ଜାତୀୟ

୩ ଭାଜପା ବିଧାୟକ ଗିରଫ

କୋଲକାତା,୧୬।୫: ଲକ୍‌ଡାଉନ ନିୟମ ଭଙ୍ଗ କରିବା ପାଇଁ ୩ ଭାଜପା ବିଧାୟକଙ୍କୁ ଗିରଫ କରାଯାଇଛିି। ରାଜ୍ୟର ଉତ୍ତର ଭାଗରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହାସତ୍ତ୍ୱେ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା...

କେଜ୍‌ରିଓ୍ବାଲ୍‌ଙ୍କ କାଶକୁ ନେଇ ଏମିତି କହିଦେଲେ ଶତ୍ରୁଘ୍ନ ସିହ୍ନା: ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୬।୫: କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ୱାଲ ସରକାର ପୁଣି ଥରେ ଲକଡାଉନ୍‌ ବନ୍ଦ କରିବାକୁ ଘୋଷଣା କରିଛନ୍ତି।...

ବଢିଲା ସିଦ୍ଧୁଙ୍କ ଅଡୁଆ

ଚଣ୍ଡିଗଡ଼,୧୬।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏବେ ସିଦ୍ଧୁ ଏବଂ ସ୍ତ୍ରୀ ଡା ନବଜୋତ କୌର ସିଦ୍ଧୁଙ୍କୁ ବିରୋଧରେ ଭିଜିଲାନ୍ସ ଯାଞ୍ଚ୍‌...

ପହଞ୍ଚିଲା ସ୍ପୁଟିନିକ୍‌-ଭିର ଦ୍ୱିତୀୟ ପର୍ଯ୍ୟାୟ ଟିକା

ହାଇଦ୍ରାବାଦ,୧୬।୫: ଏକ ସ୍ବତନ୍ତ୍ର ବିମାନ ଯୋଗେ ରବିବାର ସ୍ପୁଟିନିକ୍‌-ଭିର ୬୦ ହଜାର ଡୋଜ ଦ୍ୱିତୀୟ ପର୍ଯ୍ୟାୟ ଟିକା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଏନେଇ ଡକ୍ଟର ରେଡି ଲ୍ୟାବ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ନମୁନା କେନ୍ଦ୍ରୀୟ...

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଇଭେଣ୍ଟରେ କୃଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ

ଚଣ୍ଡିଗଡ଼,୧୬।୫: ହରିୟାଣାରେ କରୋନା ଯୋଗୁ ଲକ୍‌ଡାଉନକୁ ଗୋଟିଏ ସପ୍ତାହ ପାଇଁ ବଢ଼ାଇ ଦିଆଯାଇଛି। ଏହାସତ୍ତ୍ୱେ ହିସାର ଜିଲାର ଏକ କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ଏହାକୁ ବିରୋଧ କରିଥିଲେ ଦୀର୍ଘ ଦିନ...

ଭାରତ, ବ୍ରିଟେନ୍‌ ଷ୍ଟ୍ରେନ୍‌କୁ ରୋକିବାରେ ସକ୍ଷମ କୋଭାକ୍ସିନ୍‌ ଟିକା

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ କରୋନା ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ଏବେ ଲୋକଙ୍କ ମଧ୍ୟରେ ଏକମାତ୍ର ଆଶା ହେଉଛି ଟିକା। ତେବେ କରୋନାର ବଦଳୁଥିବା ରୂପକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏବେ ଲୋକ ଦିଆଯାଉଥିବା ଟିକା...

ରାହୁଲ କହିଲେ,‘ମୋତେ ଗିରଫ କର’

ନୂଆଦିଲ୍ଲୀ,୧୬।୫: କରୋନା ସଙ୍କଟ ମଧ୍ୟରେ ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଟିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା କରିଥିବା ଅଭିଯୋଗରେ ୧୭ ଜଣଙ୍କୁ ଗିରଫ କରାଯିବା ପରେ ଏହାକୁ ନେଇ ରାଜନୀତି ତେଜୁଛି। ଏହି ମାମଲାରେ କଂଗ୍ରେସ...

ଉଗ୍ର ରୂପ ନେଲା ‘ତାଉକ୍ତାଏ’: ଅନେକ ସ୍ଥାନରେ ଉପୁଡିଲା ଗଛ, ଭାଙ୍ଗିଲା ଘର

ଥିରୁଭାନନ୍ତପୁରମ୍‌,୧୬।୫: ଆରବ ମହାସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ‘ତାଉକ୍ତାଏ’ ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇଛି। ଏବେ ଏହା କେରଳରେ ଏହାର ରୂପ ଦେଖାଇବା ଆରମ୍ଭ କରିଛି। ଥିରୁଭାନନ୍ତପୁରମ୍‌ର ଏକ ଉପକୂଳବର୍ତ୍ତୀ ଗ୍ରାମ ବଲିଆଧୁରାରେ ବର୍ଷ ପବନ ଯୋଗୁ...

ସ୍ବାସ୍ଥ୍ୟ ଟିମ୍‌ ଉପରକୁ ଆକ୍ରମଣ

ଅରୈୟା,୧୬।୫: ସାରା ଦେଶରେ କରୋନା ମହାମାରୀ ତାଣ୍ଡବ ରଚୁଥିବା ବେଳେ ଏପର୍ଯ୍ୟନ୍ତ ଏହାର ଭୟାବହତାକୁ ବୁଝିପାରୁନାହାନ୍ତି ଲୋକେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କେତେକ ଅମାନିଆ କୋଭିଡ ନିୟମ ଉଲ୍ଲଂଘନ କରୁଥିବା...

ମନ୍ତ୍ରୀ ନିଜେ କରୋନା ପଜିଟିଭ୍‌ ଥାଇ ସଫା କରୁଛନ୍ତି ହସ୍ପିଟାଲ ଓ୍ବାର୍ଡ

ମିଜୋରାମ,୧୬।୫: କରୋନାର ଭୟାବହତା ବର୍ତ୍ତମାନ ପୂରା ଦେଶରେ ଦେଖିବାକୁ ମିଳିଛି। କୌଣସି ହସ୍ପିଟାଲରେ ବେଡ୍‌ ମିଳୁନି କି ଅକ୍ସିଜେନ ସିଲିଣ୍ଡର ନାହିଁ। ଏପରି ଖବର ମଧ୍ୟରେ ଆଉ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ କରୋନା ସଂକ୍ରମିତ ହୋଇଥିବା ଖୋଦ୍‌...

ତାଉକାତେ ଆତଙ୍କ: ୫୮୦ କରୋନା ରୋଗୀଙ୍କୁ କରାଗଲା ସ୍ଥାନାନ୍ତର

ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଓ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ତଉକାତେ’ ବାତ୍ୟାର ପ୍ରଭାବ ଯୋଗୁ ବୃହନମୁମ୍ବାଇ ନଗର ନିଗମ(ବିଏମ୍‌ସି) ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ କେୟାର ସେଣ୍ଟରରୁ ୫୮୦ଜଣ ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର...

ହରିଆଣାରେ ବଢ଼ିଲା ଲକ୍‌ଡାଉନ

ଚଣ୍ଡିଗଡ଼,୧୬।୫: ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟସରକାର ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶ ଓ ଦିଲ୍ଲୀ ପରେ ଏବେ ହରିଆଣା ସରକାର ମଧ୍ୟ ଲକ୍‌ଡାଉନ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri