ଜାତୀୟ

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ,୭ା୭: କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସଂପ୍ରସାରଣ ଅବସରରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏମ୍‌ଏସ୍‌ଏମ୍‌ଇ ଓ ପଶୁସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ । ଲୋକ ସଭା ନିର୍ବାଚନରେ ସେ ବାଲେଶ୍ୱରୁ ନିର୍ବାଚିତ...

୧୩ ଓକିଲ, ୬ ଡାକ୍ତର, ୫ ଇଞ୍ଜିନିୟର: ଏଭଳି ହେବ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା କ୍ୟାବିନେଟ ସମ୍ପ୍ରସାରଣ ବୁଧବାର ସନ୍ଧ୍ୟାରେ ହେବ। ଏଥିରେ ଅଧିକ ମହିଳା ଓ ପ୍ରଶାସନିକ ଅନୁଭୂତି ଥିବା ବ୍ୟକ୍ତିଙ୍କୁ ସ୍ଥାନ ମିଳିବ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହୋଇଥିବାରୁ...

ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ପଛରେ ପଡ଼ିଲା ଭାରତ, ଆଗରେ ଚାଇନା…

ନୂଆଦିଲ୍ଳୀ,୭।୭: ପୃଥିବୀର ୧୯୩ ଦେଶକୂ ନେଇ ପ୍ରସ୍ତୁତ କରାଯାଇଥିବା ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତ ପଛରେ ପଡ଼ିଯାଇଛି। ୨୦୨୧ ହେନଲି ପାସପୋର୍ଟ ଇଣ୍ଡେକ୍ସ୍‌ ର଼୍ୟାଙ୍କିଙ୍ଗ୍‌ରେ ଗତ ବର୍ଷ ତୁଳନାରେ ଭାରତର ପ୍ରଦର୍ଶନ ଖରାପ ରହିଛି। ଭାରତ ଏହି ତାଲିକାରେ ୬...

କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବଡ଼ ହଇଚଇ: ନିଶଙ୍କ-ଗଙ୍ଗଓ୍ବାର-ଦେବଶ୍ରୀ ମନ୍ତ୍ରିମଣ୍ଡଳରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୭।୭: କେନ୍ଦ୍ର କ୍ୟାବିନେଟରେ ବୁଧବାର ସନ୍ଧ୍ୟାରେ ବଡ଼ ପରିବର୍ତ୍ତନ ହେବ। ହେଲେ ଏହା ପୂର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ମନ୍ତ୍ରିମଣ୍ଡଳରେ ନୂଆ ନାମ ଯୋଡ଼ି ହେବା ପୂର୍ବରୁ କେତେକ ପୁରୁଣା ନାମ ବାଦ୍‌ ପଡ଼ିଛନ୍ତି। ଏହି ତାଲିକାରେ ଶିକ୍ଷାମନ୍ତ୍ରୀ...

ପୋଲିସ ବାବୁଙ୍କ ଘରେ ଚୋରି ପରେ ଚିଠି ଛାଡ଼ିଗଲା ଚୋର…

ଭୋପାଳ,୭।୭: ଜଣେ ପୋଲିସ ବାବୁଙ୍କ ଘରେ ଚୋରି କରିବା ପରେ ବିଚରା ଚୋର ଏକ ଚିଠି ଛାଡ଼ି ପଳାଇଛି। ଅସୁବିଧା ଥିବାରୁ ସେ ଚୋରି କରିଥିବା ଚିଠିରେ ଲଲ୍ଲେଖ କରିଛନ୍ତି। ଏପରି ନ କଲେ ତାଙ୍କ ସାଙ୍ଗଙ୍କର ଜୀବନ ରକ୍ଷା...

ଥରିଲା ଆସାମ

ଦିଶପୁର,୭।୭: ଆସାମର ଗୋଲପାରାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ରହିଛି। ସକାଳ ୮ଟା ୪୫ ଉତ୍ତର ବଙ୍ଗାଲ, ଦାର୍ଜିଲିଂ ଓ କୁଚ ବିହାରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମେଘାଳୟର ତୁରା...

ମମତାଙ୍କୁ ୫ ଲକ୍ଷ ଜରିମାନା…

କୋଲକାତା,୭।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ବୁଧବାର ଜାରି ହୋଇଛି। ଜଣେ ବିଚାରପତିଙ୍କୁ ଖଣ୍ଡପୀଠରୁ ହଟାଇବା ଲାଗି ଦାବି କରିଥିବାରୁ ହାଇକୋର୍ଟଙ୍କ ପକ୍ଷରୁ ଜରିମାନା...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ହିଜ୍‌ବୁଲ୍‌ କମାଣ୍ଡରଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ଶୀର୍ଷ କମାଣ୍ଡର ମେହରାଜୁଦ୍ଦିନ୍‌ ହାଲଓ୍ବାଇଙ୍କ ମୃତ୍ୟୁ ଘଟିଛି। ହାଣ୍ଡଓ୍ବାରାରେ କିଛି ଆତଙ୍କବାଦୀ ଲୁଛିଥିବା ଖବର ମିଳିବା ପରେ...

ବାଜପେୟୀଙ୍କ ମନ ଦୁଃଖ ଥିବା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଲାସ୍‌ ନେଇଥିଲେ ଏହ ପ୍ରସିଦ୍ଧ ଅଭିନେତା

ହିନ୍ଦୀ ସିନେମାର ମହାନ କଳାକାର ଦିଲୀପ କୁମାରଙ୍କ ୯୮ ବର୍ଷରେ ପରଲୋକ ଘଟିଛି। ପାକିସ୍ତାନରେ ଜନ୍ମଗ୍ରହଣ କରିଥିବା ଦିଲୀପ କୁମାରଙ୍କୁ କେବଳ ଭାରତରେ ନୁହେଁ, ପାକିସ୍ତାନରେ ପ୍ରସିଦ୍ଧ ଥିଲେ। ସେ ଉଭୟ ଦେଶର ସମ୍ପର୍କ ଉପରେ ନଜର ରଖିଥିଲେ। ଥରେ...

ସୁପ୍ରିମକୋର୍ଟରେ ହେଉ ସବୁ ବିଚାର

ନୂଆଦିଲ୍ଲୀ,୭ା୭: କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମର ବୈଧତାକୁ ଚ୍ୟାଲେଞ୍ଜ କରି ବିଭିନ୍ନ ହାଇକୋର୍ଟରେ ଦାଏର ହୋଇଥିବା ଅନେକ ପିଟିଶନ ବିଚାରାଧୀନ ରହିଛି। ସେହି ସମସ୍ତ ଆବେଦନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ଦାବିରେ କେନ୍ଦ୍ର ସରକାର ମଙ୍ଗଳବାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ...

ରାନ୍‌ସମଓ୍ବେର: ୧୫୦୦ ବିଜ୍‌ନେସ ପ୍ରଭାବିତ

ନୂଆଦିଲ୍ଲୀ, ୭।୭: ରାନ୍‌ସମଓ୍ବେର ଆକ୍ରମଣ ଯୋଗୁ ସାରା ବିଶ୍ୱରେ ପ୍ରାୟ ୧୫୦୦ ବିଜ୍‌ନେସ ପ୍ରଭାବିତ ହୋଇଥିବା ଜଣାପଡିଛି। କାସେୟା ସଫ୍ଟଓ୍ବେର ଉପରେ ଏଭଳି ଆଟାକ ହେଉଛି। ଫ୍ଲୋରିଡା ଭିତ୍ତିକ କମ୍ପାନୀର ସିଇଓ ଫ୍ରେଡ ଭୋକୋଲା କହିଛନ୍ତି, ନିକଟରେ ହୋଇଥିବା ଆଟାକର...

ସୁସ୍ଥ ହେବା ହାର ୯୭.୧୮ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିରେ ଲଗାମ୍‌ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ୨ଦିନ ଧରି ୪୦ ହଜାର ତଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri