ୍ବୋରର ପ୍ରସିଦ୍ଧ କୃଷ୍ଣ ଧାମ ସାଓ୍ବଂଲିଆ ଜି ମନ୍ଦିରର ଭଣ୍ଡାର ଖୋଲାଯାଇଛି। କରୋନା କାଳ ପରେ ଖୋଲାଯାଇଥିବା ଏହି ଭଣ୍ଡାରରୁ ୩କୋଟିରୁ ଅଧିକ ଦାନ ଅର୍ଥ ବାହାରିଛି। ସବୁଠାରୁ ବଡ଼ କଥା ହେଲା...

ସରଜୁ ନଦୀରେ ବୁଡିଗଲେ ଗୋଟିଏ ପରିବାରର ୧୨ଜଣ

ଅଯୋଧ୍ୟା,୯ ।୭: ଅଯୋଧ୍ୟାର ଗୁପ୍ତାର ଘାଟରେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ନଦୀରେ ବୁଡିଯିବା ଜଣାପଡିଛି । ଏମାନେ ସରଜୁ ନଦୀକୁ ସ୍ନାନ କରିବାକୁ ଯାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ ଓ ଉଦ୍ଧାରକରୀ...

ପଦ ସମ୍ଭାଳିବା ପୂର୍ବରୁ ରବିଶଙ୍କରଙ୍କୁ ଭେଟିଲେ ନୂଆ ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ,୯।୭: ନୂତନ ପଦ ସମ୍ଭାଳିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଶୁକ୍ରବାର ପୂର୍ବତନ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଭେଟିଛନ୍ତି। ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ ବର୍ତ୍ତମାନ କିରନ ରିଜିଜୁ ନୂଆ ଆଇନ ଓ ନ୍ୟାୟ ମନ୍ତ୍ରୀ ଭାବେ...

ବିନା ମାସ୍କରେ ଧରାପଡ଼ିଲେ ୫ହଜାର ଜରିମାନା ନଚେତ୍‌ ୮ଦିନ ଜେଲ୍‌

କୁଲୁ,୯।୭: କରୋନା ଲକ୍‌ଡାଉନ କଟକଣା କୋହଳ ହେବା ପରେ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଯାହା କରୋନା ସଂକ୍ରମଣ ବ୍ୟାପିବା ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ...

କରୋନାର ‘ତୃତୀୟ ଲହର’କୁ ନେଇ ମନ୍ଥନ: ମୋଦିଙ୍କ ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ,୯ ।୭: ସାରା ଦେଶରେ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଅମ୍ଳଜାନର ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି ।...

କୋଭିଡ ପ୍ରୋଟୋକଲ୍‌ ମଧ୍ୟରେ ଚାଲିବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୯।୭: କରୋନା କାଳ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନଳ ଜୁଲାଇ ୧୯ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଏହା ପ୍ରଥମ ସଂସଦ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ସଂସଦ ଅଧିବେଶନରେ ସରକାରଙ୍କ ପକ୍ଷକୁ ମଜଭୂତ...

କେବଳ ଫୁସଫୁସ ନୁହେଁ ଶରୀରର ଅନ୍ୟ କିଛି ମୁଖ୍ୟ ଅଙ୍ଗକୁ ବି ପ୍ରଭାବିତ କରୁଛି କରୋନା!

ଭୋପାଳ,୯ ।୭: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହା ପ୍ରଥମେ ଫୁସଫୁସକୁ ସଂକ୍ରମିତ କରିବା ପରେ ରୋଗୀର ଅବସ୍ଥା ଗୁରୁତର ହୋଇପଡୁଛି । ଏମିତିକି ଫୁସଫୁସ ସଂକ୍ରମଣ ପରେ ଅଧିକାଂଶ ରୋଗୀଙ୍କୁ ବଞ୍ଚାଇବା...

ଶୁଭେନ୍ଦୁ ଅଧିକାରୀଙ୍କ ବଢିଲା ଅଡୁଆ

କୋଲକତା,୯।୭: ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଭାରତୀୟ ଜନତା ପାର୍ଟିର ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କୋଣ୍ଟାଇ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଛି। ଶୁଭେନ୍ଦୁଙ୍କ ପୂର୍ବତନ ସୁରକ୍ଷା କର୍ମୀଙ୍କ ସ୍ତ୍ରୀ ଏହି ମାମଲା ରୁଜୁ କରିଛନ୍ତି। ଶୁଭେନ୍ଦୁଙ୍କ ନାଁରେ ଅଭିଯୋଗ...

ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୯ ।୭: ଦେଶରେ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦାମ୍ ବୃଦ୍ଧି ପାଇ ଆକାଶ ଛୁଆଁ ହୋଇ ସାରିଲାଣି । ଏବେ କମ୍ପ୍ରେସ୍‌ଡ ନାଚୁରାଲ ଗ୍ୟାସ(ସିଏନ୍‌ଜି) ଓ ପାଇପ୍‌ଡ ନାଚୁରାଲ ଗ୍ୟାସ(ପିଏନ୍‌ଜି)ର ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ନେତା...

ପୁଣି ତାତିଲେ କୃଷକ

ନୂଆଦିଲ୍ଲୀ,୯।୭: କୃଷି ଆଇନ୍‌କୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୃଷକମାନେ ପୁଣି ସରକାରଙ୍କ ବିରୋଧରେ ବର୍ଷିଛନ୍ତି। କୃଷକ ନେତା ରାକେଶ ଟିକାଏଟ ସରକାରଙ୍କୁ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଆନ୍ଦୋଳନକାରୀ କୃଷକମାନେ ଏହାଠାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri