ଜାତୀୟ

ଏହି ରାଜ୍ୟରେ ମାସକରେ ୨,୬୭୧ ଶିଶୁ କରୋନାରେ ଆକ୍ରାନ୍ତ…

ଡେରାଡୁନ୍‌,୧୭।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ଥିବା ନେଇ ବିଶେଷଜ୍ଞଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ତୃତୀୟ ଲହର ନ ଆସିବା ପୂର୍ବରୁ ଉତ୍ତରାଖଣ୍ଡରେ ଗତ ୧୫ ଦିନ...

ଗମ୍ଭୀର ଅବପାତ ରୂପ ନେଲା ‘ତାଉକ୍ତାଏ’: ଏପର୍ଯ୍ୟନ୍ତ ଗଲାଣି ୮ ଜୀବନ

ଥିରୁଭାନନ୍ତପୁରମ୍‌,୧୭।୫: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତାଉକ୍ତାଏ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇଛି। ଏବେ ଏହା କେରଳରେ ଏହାର ରୂପ ଦେଖାଇବା ଆରମ୍ଭ କରିଛି। ବର୍ତ୍ତମାନ ଏହି ଝଡ ଗୁଜରାଟ ଆଡକୁ ଗତି କରୁଛି। ଏପର୍ଯ୍ୟନ୍ତ...

ଭାରତରେ ଦଙ୍ଗା କରାଇବା ଷଡ଼ଯନ୍ତ୍ର ରଚିଥିଲା ଜୈଶ୍‌ ଆତଙ୍କବାଦୀ ସଂଗଠନ…

ନୂଆଦିଲ୍ଲୀ,୧୭।୫: ଭାରତରେ ଦଙ୍ଗା କରାଇବା ଲାଗି ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଷଡ଼ଯନ୍ତ୍ର ରଚିଥିଲା। ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ପାକିସ୍ତାନରେ ଶିବିର ସ୍ଥାପନ କରିଥିବା ଜୈଶ୍‌ ସଂଗଠନ ସ୍ଥିତିକୁ ଅଧିକ ଜଟି, କରିବା ଲାଗି ଯୋଜନା...

ଚାଷୀଙ୍କ ଉପରେ ଲାଠିମାଡ଼

ଚଣ୍ଡିଗଡ଼, ୧୭।୫: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାର ରବିବାର ଯୋଗଦେଇଥିବା ଏକ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ଏଥିରେ ଅନେକ ଚାଷୀ ଆହତ ହୋଇଛନ୍ତି। ପୋଲିସ ଅନ୍ଦୋଳନରତ ଚାଷୀଙ୍କ ଉପରକୁ ପ୍ଲାଷ୍ଟିକ୍‌ ଗୁଳି...

ଅତି ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଲା ତଉକ୍‌ତାଏ

ମୁମ୍ବାଇ/ବେଙ୍ଗାଲୁରୁ/ଥିରୁଭାନନ୍ଥପୁରମ୍‌, ୧୭।୫: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ତଉକତାଏ ରବିବାର ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ଆଗାମୀ ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ମଙ୍ଗଳବାର ଭୋର ସମୟରେ...

କଶ୍ମୀରରେ ଗାଜା ତାତି

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୫: ପାଲେଷ୍ଟାଇନ୍‌ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଜମ୍ମୁ-କଶ୍ମୀର ପୋଲିସ ଅନୂ୍ୟନ ୨୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ଗ୍ରାଫିଟି ଆର୍ଟିଷ୍ଟ ଓ ଜଣେ ଧର୍ମଗୁରୁ ରହିଛନ୍ତି। ଶ୍ରୀନଗରର ୩୨ ବର୍ଷୀୟ ଗ୍ରାଫିଟି ଆର୍ଟିଷ୍ଟ ମୁଦାସିର ଗୁଲ୍‌ଙ୍କ...

କେନ୍ଦ୍ର ଜାରି କଲା ଏସ୍‌ଓପି

ନୂଆଦିଲ୍ଲୀ, ୧୭।୫(ପି.ଟି.): ବିଳମ୍ବରେ ହେଉ ପଛେ ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ ଗାଇଡ୍‌ଲାଇନ ଜାରି କରିଛି କେନ୍ଦ୍ର। କରୋନା ଲକ୍ଷଣ ନ ଥିବା ବହୁବିଧ ରୋଗୀ କିମ୍ବା ସାମାନ୍ୟ ଲକ୍ଷଣ ଥିବା ମାମଲା କ୍ଷେତ୍ରରେ ହୋମ୍‌ ଆଇସୋଲେଶନରେ ରହିବା ସମ୍ଭବ ହେଉ...

ଲକ୍‌ଡାଉନ୍‌ ପ୍ରଭାବ: ୧୦ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ,୧୭।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ପୂର୍ବପରି ରହିଛିି।...

ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍‌ : ଦିନକରେ ୨.୮୧ ଲକ୍ଷ ସଂକ୍ରମିତ, ୪୧୦୦ ମୃତ

ନୂଆଦିଲ୍ଲୀ,୧୭।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କିନ୍ତୁ...

ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଲେ ୨ ବର: ଆଉ ତା’ପରେ

ଉତ୍ତର ପ୍ରଦେଶର କନୌଜରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହ ସମାରୋହରେ ଗୋଟିଏ କନ୍ୟା ପାଇଁ ବରଯାତ୍ରୀ ଧରି ପହଞ୍ଚିଛନ୍ତି ୨ ବର। ଯେଉଁ ୨ ବର ସେଠାରେ ପହଞ୍ଚିଥିଲେ ସେମାନଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ କନ୍ୟାଙ୍କ...

କୋଭିଡ୍‌ ଆକ୍ରାନ୍ତଙ୍କୁ ଦିଆଯିବ ଡିଆର୍‌ଡିଓ ପ୍ରସ୍ତୁତ ମେଡିସିନ

ନୂଆଦିଲ୍ଲୀ,୧୬।୫: କୋଭିଡ୍‌ ଚିକିତ୍ସା ପାଇଁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଦ୍ୱାରା ବିକଶିତ ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍‌ (୨-ଡିଜି) ସୋମବାର ହସ୍ପିଟାଲକୁ ପଠାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ପ୍ରାୟ ୧୦,୦୦୦ ଡୋଜ୍‌ ଔଷଧ...

ଫିଲ୍ମ ‘ ରାଧେ ’ ଲିକ୍‌ : ଚେତାବନୀ ଦେଲେ ସଲମାନ

ନୂଆଦିଲ୍ଲୀ,୧୬।୫: ସଲମାନ ଖାନଙ୍କ ‘ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’ ଗତ ୧୩ ତାରିଖରେ ଓଟିଟି ପ୍ଲାଟଫର୍ମ ଜି୫’ରେ ରିଲିଜ ହୋଇଛି। ରିଲିଜ ହେବାର କିଛି ଘଣ୍ଟା ପରେ ଲିକ୍‌ ହୋଇଯାଇଛି ଫିଲ୍ମର ପାଇରେଟେଡ୍‌ ଭର୍ସନ। କିଛି ପାଇରେଟଡ୍‌...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri